Browsing Category

ଓଡିଶା

କୁଲଡିହା ଗଜ ଶିକାର ଘଟଣାରେ ୫ ବନ କର୍ମଚାରୀ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଜଙ୍ଗଲରେ ୨ଟି ମୃତହାତୀର ଅଙ୍ଗ ଛେଦନ କରାଯାଇ ଏକ ପଥର ଗୁମ୍ଫାରେ ପୁରାଇ ଦିଆଯିବା ଘଟଣାରେ ବନବିଭାଗ ପକ୍ଷରୁ ଆଜି ୫ଜଣ ବନକର୍ମଚାରୀଙ୍କୁ ଗିରଫ କରାଯାଇଛି। ଯାହାକୁ ନେଇ ଖାକିରେ ଲାଗିଲା କଳଙ୍କ ବୋଲି ଚର୍ଚ୍ଚା ହେଉଛି। କୁଲଡିହା ଅଭୟାରଣ୍ୟର

ଶଙ୍ଖଭଵନରେ ବୌଦ୍ଧ ବିଜେଡିର କର୍ମକର୍ତ୍ତା ସାଙ୍ଗଠନିକ ସମ୍ମିଳନୀ : କର୍ମୀଙ୍କ ସହିତ ୱାନ ଟୁ ୱାନ କଥାହେଲେ ନବୀନ

ଭୁବନେଶ୍ବର : ଆଜି ବୌଦ୍ଧ ଜିଲା ଅନ୍ତର୍ଗତ ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନମଣ୍ଡଳୀର ସାଂଗଠନିକ କର୍ମକର୍ତ୍ତା ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଶଙ୍ଖଭଵନ ଠାରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ସମନ୍ୱୟ କମିଟି ଅଧ୍ୟକ୍ଷ ତଥା

ସରିଲା ରତ୍ନଭଣ୍ଡାର ଲେଜର ସ୍କାନିଂ

ପୁରୀ: ମହାପ୍ରଭୁଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୁଧବାର ଦିନ ଲେଜର ସ୍କାନିଂ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବିଶେଷଜ୍ଞ ଟିମ୍‌ର ସଦସ୍ୟଙ୍କ ଦ୍ବାରା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ କରାଯାଇଛି। ଏଏସ୍‌ଆଇ ଏଡିଜି

ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ଆଶ୍ୱସ୍ତି

କଟକ: ଚମ୍ପୁଆ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କୁ ଆଶ୍ବସ୍ତି । ତାଙ୍କ ବିରୋଧରେ ଚାଲିଥିବା ନିର୍ବାଚନୀ ଅନିୟମିତତା ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ । ଚଳିତ ନିର୍ବାଚନରେ ଚମ୍ପୁଆରୁ ସ୍ବାଧୀନ ପ୍ରାର୍ଥୀ ଥିବା ଗୁରୁବକ୍ସ ସିଂ ଆଲୁୱାଲିଆ କରିଥିବା ମାମଲା ଧାର୍ଯ୍ୟ ସମୟ ସୀମା ପରେ

ରାଜ୍ୟରେ ୬ ହଜାର ମୁହାଁ ଡେଙ୍ଗୁ ସଂକ୍ରମଣ, ୨୪ ଘଣ୍ଟାରେ ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଏବେ କାୟା ବିସ୍ତାର କରିଛି ଡେଙ୍ଗୁ ଜ୍ବର । ଯାହାକୁ ନେଇ ଭୟବୀତ ଅଛନ୍ତି ଲୋକେ । ବର୍ତ୍ତମାନ ସୁଦ୍ଧା ୬ ହଜାର ଛୁଇଁଛି ରୋଗୀଙ୍କ ସଂଖ୍ୟା । ଏଭଳି ପରିସ୍ଥିତିରେ ରାଜ୍ୟରେ ଡେଙ୍ଗୁ ପରୀକ୍ଷା ପାଇଁ କିଟ୍‌ର ଅଭାବ ଦେଖା ଦେଇଛି । ପୁଣି ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି

ଉତ୍ତର ଓଡ଼ିଶାର ବନ୍ୟାସ୍ଥିତିର ସମୀକ୍ଷା କଲେ ଉନ୍ନୟନ କମିସନର

ଭୁବନେଶ୍ବର: ଉନ୍ନୟନ କମିସନର ଅନୁ ଗର୍ଗ ଆଜି ସେଚ ସଦନ ସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କ ଉପସ୍ଥିତିରେ ବାଲେଶ୍ବର ଜିଲ୍ଲା ତଥା ସୁବର୍ଣ୍ଣରେଖା ନଦୀ ଅବବାହିକାରେ ସଦ୍ୟତମ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ସ୍ଥିତି ସମୀକ୍ଷା

ମେଜରଙ୍କ ବାନ୍ଧବୀଙ୍କୁ ଜାମିନ, ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ହୋଇଥିଲେ ଗିରଫ

କଟକ: ମେଜରଙ୍କ ବାନ୍ଧବୀଙ୍କୁ ମିଳିଲା ହାଇକୋର୍ଟରୁ ଜାମିନ l ଗତକାଲି ଶୁଣାଣି ଅସମାପ୍ତ ରଖି ଆଇଓଙ୍କୁ ହାଜର ପାଇଁ ନିର୍ଦ୍ଦେଶ କରିଥିଲେ କୋର୍ଟ l ଆଜି ମାମଲାର ଶୁଣାଣି କରି ଯୁବତୀଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ l ଭରତପୁର ଥାନା ଗଣ୍ଡଗୋଳ ମାମଲାରେ ଉକ୍ତ ଯୁବତୀଙ୍କୁ ଗିରଫ

ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣା: ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ କଲେ ପରିବାର

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଂଚାୟତରେ ଏକ ସ୍ପର୍ଶକାତର ଘଟଣା ଘଟିଛି। ଗ୍ରାମ ଉପକଣ୍ଠରେ ଥିବା ଏକ ଟାୱାର ତଳୁ ଜଣେ ୧୦ ବର୍ଷୀୟା ନାବାଳିକାଙ୍କ ଶବ ଅସଂଯତ ଅବସ୍ଥାରେ ଉଦ୍ଧାର କରାଯାଇଛି। ନାବାଳିକା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକେ

ବାଲେଶ୍ବର ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର: ଆଜି ଆକାଶ ମାର୍ଗରୁ ବାଲେଶ୍ବର ଜିଲ୍ଲାର ବାଲିଆପାଳ ଓ ଭୋଗରାଇର ବନ୍ୟାଞ୍ଚଳ ପରିଦର୍ଶନ ପରେ ସେଠାକାର ସ୍ଥିତି ଉଦବେଗ ଜନକ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲଘୁଚାପ ଜନିତ ବର୍ଷା କରାଣରୁ ୩ଟି ନଦୀରେ ଜଳସ୍ତର ବଢ଼ିଛି । ଫଳରେ ୩ଟି ବ୍ଲକର ୩୫ଟି ଗ୍ରାମପଞ୍ଚାୟତ ବେଶି

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ଆକ୍ରମଣ ଘଟଣା, ଏମ୍ସ ହସ୍ପିଟାଲରେ ଭେଟିଲା ବିଜେଡିର ୫ ଜଣିଆ ପ୍ରତିନିଧି ଦଳ

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲା BJD ଟିମ୍ । ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ମରା ଘଟଣା । ଏମ୍ସ ହସ୍ପିଟାଲରେ ଆହତ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ବିଜେଡିର ୫ ଜଣିଆ ପ୍ରତିନିଧି ଦଳ । ସେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ନାହାନ୍ତି । ଶରୀରରେ ଅନେକ ସ୍ଥାନରେ