Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭରତପୁର ଥାନା ବିବାଦରେ ତନାଘନା ତଦନ୍ତ, ଗିରଫ ହୋଇପାରନ୍ତି ଥାନାର ନିଲମ୍ବିତ ଆଇଆଇସି
ଭୁବନେଶ୍ବର : ଭରତପୁର ଥାନା ବିବାଦରେ ତନାଘନା ତଦନ୍ତ । ଗିରଫ ହୋଇ ପାରନ୍ତି ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର । ଆର୍ମୀ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଓ ଯୌନ ନିର୍ଯାତନା ଘଟଣାରେ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ୧୨୦ ବାଟାଲିଅନରେ ମେଜର ଓ ତାଙ୍କ!-->…
ଗିରଫ ହେଲେ ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ
ଭୁବନେଶ୍ଵର: ଗିରଫ ହେଲେ ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଏନ ଭି ହରିହର ରାଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶନିବାର ଦିନ ହରିହର ରାଓଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏନଭି ରାଓଙ୍କୁ ଗିରଫ କରିଛି ଭିଜିଲାନ୍ସ ।!-->…
ଲଘୁଚାପ ଆଣୁଛି ବଡ଼ ବର୍ଷା, ସକ୍ରିୟ ରହିଛି ୨ଟି ଘୂର୍ଣ୍ଣିବଳୟ
ଲଘୁଚାପ ଆଣୁଛି ବଡ଼ ବର୍ଷା। ବଙ୍ଗୋପସାଗର ଓ ତତ୍ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ରହିଛି ୨ଟି ଘୂର୍ଣ୍ଣିବଳୟ । ଆଜି ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ। ଉତ୍ତରପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପ ସାଗର ଉପରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖ!-->…
ଲୋକଙ୍କ ସେବା ପାଇଁ ନିଜ ଘର ଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନନ୍ୟ ଉଦାହରଣ । ଲୋକଙ୍କ ପାଇଁ ନିଜ ଘର ଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝରସ୍ଥିତ ମଣ୍ଡୁଆ ବାସଭବନକୁ ଜନସାଧାରଣଙ୍କ ହିତ ନିମନ୍ତେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ । ଏଣିକି ଅଭିଯୋଗ ପ୍ରକୋଷ୍ଠ ହେବ ମୋହନଙ୍କ ବାସଭବନ । ସପ୍ତାହକୁ ୬!-->…
୨୩ ତାରିଖ ଯାଏଁ ରତ୍ନଭଣ୍ଡାର ଯାଞ୍ଚ ଜାରି ରହିବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ
ପୁରୀ: ମହାପ୍ରଭୁଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଆଜିଠାରୁ ଯାଞ୍ଚ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ୨୩ ତାରିଖ ଯାଏଁ ଜାରି ରହିବ। ଆଜି ପ୍ରଥମ ଦିନରେ ଏଏସ୍ଆଇ ଓ ବିଶେଷଜ୍ଞ ଟିମ୍ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଅପରାହ୍ଣ ୨ଟାରେ ପ୍ରବେଶ କରିଥିଲେ। ଦୀର୍ଘ ୪ ଘଣ୍ଟା ପରେ ଏହି ଟିମ୍!-->…
ଗିରଫ ହେବାର ୪ ଘଣ୍ଟା ମଧ୍ୟରେ ଜାମିନ ପାଇଲେ ୭ ରୋଡ ରୋମିଓ
ଭୁବନେଶ୍ବର: ସେନାବାହିନୀର ମେଜର ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ କମିସନରେଟ୍ ପୁଲିସ ଅନ୍ତର୍ଗତ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଗିରଫ ୭ ଅଭିଯୁକ୍ତଙ୍କୁ ଆଜି ସନ୍ଧ୍ୟାରେ ଜାମିନ୍ ମିଳିଛି। ଭୁବନେଶ୍ବର ଜେଏମ୍ଏଫ୍ସି କୋର୍ଟ ଅଭିଯୁକ୍ତମାନଙ୍କୁ ଜାମିନ୍!-->…
ଘନେଇଲା ଭରତପୁର ପୋଲିସ-ସେନା ବିବାଦ, ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ
ଭୁବନେଶ୍ୱର : ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ଶହଶହ ପୋଲିସ। ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଆଗାମୀ ଦିନରେ!-->…
‘ସୁଭଦ୍ରା’ ପାଇଁ ୫୦ ଟଙ୍କା ନେଇ ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ
ରାଉରେକଲା : ‘ସୁଭଦ୍ରା’ ଫର୍ମ ପୂରଣ ପାଇଁ ମହଳାଙ୍କଠାରୁ ୫୦ ଟଙ୍କା ନେବା ମହଙ୍ଗା ପଡ଼ିଲା। ବନ୍ଧା ହେଲେ ଜନସେବା କେନ୍ଦ୍ର ମାଲିକ। ରାଉରକେଲା ପ୍ଲାଣ୍ଟ ସାଇଡ୍ ଥାନା ପୁଲିସ୍ ଜନସେବା କେନ୍ଦ୍ର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ରାଉରକେଲା ମଧୂସୁଦନ ଛକରେ ରହିଛି ଗ୍ଲୋବାଲ୍!-->…
ମେଜରଙ୍କ ବାନ୍ଧବୀ ଆମକୁ ବିନା କାରଣରେ ଅଭଦ୍ର ଭାଷାରେ ଗାଳି ଦେଇଥିବାରୁ ଝଗଡ଼ା ଆରମ୍ଭ ହୋଇଥିଲା
ଭୁବନେଶ୍ବର : ରାତିରେ କାର୍ ଭିତରେ ମେଜରଙ୍କ ବାନ୍ଧବୀ ଆମକୁ ମିଡିଲ୍ ଫିଙ୍ଗର ଦେଖାଇଥିଲେ। ଆଉ ବିନା କାରଣରେ ଅଭଦ୍ର ଭାଷାରେ ଗାଳି ଦେଇଥିବାରୁ ଝଗଡ଼ା ଆରମ୍ଭ ହୋଇଥିଲା। ଆମର କୌଣସି ଭୁଲ୍ ନାହିଁ। ବିନା ଦୋଷରେ ଆମକୁ ଗିରଫ କରାଯାଇଛି। ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାଜଧାନୀ ଭୁବନେଶ୍ୱର!-->…
ମୁଖ୍ୟଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ
ଭୁବନେଶ୍ବର : କୋଟିପତି ମୁଖ୍ୟଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ବାଲେଶ୍ୱର ରୁରାଲ୍ ୱାର୍କସ ମୁଖ୍ୟଯନ୍ତ୍ରୀ ଏନ୍.ଭି ହରିହର ରାଓଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାଯାଇଛି।ଗତକାଲି ହରିହରଙ୍କ ପୈତୃକ ଘର,!-->…