Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମହିଳା ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି
ବ୍ରହ୍ମପୁର : ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମହିଳା ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି | ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ନରସିଂହପୁର ଗାଁରେ । ନରସିଂହପୁର ଗାଁର ବି.କାର୍ତ୍ତିକେଶ୍ବର ଦୋରାଙ୍କ ଘରେ ଗତ ମାର୍ଚ୍ଚ ମାସ ୫!-->…
ଏସପି କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହେଲା ଭିଡିଓ କନଫରେନ୍ସ ରୁମ
ବ୍ରହ୍ମପୁର : ପୋଲିସ କର୍ମଚାରୀ ଙ୍କ ସରକାରୀ ସାକ୍ଷ ଗ୍ରହଣ ହେଲା ସୁବିଧା ବ୍ରହ୍ମପୁର ଏସପି କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହେଲା ଭିଡିଓ କନଫରେନ୍ସ ରୁମ। ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଡ଼ିଆଇଜି ଡ଼ଃ. ସାର୍ଥକ ଷଡଙ୍ଗୀ ଯୋଗଦେଇ କାର୍ଯ୍ୟାଳୟ ପରିସରରେ ଭିସି କୋଠରୀ ର ଶୁଭ ଉଦଘାଟନ!-->…
ଯାତ୍ରୀବାହି ଅଟୋରେ ଲାଗିଲା ନିଆଁ, ଅଟୋ ପାଉଁଶ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ବନିଆବାସ୍ତୀ ଭିତରେ ଛିଡ଼ା ହୋଇ ଥିବା ଏକ ଯାତ୍ରୀ ବାହି ଅଟୋରେ ନିଆ ଲାଗିବାରୁ ସମ୍ପୂର୍ଣ ଜଳି ପାଉଁଶ ! ପ୍ରତ୍ୟେକ ଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ଯେ ରାଏବଗା ଅଞ୍ଚଳର ମେୱାଲାଲ ସାହୁଙ୍କ ଘର ବାହାରେ ଛିଡ଼ା ହୋଇ ଥିବା ଅଟୋରେ!-->…
କୃଷି ଓ କୃଷକର ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ: ରାଷ୍ଟ୍ରପତି
ଭୁବନେଶ୍ବର : କୃଷି ଉତ୍ପାଦନରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି)ର ଯଥେଷ୍ଟ ଅବଦାନ ରହିଛି। ଆମ ସଂସ୍କୃତି, ପରମ୍ପରା ଏବଂ ଜୀବନ ଜୀବିକାର ଆଧାର ହେଉଛି କୃଷି କାର୍ଯ୍ୟ। ତେଣୁ କୃଷି ଏବଂ କୃଷକଙ୍କ ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ!-->…
କେହି ଦଖଲ କରିପାରିବେନି ଆଦିବାସୀଙ୍କ ଜମି : ରାଜସ୍ଵ ମନ୍ତ୍ରୀ
ଭୁବନେଶ୍ଵର: ରାଜ୍ୟରେ କେହି ଆଦିବାସୀଙ୍କ ଜମି ଦଖଲ କରିପାରିବେନି। ଆଜି ବିଧାନସଭା ପ୍ରଶ୍ନକାଳରେ ଏଭଳି କିଛି ଉତ୍ତର ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଯଦି କେହି ଆଦିବାସୀଙ୍କ ଜମି କିଣନ୍ତି, ତେବେ ତାହାକୁ ବେଆଇନ ଘୋଷଣା କରାଯିବା ସହ ଉଚ୍ଛେଦ କରି ଫେରସ୍ତ!-->…
ତୃତୀୟ ଭାରତୀୟ ଧାନ ସମ୍ମିଳନୀ ୨୦୨୪ ଅନୁଷ୍ଠିତ
କଟକ: ଜାତୀୟ ଧାନ ଗବେଷଣା ସମ୍ମିଳନୀ ଏବଂ ନୂଆଦିଲ୍ଲୀସ୍ଥିତ ଭାରତୀୟ ଧାନ ଗବେଷଣା କାଉନସିଲର ମିଳିତ ଆନୁକୁଲ୍ୟରେ ଗୁରୁବାର ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପରିଷଦଠାରେ ଭାରତୀୟ ଧାନ ସମ୍ମିଳନୀର ତୃତୀୟ ଧାନ କଂଗ୍ରେସ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଧାନ ଗବେଷକ ସଂଘ ଏହି!-->…
ଶିମିଳିପାଳ କୋର ଏରିଆରେ ବନ୍ଧୁକ ଧରି ବୁଲୁଥିଲେ; ବାନ୍ଧିଲା ବନ ବିଭାଗ
ବାରିପଦା : ଶିମିଳିପାଳର କୋର ଏରିଆରେ ଶିକାର ପାଇଁ ବନ୍ଧୁକ ଧରି ବୁଲୁଥିଲେ। ୨ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ। ସେମାନଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଦୁଇ ଜଣଙ୍କ ଠାରୁ ପାଞ୍ଚଟି ଦେଶୀ ବନ୍ଧୁକ, ଗୋଟିଏ ଅଧା ତିଆରି ବନ୍ଧୁକ ଓ ବାରୁଦ ସହ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ!-->…
୫ ଜିଲାରେ ଘନ କୁହୁଡ଼ି ଦୃଶ୍ୟମାନ, ୨ଦିନ ପରେ ପୁଣି ଫେରିବ ଶୀତ
ଭୁବନେଶ୍ବର : ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଫେଙ୍ଗାଲ’ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଥିଲା। ପାହାଡିଆ ଏବଂ ସମତଳ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ପାଇଥିଲା; କିନ୍ତୁ ଆସନ୍ତା ୨ଦିନ ପରେ ପୁଣି ଶୀତ ଫେରିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ!-->…
ବରବାଦ କଲା ଅନଲାଇନ ଗେମ୍; ଶେଷରାସ୍ତା ବାଛି ନେଲେ ଯୁବକ
ଭୁବନେଶ୍ବର : ଜୀବନ ନେଇଗଲା ଅନଲାଇନ ଗେମ୍। ମୋବାଇଲରେ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଶେଷରେ ଜୀବନ ହାରିଲେ ଯୁବକ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ମୃତ ଯୁବକଙ୍କୁ ୨୨ବର୍ଷ ହୋଇଥିବା ଜଣାଯାଇଛି।ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ରହୁଥିବା ଯୁବକ ନିଜ ଘରେ!-->…
ଲୋକ ଲଜ୍ଜାରୁ ବର୍ତ୍ତିବାକୁ ମେଡ଼ିକାଲ୍ରୁ ପିଲା ଚୋରି ନାଟକ; କ୍ଷମା ମାଗିଲେ ଦମ୍ପତି
ନୟାଗଡ : ନିଜର କୌଣସି ପିଲାପିଲି ହେଉନଥିଲେ। ଯେଉଁଥିପାଇଁ ମାନସିକ ଦୁଶ୍ଚିନ୍ତାରେ ଥିଲେ। ସେହି ଅପବାଦ ଓ ଲୋକ ଲଜ୍ଜାରୁ ବର୍ତ୍ତିବା ପାଇଁ ପିଲା ଚୋରିର ନାଟକ କରିଥିଲେ ଦମ୍ପତି। ମେଡ଼ିକାଲ୍ ଓଟିରୁ ପିଲା ଚୋରି ହୋଇଥିବା କାନ୍ଦିକାନ୍ଦି ଗଣମାଧ୍ୟମରେ କହିଥିଲେ। ତେବେ ନାଟକର ପୂରା ଚିତ୍ର!-->…