Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାତ୍ୟା ଦାନା ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା
ଭୁବନେଶ୍ୱର : ଆସିଲା ସମ୍ଭାବ୍ୟ ବାତ୍ୟ ଦାନାର ଗତିପଥ। ୨୪ ତାରିଖ ସକାଳେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଅତିକ୍ରମ କରିବ ବାତ୍ୟା ଦାନା। ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି । ୨୪ତାରିଖ ରାତି ଓ ୨୫ ତାରିଖ ସକାଳେ ଏହା ଭୀଷଣ!-->…
ପୁଣି ବିଜେଡିକୁ ସୌମ୍ୟଙ୍କ କଡା କଟାକ୍ଷ, ‘ଅହଂକାର ବୁଡାଇଲା’
ବାଙ୍କୀ: ପୁଣି ବିଜେଡିକୁ ଶାଣିତ ଆକ୍ରମଣ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେଡି କାହିଁକି ହାରିଲା କାରଣ ଦର୍ଶାଇ କଟାକ୍ଷ କରି କହିଛନ୍ତି । ସୌମ୍ୟ କହିଛନ୍ତି, ବିଜେଡି କାହିଁକି ହାରିଛି କେହି ଆଲୋଚନା ପାଇଁ ପ୍ରସ୍ତୁତ ନାହାନ୍ତି । ଓଡିଶାବାସୀଙ୍କ ମନରେ ବିଜେଡିକୁ ବୁଦ୍ଧି ଶିଖାଇବା!-->…
ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା, ଚାଲିଛି ସଭ୍ୟ ସଂଗ୍ରହ ଅଭିଯାନ
ଭୁବନେଶ୍ଵର: ଆଜିଠୁ ସାରା ରାଜ୍ୟରେ ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ପଦଯାତ୍ରା ଚାଲିବ। ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନସମ୍ପର୍କ ପଦଯାତ୍ରା!-->…
୬୫ତମ ପୁଲିସ ଶହୀଦ୍ ସ୍ମୃତି ଦିବସ ଅନୁଷ୍ଠିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ରିଜର୍ଭ ପୋଲିସ ପଡିଆ ଠାରେ ଜିଲ୍ଲା ପୋଲିସ ତରଫରୁ ୬୫ ତମ ପୁଲିସ ଶହୀଦ୍ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ହରିଶ ବି ସି ଯୋଗ ଦେଇ ସହୀଦ ସ୍ମୃତି ସ୍ମାରକାରୀରେ ପୁଷ୍ପଗୁଚ୍ଛ!-->…
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ…
ଜିଲ୍ଲାର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ – ଜିଲ୍ଲାପାଳଜିରୋ କାଜୁଆଲିଟି ଉପରେ ଗୁରୁତ୍ବଛତ୍ରପୁର ତା.୨୧ .୧୦.୨୦୨୪ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ଯୋଗୁଁ ସମ୍ଭାବ୍ୟ ବାତ୍ୟାର ସମ୍ଭାବନା ରହିଛି । ଏଥି ସକାଶେ ଭାରତୀୟ!-->…
ଗଞ୍ଜାମ ଜିଲ୍ଲା ବାଲି ମାଫିଆ ମାନଙ୍କ ଅମରାବତୀ : ଖଣି-ପୋଲିସ-ରାଜସ୍ୱ ବିଭାଗ ର ଅପାରଗତା ଯୋଗୁଁ ମୁଣ୍ଡ ଗଡ଼ିବ..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଣି,ପୋଲିସ,ରାଜସ୍ୱ ବିଭାଗ ର ଛୁଟ ଏବେ ବାଲି ମାଫିଆ ମାନଙ୍କ ପାଇଁ ପୁଷ ମାସ ପାଲଟିଛି।ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ଓ ରାସ୍ତା ନିର୍ମାଣ କରୁଛନ୍ତି। ବେଧଡ଼କ ଖୁଲାମ ଖୁଲା ଏବେ ଆସିକା ସୁନାମ୍ବ ସାହି ଦେଇ ସହ ସହ ହାଇୱା, ଟିପର ଓ!-->!-->!-->…
ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ସାମ୍ନାକୁ ଆସିଲା ସିସିଟିଭି
ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ । ଶୁକ୍ରବାର ସନ୍ଧ୍ୟା ସମୟରେ ବକ୍ସି ରାମଚନ୍ଦ୍ର ପ୍ରତିହାରୀ ତାଙ୍କ ସ୍କୁଟରରେ ବସି ବାହାରିବା ବେଳେ ପଛ ଆଡୁ ଆକ୍ରମଣ କରିଥିଲା ଦୁର୍ବୃତ୍ତ ।!-->…
ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି: ମନ୍ତ୍ରୀ
ଭୁବନେଶ୍ବର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଅବପାତ ଅବସ୍ଥାରେ ଅଛି। ଗଭୀର ଅବପାତ ହୋଇନାହିଁ। ଆମେ ନିରନ୍ତର ପାଣିପାଗ ବିଭାଗ ଏବଂ ବିଶେଷଜ୍ଞମାନଙ୍କ ସହିତ ସମ୍ପର୍କରେ ଅଛୁ। ଅନେକ!-->…
ଗୋପ ବ୍ଲକ ଡିହସାହିରେ ଅଘଟଣ: ବଜ୍ରପାତରେ ୨ ମୃତ
ଗୋପ: ସାରା ରାଜ୍ୟକୁ ଘଡ଼ିଛି ବାତ୍ୟା ଭୟ। ଏହାରି ଭିତରେ ଗୋପ ବ୍ଲକ ଡ଼ିହସାହି ଗାଁରେ ଘଟିଛି ବଡ ଅଘଟଣ। ବଜ୍ରପାତରେ ଯାଇଛି ଦୁଇ ମହିଳାଙ୍କ ଜୀବନ। ଗୋପ ବ୍ଲକ ଏରବଙ୍ଗ ପଞ୍ଚାୟତ ଅନ୍ତର୍ଗତ ଡିହସାହି ଗାଁରେ ବଜ୍ରପାତ ନେଇଛି ୨ ଜୀବନ । ମୃତକ ୨ ମହିଳାଙ୍କ ନାମ ରୀନା ଭୋଇ(୪୫) ଓ ସରସ୍ବତୀ!-->…
ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜି ମାରିଲେ ଦିନ ମଜୁରିଆଙ୍କ ପୁଅ
ବାଲୁଗାଁ : ଓଏଏସ ପରୀକ୍ଷାରେ ଦିନ ମଜୁରିଆ ପୁଅଙ୍କ ସଫଳତା । ସଫଳତା ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ । ସବୁଆଡୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତା । ଆମେ କହୁଛୁ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବାଣପୁରର ପୁଅ । ଗତକାଲି ଓଡିଶା!-->…