Browsing Category

ଓଡିଶା

ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ; ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ

ପୁରୀ / ନୟାଗଡ :ଆରମ୍ଭ ହେଲା ରଥଯାତ୍ରାର ଆଦ୍ୟ ପର୍ବ। ଆସନ୍ତା ରଥଯାତ୍ରା ପାଇଁ ଆବଶ୍ୟକ ରଥକାଠ ଆଣିବାକୁ ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ। ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନୟାଗଡ଼ରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି।

କୋଲ୍ଡଡ୍ରିଙ୍କସ୍ ବୋତଲରେ ଚାଲାଣ ହେଉଥିଲା ଦେଶୀ ମଦ; ୩ ଗିରଫ, ୧୮୦ ଲିଟର ମଦ ଜବତ

ମୟୂରଭଞ୍ଜ : ନୂଆା ଢଙ୍ଗରେ କରୁଥିଲେ ଦେଶୀ ମଦ ଚୋରା ଚାଲାଣ। ସୂଚନା ପାଇ କାବୁ କରିଛି ପୋଲିସ। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ। ବିଭିନ୍ନ କମ୍ପାନୀର ପ୍ଲାଷ୍ଟିକ କୋଲ୍ଡଡ୍ରିଙ୍କସ୍ ବୋତଲରେ ଦେଶୀ ମଦ ଚାଲାଣ କରୁଥିବା ବେଳେ, ୧୮୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ। ଏହି ଘଟଣାରେ ୩

ଏମ୍ସ ଭୁବନେଶ୍ବରରେ ମୃତ୍ୟୁ ଘଟଣା: ରିପୋର୍ଟରୁ ସ୍ପଷ୍ଟ- ଜୀବନ ହାରିଥିଲେ ବୃଦ୍ଧ

ଭୁବନେଶ୍ବର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଭୁବନେଶ୍ବରରେ ଆଜି ସକାଳୁ ଜଣେ ବୃଦ୍ଧ ରୋଗୀ ଦିଲୀପ ସାହୁଙ୍କ ମୃତ୍ୟୁ ନେଇ କାରଣ ଜଣାପଡ଼ିଛି। ଏମ୍ସ ଭୁବନେଶ୍ବର କର୍ତ୍ତୃପକ୍ଷ କହିଛନ୍ତି ଯେ, ଦିଲୀପ ସାହୁ ଅର୍ଥୋପେଡିକ୍‌ ୱାର୍ଡରେ ଜୀବନ ହାରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର

ନବରଙ୍ଗପୁର: ଗିରଫ ହେଲେ ସେକ୍ସନ ଅଫିସର। ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବିଇଓଙ୍କ ଅଫିସର ସେକ୍ସନ ଅଫିସର ରଞ୍ଜିତ କୁମାର ଷଡ଼ଙ୍ଗୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ ନଗଦ ୧୦ ହଜାର ଟଙ୍କା ଜବତ

ବର୍ତ୍ତି ପାରିବେନି ଆପାର୍ଟମେଂଟ୍‌ ଲୁଟେରା; ଛଦ୍ମବେଶରେ ଅଛି ଅପରେସନ ‘ଅଦୃଶ୍ୟ‘

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆପାର୍ଟମେଣ୍ଟରୁ ଚୋରି, ଡକାୟତି, ରାହାଜାନୀ ଆଦି ଅପରାଧିକ ଘଟଣା ବୃଦ୍ଧି ପାଇଥିବା ବେଳେ ‌ଅପରାଧ ସଂପର୍କିତ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ କାବୁ କରିବା ପାଇଁ କମିସନରେଟ ପୁଲିସ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ଭୁବନେଶ୍ବର ଡିସିପି ପିନାକ

ପୁଲିସ୍‌ ଡ୍ରାଇଭର ନିଯୁକ୍ତିରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶା ପୋଲିସର କିଛି ପଦବୀରେ ବୟସସୀମାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି । ଏନେଇ ଆଜି ବୟସସୀମା କୋହଳ ପାଇଁ ଦାୟର ଏକାଧିକ ମାମଲାର ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ଡ୍ରାଇଭର ମାନଙ୍କୁ ନିଯୁକ୍ତି ଆଇନ ଚାଲିଥିବା ପ୍ରକ୍ରିୟାରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ

ସାଇବର ସଚେତନତାମୂଳକ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସମ୍ପ୍ରତି ସାଇବର ଅପରାଧ ଚିନ୍ତାଜନକ ପାଲଟିଥିବା ବେଳେ ସାମ୍ବାଦିକ ଶୁଭକାନ୍ତ ପଢ଼ିହାରୀଙ୍କ ଦ୍ବାରା ରଚିତ ସଚେତନତା ପୁସ୍ତକ ‘ସାଇବର ଅପରାଧ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ବିଧାନସଭାର ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି ପୁସ୍ତକକୁ ଗତ ୧୧ ତାରିଖରେ

ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ତିନି ଦିନିଆ ଗସ୍ତରେ ଯିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା। ଏହି ଗସ୍ତ ମଧ୍ୟରେ ସେ କୋରାପୁଟର ଜିଲ୍ଲା ମହୋତ୍ସବ “ପରବ” ରେ ଯୋଗ

ମେଡିକାଲ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର : ମେଡିକାଲ ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗିର BBMCH ପରିଷଦରୁ ଉଦ୍ଧାର ହୋଇଛି ଯୁବକଙ୍କ ଝୁଲନ୍ତା ମୃତଦେହ। ହାତରେ ସାଲାଇନ୍ ଲାଗିଥିବାରୁ ରୋଗୀ ହୋଇଥିବା ସନ୍ଦେହ କରାଯାଉଛି।ଯୁବକଙ୍କ ଜଣଙ୍କ ଆତ୍ମହତ୍ୟା କରିଛନ୍ତି, ଅନ୍ୟ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ ।

ସଶକ୍ତ ହେବେ ବନ କର୍ମଚାରୀ; ସାବାଡ ହେବେ ଶିକାରୀ: ମନ୍ତ୍ରୀ

ଭୁବନେଶ୍ୱର: ଶିମିଳିପାଳ ଏବଂ ରାଉରକେଲା ପରେ ଏବେ ଡେବ୍ରିଗଡ଼ ଓ ଅନ୍ୟ ଅଭୟାରଣ୍ୟରେ ସ୍ପାଏ କ୍ୟାମେରା ଲାଗିବ । ଶିକାରୀଙ୍କୁ ଧରିବାକୁ ଜଙ୍ଗଲରେ ଲଗାଯିବ ସ୍ପାଏ କ୍ୟାମେରା । ଫଳରେ ଅଭ୍ୟାରଣ୍ୟ ଗୁଡିକରେ ଅବାଧ ଶିକାର ଉପରେ ଲାଗିବ ରୋକ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ