Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ ଦଶଭୂଜା
ପାପର ବିନାଶ ଘଟିଛି, ସତ୍ୟର ବିଜୟ ହୋଇଛି। ୯ ଦିନ ଧରି ଧରାପୃଷ୍ଟରେ ମାଆ ଭକ୍ତଙ୍କୁ ଦର୍ଶନ ଦେବା ପରେ ଏବେ ବିଦାୟ ନେଉଛନ୍ତି। ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଭସାଣ ଚାଲିଛି। ଗତକାଲିଠୁ କିଛି ମୂର୍ତ୍ତି ବିସର୍ଜନ କରାଯାଇଥିବା ବେଳେ ଆଜି ଅନେକ!-->…
ଓଡ଼ିଆ ଯୁବତୀ ଦିଲ୍ଲୀରେ ଗଣ ଦୁଷ୍କର୍ମ ମାମଲା, ଦିଲ୍ଲୀ ସିପିଙ୍କ ସହ କଥାହେଲେ ଡିଜିପି ୱାଇ.ବି ଖୁରାନିଆ
ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଗଣ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ସିପିଙ୍କ ସହ କଥାହେଲେ ଡିଜିପି ୱାଇ.ବି ଖୁରାନିଆ । ତଦନ୍ତର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ପୋଲିସ ଡିଜି । ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗରେ ରହିଛି ଓଡ଼ିଶା ପୋଲିସ। ପୀଡ଼ିତାଙ୍କ ପରିବାର ଲୋକ ଦିଲ୍ଲୀ ଯାଉଛନ୍ତି!-->…
ସଂଶୋଧନ ହେବ ରେରା ଆଇନ: ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର: ସଂଶୋଧନ ହେବ ରେରା ଆଇନ l ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ l ଆଜି ଝିଅ ବାହାଘର ପାଇଁ ଜଣେ ଜମି ବିକିବାକୁ ଚାହିଁ ବି ବିକି ପାରୁନି l ତେଣୁ ରେରା ଆଇନରେ ସଂଶୋଧନର ଆବଶ୍ୟକ ହେଉଛି l ଆଇନରେ ସଂଶୋଧନ ପାଇଁ ନଗର ଉନ୍ନୟନ ବିଭାଗ ସହ କଥା ହେବୁ l ଆଲୋଚନା!-->…
ଛତିଆ ନିକଟରେ ବାଇକକୁ ଧକ୍କା ଦେଲା ବସ, ଜଣେ ମୃତ, ଜଳିଗଲା ବସ
ଯାଜପୁର: ଜଳିଗଲା ଚଳନ୍ତା ବସ୍ । ବାଇକ ଚାଳକ ମୃତ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଛତିଆ ନିକଟରେ ଘଟିଛି ଦୁର୍ଘଟଣା । ବସଟି ବାଲେଶ୍ବରରୁ ଭୁବନେଶ୍ବରକୁ ଯାଉଥିବାବେଳେ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ବସରେ ନିଆଁ!-->…
ମୁଁ ବିଜେଡିରେ ନାହିଁ, ଏବେ ସ୍ବାଧୀନ: ଅମର ଶତପଥୀ
ଭୁବନେଶ୍ବର: ମୁଁ ବିଜେଡିରେ ନାହିଁ। ମୁଁ ଏବେ ସ୍ବାଧୀନ। ଏଭଳି ଟିପ୍ପଣୀ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅମର ଶତପଥୀ। ସେ କହିଛନ୍ତି, ମୁଁ ବିଜେଡିରେ ନାହିଁ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି। ସଭ୍ୟପଦ ନେଇନି ମାନେ ମୁଁ ଟେକ୍ନିକାଲି ବିଜେଡିରେ ନାହିଁ।
ଏଣେ!-->!-->!-->…
ଓଡିଶାରୁ ବିଦାୟ ନେଲା ମୌସୁମୀ
ଭୁବନେଶ୍ୱର: ଓଡିଶାରୁ ଅପସାରଣ ହୋଇଛି ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିଛି । ରବିବାର ବିଭିନ୍ନ ଜିଲାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ ହୋଇଛି। ପାଗ ଅନୁକୂଳ ରହିଥିବାରୁ ଆଗାମୀ ୨ ଦିନ ମଧ୍ୟରେ ସମସ୍ତ ଜିଲାରୁ ମୌସୁମୀ ଫେରିଯିବ ବୋଲି ପାଣିପାଗ ବିଭାଗ!-->…
ବିପଜ୍ଜନକ ଅବସ୍ଥାରେ ଗ୍ରାମ୍ୟ ଉନ୍ନୟନ ରାସ୍ତା : ଗୋଡ ଘୋଷାଡିଲେ ଗୁଡି ଉଠି ଯାଉଛି…
ପିସି ଖାଇ ବାବୁ ମାନେ ଚୁପ...!
ଜେଲେ ଯାଇବି ସୁଧୁରିଲେନି ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ…!
ଅଜାଡି ହେଉଛି ପ୍ରଶାସନ ଓ ଶାସକ ଦଳର ଆଶୀର୍ବାଦ..!
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଚୋରା ବାଲି ବ୍ୟବସାୟ ପୁଣି ଖୁଲାମ ଖୁଲା ଚାଲିଛି। ଗତ ୨୦୨୩ ଅକ୍ଟୋବର ମାସରେ ବିଜେଡ଼ି ସରକାର ସମୟରେ ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ସମେତ ଆଉ ଦୁଇଜଣ ଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଥିଲା।!-->!-->!-->!-->!-->…
କେନାଲରେ ବୁଡି ୩ ବର୍ଷର ଶିଶୁ ମୃତ
କୋଣାର୍କ : ଗୋପରେ ଅଘଟଣ । କେନାଲରେ ବୁଡି ୩ ବର୍ଷର ଶିଶୁପୁତ୍ର ଆୟନ ଖାନ ମୃତ। ପୁରୀ ଜିଲ୍ଲା ଗୋପ ଥାନା ଅଧୀନସ୍ଥ ବସ୍ତି ସାପୁଆ ମହଲରେ ଘରପାଖ କେନାଲରେ ପଡି ୩ ବର୍ଷର ଶିଶୁ ଆୟନ ଖାନର ମୃତ୍ୟୁ ହୋଇଛି । ଗୋପ ବସ୍ତି ସାପୁଆ ମହଲରେ ଶୋକରଛାୟା ଖେଳିଯାଇଛି।
ସୂଚନା ଥାଉକି ବସ୍ତି!-->!-->!-->…
‘ପାରାଦୀପରେ ବୁଲୁଛନ୍ତି ମନୁଷ୍ୟକୃତ ରାବଣ’
ବନ୍ଦରୀ ନଗର ପାରାଦୀପରେ ବୁଲୁଛନ୍ତି ମନୁଷ୍ୟକୃତ ରାବଣ। ଆଗାମୀ ଦିନରେ ତାଙ୍କୁ ଉଚିତ ଜବାବ ଦିଆଯିବ, ତାଙ୍କୁ ନିଜ ସ୍ଥାନ ଦେଖାଇ ଦିଆଯିବ। ପାରାଦୀପର ଆୟୋଜିତ ରାବଣ ପୋଡ଼ି ଉତ୍ସବରେ ନାଁ ନ ନେଇ ଶ୍ରମିକ ନେତା ତଥା ବିଜେଡିର ଜଣେ ଆଗଧାଡ଼ିର ନେତାଙ୍କୁ ଟାର୍ଗେଟ କରିଛନ୍ତି ଶିଳ୍ପ!-->…