Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଠକି ଦେଲେ ପ୍ରେମିକ, ପ୍ରତାରଣା ସହି ନପାରି ଜୀବନ ହାରିଲେ ଯୁବତୀ
ଭୁବନେଶ୍ୱର : ପ୍ରେମରେ ପ୍ରତାରଣା । ପ୍ରେମିକ ଦ୍ୱାରା ଠକି ଯାଇ ଜୀବନ ହାରିଲେ ଯୁବତୀ । ନୟାପଲ୍ଲୀ ଦେବରାୟ କଲେଜ ନିକଟସ୍ଥ ଏକ ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବତୀ ଜଣଙ୍କ ଜଗତସିଂହପୁର ଜିଲ୍ଲା କୋରତାଲ ଅଞ୍ଚଳର ।
ଗତ କିଛି ଦିନ ପୂର୍ବେ ଏକ ଘରୋଇ ସଫ୍ଟୱେର୍!-->!-->!-->…
ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ପାଇଁ ୪ ନେତାଙ୍କୁ ଗୁରୁ ଦାୟିତ୍ବ
ଭୁବନେଶ୍ଵର: ରାଜ୍ୟ ବିଜେପି ସାଂଗଠନିକ ନିର୍ବାଚନ ପାଇଁ ୪ ନେତାଙ୍କୁ ଦାୟିତ୍ବ। ନିର୍ବାଚନ ଅଧିକାରୀ ଭାବେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନିଯୁକ୍ତ କରାଯାଇଥିବାବେଳେ ସହ ନିର୍ବାଚନ ଅଧିକାରୀ ଭାବେ ୩ ଜଣଙ୍କୁ ଦିଆଯାଇଛି ଦାୟିତ୍ବ।
ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ନିର୍ବାଚନ ଅଧିକାରୀ!-->!-->!-->…
ପ୍ରଶାସନ କୁ ଫୁ..! :ଚଢ଼ାଉ ପରେ ବି ନଳବଣ୍ଟା ରେ ଚାଲିଛି ବେଆଇନ ବାଣ ପ୍ରସ୍ତୁତି….!
ପ୍ରଶାସନ ଓ ବାଣ ମାଫିଆ ଙ୍କ ଭିତରେ ହୋଇଛି କି ଫିକ୍ସଙ୍ଗ..?!
ବହୁ ଚର୍ଚ୍ଚିତ ହାତୀବେନା ଡିଏନକେ ଗ୍ରାମର ଗୋଷ୍ଠି କନ୍ଦଳର ହୋଇଛି ସମାଧାନ…
ଅଞ୍ଚଳ ରେ ଫେରିଲା ଶାନ୍ତି...
ବେଦାନ୍ତ ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ : ସୃଷ୍ଟି ହେବ ୨ ଲକ୍ଷ ନୂଆ ନିଯୁକ୍ତି
ମୁମ୍ବାଇ, : ବେଦାନ୍ତ ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଅଂଶୀଦାର ହୋଇ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରିବା ସହିତ ରାଜ୍ୟରେ ଏକ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଥିବାବେଳେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବ । ବେଦାନ୍ତ ଟେଣ୍ଡର ମାଧ୍ୟମରେ ସିଜିମାଳି!-->…
‘କଂଗ୍ରେସ ନୁହେଁ, ବିଜେପିରେ ମିଶିବ ବିଜେଡି’
ଭୁବନେଶ୍ବର : ବିଜେଡି ଆଉ ବେଶୀ ଦିନ ରହିବ ନାହିଁ। ସେହି ଦଳ ଭାଙ୍ଗିଯିବ। କଂଗ୍ରେସ ନୁହେଁ, ବିଜେପିରେ ମିଶିବ ବିଜେଡି। ଆଜି ଏମିତି ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ।ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାଏକ କହିଛନ୍ତି, ବିଜେଡି ଆଉ ବେଶୀ ଦିନ ରହିବ!-->…
କେନ୍ଦ୍ରାପଡାର ପୂର୍ବତନ ବିଧାୟକଙ୍କ ପରଲୋକ
କେନ୍ଦ୍ରାପଡା : କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ପୂର୍ବତନ ବିଜେଡି ଜିଲା ସଭାପତି ଉତ୍କଳ କେଶରୀ ପରିଡାଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା । ଦୀର୍ଘ ଦିନଧରି ସେ ଅସୁସ୍ଥ ଥିବା ବେଳେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଆଜି ସକାଳ ସାଢେ ୯ଟାରେ!-->…
ଶ୍ରୀମନ୍ଦିରରେ ବରିଷ୍ଠ ସେବାୟତଙ୍କୁ ଆକ୍ରମଣ ଘଟଣା: ପନ୍ତିବଡ଼ୁ ସେବକ ନିଲମ୍ବିତ
ପୁରୀ : ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାଙ୍କୁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ!-->…
ମୁମ୍ବାଇ ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିନ; ବିର୍ଲା ଗ୍ରୁପ୍ ସିଇଓଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ମୁମ୍ବାଇ: ମୁମ୍ବାଇରେ ଚାଲିଥିବା ନିବେଶକ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଦେଶର ପ୍ରମୁଖ ଉଦ୍ୟୋଗୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ପ୍ରଥମ ସେସନରେ ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ ଶ୍ରୀ କୁମାର ମଙ୍ଗଲମ୍ ବିର୍ଲା ଓ ପାର୍ଲେ ଆଗ୍ରୋ ସିଇଓ ଏବଂ!-->…
କ୍ରିକେଟ୍ ବଲ୍ ଆଣିବାକୁ ଯାଇ କେନାଲ୍ରେ ବୁଡ଼ିଗଲେ ୩ ସାଙ୍ଗ
ବାରିପଦା : କ୍ରିକେଟ୍ ବଲ୍ ଆଣିବାକୁ ଯାଇ ସୁବର୍ଣ୍ଣରେଖା କେନାଲ୍ରେ ବୁଡ଼ିଗଲେ ୩ ସାଙ୍ଗ। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ୩ ସାଙ୍ଗଙ୍କ ବୟସ ୧୨ରୁ ୧୪ ବର୍ଷ ହେବ।ସାରସକଣା ବ୍ଲକ୍ ନୂଆଗାଁର ଶ୍ରୀୟାଂଶୁ ସାହୁ, ମଦନ ସାହୁ ଓ ସାଇଶଙ୍କର ସାହୁ!-->…