Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆଗାମୀ ୫ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା, ୨୨ ରୁ ପୁଣି କମିବ ରାତି ତାପମାତ୍ରା
ଭୁବନେଶ୍ୱର : ଆଗାମୀ ୫ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା । ଆଜି ଓ ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ୧୯ରୁ ୨୧ ତାରିଖ ଯାଏ ଉପକୂଳ ଓଡ଼ିଶାରେ ବର୍ଷା ନେଇ ପୁର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ପବନରେ ପରିବର୍ତ୍ତନ ହେଉଥିବାରୁ ରାଜ୍ୟରେ!-->…
ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ସୁରେନ୍ଦ୍ର ଖୁଣ୍ଟିଆ
ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ବିଶିଷ୍ଟ ଲେଖକ ଅଧ୍ୟାପକ ସୁରେନ୍ଦ୍ର କୁମାର ଖୁଣ୍ଟିଆଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ସକାଳ ୮ଟାରେ କଟକ ଲିଙ୍କ୍ ରୋଡସ୍ଥିତ ସୂର୍ଯ୍ୟ ବିହାରରେ ତାଙ୍କର ଦେହାନ୍ତ ଘଟିଛି ।
!-->!-->!-->…
ମହାନଦୀରୁ ମିଳିଲା ନିଖୋଜ ପ୍ରଫେସରଙ୍କ ମୃତଦେହ , ୨ ଦିନ ହେଲା ଥିଲେ ନିଖୋଜ
କଟକ : ମହାନଦୀରୁ ମିଳିଲା ନିଖୋଜ ପ୍ରଫେସରଙ୍କ ମୃତଦେହ । କଟକ ଯୋବ୍ରା ଆନିକଟ ସ୍ଥିତ ୯୪ ନମ୍ବର ଗେଟ୍ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଭୁବନେଶ୍ବର ପଟିଆ ଅଞ୍ଚଳର ବୈଷ୍ଣବ ଚରଣ ସିଂ । ତାଙ୍କ ବୟସ ୭୮ ବର୍ଷ । ସେ ଜଣେ ଅବସରପ୍ରାପ୍ତ ପ୍ରଫେସର । ବୈଷ୍ଣବ ନିଖୋଜ ଥିବା ନେଇ ଗତ ୧୫!-->…
ହସ୍ପିଟାଲ ପରିସରରୁ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ଵର: ରାଜଧାନୀରେ ଚାଞ୍ଚଲ୍ୟ l ହସ୍ପିଟାଲ ପରିସରରେ ଆତ୍ମହତ୍ୟା କଲେ ରୋଗୀ l ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଘଟିଛି ଏହି ଘଟଣା l ଆତ୍ମହତ୍ୟା କରିଥିବା ମୃତକ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ଅଟଳପୁର ଗାଁରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଦିଲ୍ଲୀପ ସାହୁ l ତେବେ କେଉଁ କାରଣରୁ!-->…
ଆପାର ପଞ୍ଜିକରଣ ପାଇଁ ଆଧାର ଲିଙ୍କ ଅଡ଼ୁଆ : ଅସୁବିଧା ରେ ଛାତ୍ରଛାତ୍ରୀ…
ନୟାଗଡ଼: ନୂତନ ଶିକ୍ଷାନୀତି ୨୦୨୦ ଏବଂ ଗୋଟିଏ ଦେଶ ଗୋଟିଏ ଷ୍ଟୁଡେଣ୍ଟ୍ ଆଇଡି ଯୋଜନା ଅଧୀନରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଛାତ୍ରଛାତ୍ରୀ ମାନଙ୍କର ସମସ୍ତ ତଥ୍ୟ ଗୋଟିଏ ନମ୍ବର ମାଧ୍ୟମରେ ପଞ୍ଜିକରଣ ପାଇଁ ଆପାର କାର୍ଯକ୍ରମ ଆରମ୍ଭ କରିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଙ୍ଗନୱାଡ଼ି!-->…
ଗାଁ ବାସୀ ବାଲି ମାଫିଆ ମୁହାଁ ମୁହିଁ ପରିସ୍ଥିତି : ଜିଲ୍ଲାପାଳ ଙ୍କୁ କରିଥିବା ଗୁହାରୀ କିଛି ଫରକ ପଡ଼ିଲା…
ମୁଣ୍ଡ ଗଡ଼ିଲେ ପ୍ରଶାସନ ଦାୟୀ ରହିବତ...??!!
ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ଜୟପୁର ବ୍ଲକ ଅଧ୍ୟକ୍ଷା
ଭୁବନେଶ୍ବର: ବିଜେଡି ଛାଡ଼ି ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ତାଙ୍କ ସହ୧୪ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଶତାଧିକ ସମର୍ଥକ!-->…
ଜାନୁଆରୀରେ ବିଜେଡିର ସାଙ୍ଗଠନିକ ନିର୍ବାଚନ
ଭୁବନେଶ୍ବର: ଆସନ୍ତା ବର୍ଷ ଜାନୁଆରୀରେ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସଭ୍ୟ ସଂଗ୍ରହ ଅଭିଯାନ ଭଲ ଭାବେ ଚାଲିଛି । ଡିସେମ୍ବର ୨୧ ସୁଦ୍ଧା ଟାର୍ଗେଟ ହାସଲ କରିବାକୁ କୁହାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ବିଜେଡି!-->…
ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ପୁଣି ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଷଷ୍ଠ ପାଳିରେ ଆଜି ଅନେକ ଅଭିଯୋଗର ଶୁଣାଣି କରିଥିଲେ ମୁଖ୍ୟମନ୍ତ୍ରୀ।
ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ଅଧିକାଂଶ!-->!-->!-->…
ପାଦୁକ ବଣ୍ଟନକୁ କେନ୍ଦ୍ର କରି ଶ୍ରୀମନ୍ଦିର ଭିତରେ ମାଡପିଟ୍, ବୟସ୍କ ସେବକ ଆହତ
ପୁରୀ : ଶ୍ରୀମନ୍ଦିର ଭିତରେ ପାଟିତୁଣ୍ଡ ଆଉ ମାଡପିଟ୍ ହୋଇଛି । ସେବକ ସେବକ ମଧ୍ୟରେ ମାଡପିଟ୍ ହେବା ଯୋଗୁ ଶ୍ରିମଜନେ ଆହତ ହୋଇଛନ୍ତି । ମାଡପିଟ୍ କରିଛନ୍ତି ଉଭୟ ମୁଖପଖାଳ ସେବକ । ଶ୍ରୀମନ୍ଦିର ଭିତରେ ମାଡପିଟ୍ ପରେ ସିଂହଦ୍ଵାର ଥାନାରେ ମଧ୍ୟ ପୁଣି ମାଡପିଟ୍ ହୋଇଛନ୍ତି । ବେହରଣ ଦ୍ବାର!-->…