Browsing Category

ମନୋରଞ୍ଜନ

ଜମୁଛି ଖଣ୍ଡଗିରିରେ ଯାତ୍ରା: ଅଭିନୟରେ ଦର୍ଶକଙ୍କୁ କନ୍ଦାଉଛନ୍ତି ରାଣୀ

ଭୁବନେଶ୍ବର: ଜମୁଛି ଖଣ୍ଡଗିରିରେ ଯାତ୍ରା। ଜଲଓ୍ଵା ଦେଖାଉଛନ୍ତି ବିଭିନ୍ନ ଅପେରା ପାର୍ଟି । ଧମାଲ କରୁଛନ୍ତି ରାଣୀ ପଣ୍ଡା । ଏଥର ଖଣ୍ଡଗିରିରେ ରାଣୀ ପଣ୍ଡାଙ୍କୁ ଆଇଟମ୍‌ ଡ୍ୟାନ୍ସର ନୁହେଁ ଲିଡ୍‌ ଅଭିନେତ୍ରୀ ଭାବରେ ଦେଖିବାକୁ ମିଳିଛି । ହଟିଛି ଆଇଟମ ଗର୍ଲର ଟାଗ୍‌ । ଅଭିନେତ୍ରୀ ଭାବେ

ଦର୍ଶକଙ୍କ ମନ ମୋହିଲା ନାଟକ : ବାଣ ହରଣ

ବ୍ରହ୍ମପୁର, ତା. ୨୮/୦୧ :ପବିତ୍ର ଓଡ଼ିଶା ନାଟ୍ୟ ଦିବସ ଅବସରରେ କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରରେ ଆୟୋଜିତ ପୌରାଣିକ ନାଟକ ମହୋତ୍ସବ : ୨୦୨୩ର ଦ୍ଵିତୀୟ ରଜନୀରେ ମଞ୍ଚଜ୍ୟୋତି ପ୍ରଯୋଜିତ ନାଟକ ବାଣ

ରାଉରକେଲାରେ ପଞ୍ଚମ ଦିନରେ ସରସ ମେଳା: ଗୁଜରାଟର ସିଦ୍ଧି ଧମାଲ ଏବଂ ଆସାମର ବିହୁ ନୃତ୍ୟରେ ଝୁମିଲେ ଦର୍ଶକ

ସୁନ୍ଦରଗଡ଼/ରାଉରକେଲା,: ରାଉରକେଲା ସହରରେ ଚାଲିଥିବା ‘ସରସ ମେଳା’ ଗୁରୁବାର ପଞ୍ଚମ ଦିନରେ ପହଞ୍ଚିଛି। ହକି ବିଶ୍ୱକପ୍ ଅବସରରେ ଏହି ମେଳା ଆୟୋଜନ କରାଯାଇଥିବାରୁ ପ୍ରତିଦିନ ଏଠାରେ ଲୋକଙ୍କ ଭିଡ଼ ଲାଗୁଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ହାତ ତିଆରି ବିଭିନ୍ନ ସାମଗ୍ରୀ ଏବଂ

ହକି ଉଦଘାଟନୀ ମହୋତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ…

କଟକ : ନବବଧୂ ବେଶରେ କଟକ । ବାରବାଟୀରେ ଚାଲିଛି ହକି ସେଲିବ୍ରେସନ । ଦୁଲୁକୁଛି ଐତିହାସିକ ବାରବାଟି ଷ୍ଟାଡିୟମ । ଖଚାଖଚ ଦର୍ଶକରେ ଭରିଛି ବାରବାଟୀ ଗ୍ୟାଲେରୀ । ତାରକାଙ୍କ ଗୀତ ଓ ନାଚରେ ଝୁମୁଛି କଟକ । ଆରମ୍ଭରୁ ଆଦିବାସୀ ନୃତ୍ୟର ଝଲକ ଦେଖିବାକୁ ମିଳିଥିଲା । ଡେମସା ସାଙ୍ଗକୁ ଡାଲଖାଇ

ରାଉରକେଲାରେ ଜାନୁଆରି ୧୫ରୁ ୨୭ ଯାଏଁ ‘ସରସ ମେଳା

ଟେରାକୋଟା, ଢୋକ୍ରା କାଷ୍ଟିଙ୍ଗ, ହସ୍ତତନ୍ତ, ବେତ ଓ ବାଉଁଶ ସାମଗ୍ରୀ ସହିତ ବିଭିନ୍ନ ପାରମ୍ପରିକ ଖାଦ୍ୟ ସାଜିବ ମୁଖ୍ୟ ଆକର୍ଷଣ ସୁନ୍ଦରଗଡ଼ /ରାଉରକେଲା,: ହକି ବିଶ୍ୱକପ୍ ଅବସରରେ ରାଉରକେଲା ଭଞ୍ଜ ଭବନସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ‘ସରସ ମେଳା’ ଆୟୋଜନ କରାଯିବ। ଜାନୁଆରି ୧୫ରୁ ୨୭

ଓସ୍କାର ଦୌଡ଼ରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଓସ୍କାର ୨୦୨୩ରେ ବେଷ୍ଟ ଫିଲ୍ମ ଓ ବେଷ୍ଟ ଆକ୍ଟର କାଟାଗୋରୀରେ ସାମିଲ ହୋଇଛି ‘ଦ କଶ୍ମୀର ଫାଇଲ୍ସ’ । ଓସ୍କାର ୨୦୨୩ର ଲିଷ୍ଟରେ କାନ୍ତାରା, ଆରଆରଆର, ଆଲିଆ ଭଟ୍ଟଙ୍କ ଅଭିନୀତ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ବି ସର୍ଟଲିଷ୍ଟ ହୋଇଛି । ଏଥିସହ ମାଧବନଙ୍କ ଦ୍ୱାରା ନିର୍ଦ୍ଦେଶିତ

ହକି ବିଶ୍ୱକପ ପାଇଁ ଚାଲିଥିବା ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ : ବିଜୟୀ ଦଳକୁ ଆକର୍ଷଣୀୟ…

ସୁନ୍ଦରଗଡ଼ /ରାଉରକେଲା,: ୭ ଜାନୁଆରି ୨୦୨୩: ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଶେଷ ହୋଇଛି। ଶନିବାର ଦିନ ରାଉରକେଲାର ଭଞ୍ଜ ଭବନଠାରେ ଅନୁଷ୍ଠିତ ଚୂଡ଼ାନ୍ତ ପ୍ରତିଯୋଗିତାରେ ସଫଳ ହୋଇଥିବା ସାଂସ୍କୃତିକ ଦଳଗୁଡ଼ିକୁ ଆକର୍ଷଣୀୟ

ଶିକ୍ଷିତ ସମାଜର ମନୋରଞ୍ଜନ ଲାଗି ଆଦିବାସୀ ସଂସ୍କୃତି ଓ ନିରୀହ ଜନଜାତିକୁ ଉପହସିତ କରି ପ୍ରଶଂସା ସାଉଁଟୁଛି ‘ଦମନ’

ଦମନ ଯଦି ସତ୍ୟ ତେବେ ଏହା କଣ ସରକାରଙ୍କ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ? ଡାକ୍ତରମାନଙ୍କର ରୋଗୀମାନଙ୍କ ଉପରେ ହେଉଥିବା ଅସଲ ଦମନର ନିରାକରଣ କେବେ ?? ମାଲକାନଗିରି : ନିକଟ ଅତୀତରେ ଅର୍ଥାତ୍ ଚଳିତ ନଭେମ୍ବର ୪ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମୁକ୍ତିଲାଭ କରିଥିବା

ଶେଷ ହେଲା କୋଣାର୍କ ମହୋତ୍ସବ: ଶେଷ ସଂଧ୍ୟାରେ ମନ ମୋହିଲା ଓଡ଼ିଶୀ ସହ କୁଚିପୁଡି ନୃତ୍ୟ

ଗୋପ:ଶେଷ ହେଲା କୋଣାର୍କ ମହୋତ୍ସବ । ଶେଷ ସଂଧ୍ୟାରେ ମନ ମୋହିଲା ଓଡ଼ିଶୀ ସହ କୁଚିପୁଡି ନୃତ୍ୟ । ଶେଷ ସଂଧ୍ୟାରେ ଭୁବନେଶ୍ୱରର ନୃତ୍ୟ ନୈବେଦ୍ୟ କଳାକାର ମାନେ ଓଡ଼ିଶୀ ନୃତ୍ୟରେ ମଞ୍ଚସ୍ଥ କରିଥିଲେ ‘ସୂର୍ଯ୍ୟ ବନ୍ଦନା’ । ଓଡ଼ିଶୀ ଉନ୍ଦରେ ନୃତ୍ୟଶିଳ୍ପୀ ମାନେ ଭକ୍ତିମୟ ପରିବେଶ ସୃଷ୍ଟି