Browsing Category

ଓଡିଶା

ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ବିଜ୍ଞାପନକୁ ଖଣ୍ଡନ କଲେ କେନ୍ଦ୍ରାଞ୍ଚଳ ଆଇଜି

ପୁରୀ: ଶ୍ରୀମନ୍ଦିରରେ ଭିଆଇପି ଦର୍ଶନ ପାଇଁ ଅନ୍‌ଲାଇନରେ ବିଜ୍ଞାପନ ଘଟଣାରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯିଏ ଏଭଳି ବିଜ୍ଞାପନ ଦେଇଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି। ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…

ସାର ସଂକଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ: କଳାବଜାରୀ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ସାର (Fertilizer) ସଙ୍କଟ ଦୂର କରିବା ପାଇଁ ଓଡ଼ିଶା ସରକାର ଅନେକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଚାଷୀଙ୍କୁ ଠିକ୍ ସମୟରେ ସାର ଯୋଗାଇବା ଏବଂ କଳାବଜାରୀ (Black marketing) ରୋକିବା। ଯିଏ କଳାବଜାରୀ କରିବ ତା ଉପରେ ଦୃଢ଼…

ଚାଷୀଙ୍କ ସବ୍‌ସିଡି ଓ ଏମ୍‌ଏସ୍‌ପି ବାବଦକୁ ୧୫ କୋଟି ଟଙ୍କା ଖାଇଗଲେ ମିଲର୍‌

ରାୟଗଡା : ଓଡ଼ିଶାରେ ବିଜେପି ସରକାରକୁ ଆସିବା ପରେ ଚାଷୀଙ୍କ ଆର୍ଥିକ ବିକାଶକୁ ଦୃଷ୍ଟିରେ ରଖି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ସବ୍‌ସିଡି ସହିତ କ୍ୱିଣ୍ଟାଲ ପ୍ରତି ୩୧୦୦/- ଟଙ୍କାକୁ ବୃଦ୍ଧି କରିଛନ୍ତି। କିନ୍ତୁ ଏହାର ଲାଭ ଚାଷିଙ୍କୁ ମିଳୁନାହିଁ। ସମବାୟ ସମିତି…

ଜେଲରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ କଏଦୀ

ଜୟପୁର: ଜେଲ ଭିତରେ ବାଜିଲା ସାହାନାଇ। କାରାଗାର ପାଲଟିଲା ବିବାହ ମଣ୍ଡପ। ଆଇନଗତ ଅନୁମତି ଓ ଜେଲ୍ ପ୍ରଶାସନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ କଏଦୀ। ଜେଲ୍ ପରିସରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଆଇନ ଅନୁଯାୟୀ ସମସ୍ତ ଆବଶ୍ୟକ ଅନୁମତି ପରେ କାରାଗାର ଭିତରେ ଦୁଇ…

ବିଡିଓଙ୍କ ଅସହଯୋଗ ଅଭିଯୋଗ କରି ବ୍ଲକ୍ ଅଫିସରେ ଧାରଣାରେ ବସିଲେ ବିଧାୟକ

ଯାଜପୁର : ବିଡିଓଙ୍କ ଅସହଯୋଗ ଅଭିଯୋଗ କରି ଧାରଣାରେ ବସିଲେ ବରି ବିଧାୟକ ବିଶ୍ୱରଂଜନ ମଲିକ । ଯାଜପୁର ଜିଲ୍ଲା ବରି ପଞ୍ଚାୟତ ସମିତିରେ ବିଧାୟକଙ୍କ ସମୀକ୍ଷା ବୈଠକକୁ ବାରମ୍ବାର ବିଡିଓଙ୍କ ଅଗ୍ରାହ୍ୟକୁ ନେଇ ଆଜି ବିଧାୟକ ବିଶ୍ୱ ରଂଜନ ମଲିକ ଅସନ୍ତୁଷ୍ଟ ହୋଇ ବିଡିଓଙ୍କ…

ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ

କଟକ : କାହାକୁ ଜମି କରାଇ ଦେବାକୁ କହି ତ କାହାକୁ ପୁଣି ଚାକିରି। ଏଭଳି ଚଳାଇଥିଲା ଠକାମୀ । ଶେଷରେ ପୋଲିସ ହାତରେ ଧରାପଡିଛି । ଦୀର୍ଘ ଦିନ ଧରି ଫେରାର ଥିବା ପେଶାଦାର ଠକ ଶଶଧର ପଣ୍ଡାକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଜମି ରେଜିଷ୍ଟ୍ରି କରିଦେବାର ପ୍ରଲୋଭନ ଦେଖାଇ ଜଣେ…

ଗଞ୍ଜେଇ ମାଫିଆଙ୍କ ଟାଙ୍ଗିଆ ଚୋଟରେ ଦୁଇ ପୋଲିସ ଗୁରୁତର

ବୌଦ୍ଧ : ଗଞ୍ଜେଇ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀ ଗୁରୁତର । ଟାଙ୍ଗିଆ ଚୋଟରେ ଜଣେ ପୋଲିସ କର୍ମଚାରୀ ଗୁରୁତର । ବୌଦ୍ଧ ଥାନା ହାଟଗାଁରେ ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଗୁରୁତର ଦୁଇ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ମୁଖ୍ୟ…

ସରିଲା ମହାପ୍ରଭୁଙ୍କ ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି ଓ ମେଳକ କାର୍ଯ୍ୟ

ପୁରୀ : ୨ ଘଣ୍ଟା ୨୭ ମିନିଟ୍ ରେ ଶେଷ ହେଲା ମହାପ୍ରଭୁଙ୍କ ୯ ଟି ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି ଓ ମେଳକ କାର୍ଯ୍ୟ । ଏବେ ବି ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ଝୋବା କଣ୍ଠୀର ହୋଇ ପାରିଲାନି ଗଣତି ଓ ମେଳକ। ନୀଳାଦ୍ରି ବିଜେ ପୂର୍ବରୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଲାଗି ୯…

ପୁରୀ ବେଳାଭୂମିରେ ଅଘଟଣ, ଗାଧୋଉଥିବା ବେଳେ ଭାସି ଗଲେ ଦୁଇ ପର୍ଯ୍ୟଟକ

ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ରିପ୍ କରେଣ୍ଟରେ ପଡ଼ି ବୁଡ଼ି ଗଲେ ଦୁଇ ପର୍ଯ୍ୟଟକ। ପୁରୀ ହୋଟେଲ ସମ୍ମୁଖ ସମୁଦ୍ର କୂଳ ସେକ୍ଟର-୩ ରେ ଘଟିଛି ଅଘଟଣ । ସେଠାରେ ଉପସ୍ଥିତ ଥିବା ଅଗ୍ନିଶମ କର୍ମଚାରୀ ଓ ଲାଇଫଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୁଡ଼ି…

ଅନୁଗୁଳ ସହରରେ କୃତ୍ରିମ ବନ୍ୟା, ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ଜଳ

ଅନୁଗୁଳ: ସାମାନ୍ୟ ବର୍ଷାରେ ଉବୁଟୁବୁ ହେଉଛି ଅନୁଗୁଳ ସହର । ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ଜଳ । ନିଷ୍କାସନ ହୋଇନପାରି ସିଧା ଲୋକଙ୍କ ଘରେ ପଶୁଛି ପାଣି । ବର୍ଷା ହେଲେ ଅନୁଗୋଳରେ କୃତ୍ରିମ ବନ୍ୟା ସ୍ଥିତି ଉପୁଜୁଛି । ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ପାଇଁ ଏଭଳି ସ୍ଥିତି…