Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନୂଆବର୍ଷରୁ ମିଳିବ ଚାଉଳ ସହ ଗହମ
ଭୁବନେଶ୍ବର: ନୂଆବର୍ଷ ଠାରୁ ହିତାଧିକାରୀଙ୍କୁ ଚାଉଳ ସାଙ୍ଗକୁ ଗହମ ମିଳିବ । ଅର୍ଥାତ୍ ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ଚାଉଳ ସହ ଗହମ ପାଇବେ ରାସନ ହିତାଧିକାରୀ । ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଏନେଇଚ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ!-->!-->!-->…
ଲୋକଙ୍କ ଘର ଦ୍ବାରରେ ପହଞ୍ଚିବ ନ୍ୟାୟ ବ୍ୟବସ୍ଥା: ଆଇନ ମନ୍ତ୍ରୀ
ଭୁବନେଶ୍ବର: ଲୋକଙ୍କ ଘର ଦ୍ବାରରେ ନ୍ୟାୟ ବ୍ୟବସ୍ଥା ପହଞ୍ଚିବ । ରାଜ୍ୟ ସରକାର ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ କରିବେ ବୋଲି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି। ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ପାଇଁ ଅନୁମତି ଦିଆଯାଇଛି। ତାପରେ ସମସ୍ତ ବ୍ଲକରେ!-->…
ଅକ୍ଷର ଭୂମି ଆଗରେ ‘ଅସ୍ମିତା ଭବନ’; ୩୬୦ ଡିଗ୍ରୀରେ ପ୍ରଦର୍ଶିତ ହେବ ଓଡିଶା
ଭୁବନେଶ୍ବର: ଅକ୍ଷର ଭୂମି ସାମ୍ନାରେ ହେବ ଓଡିଆ ଅସ୍ମିତା ଭବନ । ଭୁବନେଶ୍ବର ଗଜପତି ନଗରରେ କଳାମଣ୍ଡଳ ପରିସରରେ ଥିବା ଅକ୍ଷର ଭୂମି ସାମ୍ନାରେ ଓଡିଆ ଅସ୍ମିତା ଗୃହ ନିର୍ମାଣ ହେବ । ସମଗ୍ର ଓଡିଶାର ଗରିମାକୁ ପ୍ରଦର୍ଶନ କରିବ ଏହି ଅସ୍ମିତା ଗୃହ । ଏନେଇ ସରକାର ଯେଉଁ ସ୍ବପ୍ନ ଦେଖିଥିଲେ!-->…
ଆମ୍ବ ଟାକୁଆ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନବୀନ
ଭୁବନେଶ୍ବର: ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲେ।
ଆମ ସରକାର ଆରମ୍ଭ!-->!-->!-->…
ଭୁବନେଶ୍ବରରେ ବିମାନ ବାତିଲ, ଧାରଣାରେ ବସିଲେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ
ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ବିମାନ ବାତିଲରୁ ହନ୍ତସନ୍ତ ଯାତ୍ରୀ । ବାରମ୍ବାର ବାତିଲ ଯୋଗୁ ଧାରଣାରେ ବସିଲେ ଯାତ୍ରୀ । ବିମାନ କମ୍ପାନୀର ମନମୁଖୀ କାର୍ଯ୍ୟକୁ ଯାତ୍ରୀମାନେ ତୀବ୍ର ବିରୋଧ କରିଛନ୍ତି। ସେପଟେ ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ ସେଭଳି କିଛି!-->…
ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ
ଭୁବନେଶ୍ବର: ଭୁବନେଶ୍ବର ହଷ୍ଟେଲ ରୁମ୍ରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ଛାତ୍ରୀଜଣଙ୍କ ପଟିଆ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟରରେ ମେଡିକାଲ ପାଇଁ କୋଂଚି ନେଉଥିବା ବେଳେ ହଷ୍ଟେଲରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଅସ୍ପଷ୍ଟ!-->…
କଫି ଚାଷୀଙ୍କୁ ସହାୟତା-ରାଜ୍ୟର କୃଷି ବିକାଶ ପାଇଁ ଓଡିଶା ସରକାର ପ୍ରତିଶ୍ରୁତିବଦ୍ଧ: କୃଷିମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ କଫି ଚାଷୀଙ୍କୁ ସହାୟତା କରିବା ତଥା ରାଜ୍ୟରେ ନିରନ୍ତର କୃଷି ବିକାଶ ପାଇଁ ଓଡିଶା ସରକାର ପ୍ରତିଶ୍ରୁତିବଦ୍ଧ। ଏହି ଯାତ୍ରାରେ ଆମେ ବେସରକାରୀ କମ୍ପାନୀର ଅଂଶଗ୍ରହଣକୁ ସ୍ୱାଗତ କରୁଛୁ ବୋଲି ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ!-->…
ମାଆ, ଝିଅଙ୍କୁ ପୋଡ଼ି ହତ୍ୟା ଘଟଣାର ପର୍ଦ୍ଦାଫାସ: ପୁଅ, ନାତି ଗିରଫ
ସମ୍ବଲପୁର: ମାଆ, ଝିଅଙ୍କୁ ପୋଡ଼ି ହତ୍ୟା ଘଟଣାର ପର୍ଦ୍ଦାଫାସ। ମୃତ ବୃଦ୍ଧାଙ୍କ ପୁଅ ଓ ନାତିଙ୍କୁ ଗିରଫ କଲା ସଦର ଥାନା ପୋଲିସ। ଗତକାଲି ମାନେଶ୍ବର ହାଟପଦା ଅଞ୍ଚଳରେ ଘଟିଥିଲା ଜଘନ୍ୟକାଣ୍ଡ। ଘରେ ମାଆ, ଝିଅ ଶୋଇଥିବା ବେଳେ ଶ୍ୱାସରୁଦ୍ଧ କରି ମାରିଥିଲେ ପୁଅ ଓ ନାତି। ପ୍ରମାଣ ନଷ୍ଟ ପାଇଁ ୨!-->…
ଆଜି ନବୀନ ଦେଲେ ସଦସ୍ୟତା ପାଇଁ ଆହ୍ବାନ, ବିଜେଡି ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ହେବ ରଣନୀତି
ଭୁବନେଶ୍ୱର : ଆଜି ନବୀନ ଦେବେ ସଦସ୍ୟତା ପାଇଁ ଆହ୍ବାନ । ଛାତ୍ର ବିଜୁ ଜନତା ଦଳକୁ ଆଜି ଉଦବୋଧନ ଦେବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଭୁବନେଶ୍ବର ଶଙ୍ଖ ଭବନରେ ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ ହେବ । ଗାଁ ଗାଁରେ ବିଜେଡି ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା!-->…
ବେଆଇନ୍ କଫ ସିରପ୍ ଜବତ, ୨ ଗିରଫ
କଟକ: କଟକରେ ମେଡିସିନ୍ ଫାର୍ମ ଉପରେ ରାତି ଅଧିଆ ଚଢ଼ାଉ । ଜବତ ହେଲା ପୁଳା ପୁଳା ବେଆଇନ୍ କଫ ସିରପ୍ । କଟକରେ ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବେଆଇନ୍ କଫ୍ ସିରପ ଜବତ ହୋଇଛି ।
ସୂଚନା ଅନୁସାରେ, ଗତକାଲି ରାତିରେ କଟକ ସଦର ଥାନା ଅନ୍ତର୍ଗତ!-->!-->!-->…