Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ହକି ବିଶ୍ବକପ୍: ୨-୧ ଗୋଲ୍ରେ ଜାପାନ୍କୁ ହରାଇଲା କୋରିଆ…
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍ର ଅନ୍ୟ ଏକ ଲିଗ୍ ମ୍ୟାଚ୍ରେ ମଙ୍ଗଳବାର କୋରିଆ ୨-୧ ଗୋଲ୍ରେ ଜାପାନକୁ ହରାଇଛି। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଭୟ ଦଳର ଖେଳାଳି ଭଲ ଖେଳିଛନ୍ତି।
ପ୍ରଥମ କ୍ବାର୍ଟରରେ ଉଭୟ କୋରିଆ ଓ ଜାପାନ ଗୋଲ୍ ଦେଇଥିଲେ।!-->!-->!-->…
ଲାଲ ବାହାଦୁର ଶାସ୍ତ୍ରୀ ଯୁବ ଏବଂ କ୍ରୀଡ଼ା କ୍ଲବ ଆନୁକୂଲ୍ୟରେ ବିଜୟ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ…
ଚିତ୍ରକୋଣ୍ଡା:-(୧୭/୦୧) ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ଥାନୀୟ ଚିତ୍ରକୋଣ୍ଡା ଲାଲ ବାହାଦୁର ଶାସ୍ତ୍ରୀ ୟୁଥ ଏଣ୍ଡ ସ୍ପୋର୍ଟ କ୍ଲବ ଆନୁକୂଲ୍ୟରେ ବିଜୟ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି l ଉକ୍ତ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି!-->…
ହକି ବିଶ୍ବକପ୍: ଭାରତ-ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର, ମ୍ୟାଚ୍ ଡ୍ର
ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ପୁରୁଷ ହକି ବିଶ୍ବକପ୍-୨୦୨୩ର ଦଶମ ମ୍ୟାଚରେ ଆୟୋଜକ ଭାରତକୁ ଇଂଲଣ୍ଡ କଡା ମୁକାବିଲା କରିଛି। ଉଭୟ ଟିମ୍ ଚଳିତ ଟୁର୍ଣ୍ଣାମେଣ୍ଟରେ ନିଜ ନିଜର ଦ୍ବିତୀୟ ମ୍ୟାଚରେ!-->…
ହକି ବିଶ୍ବକପ୍ : କଳିଙ୍ଗରେ କମାଲ କଲା ଜର୍ମାନି, ୩-୦ରେ ଜାପାନକୁ ହରାଇଲା..
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ-୨୦୨୩ର ଅଷ୍ଟମ ମ୍ୟାଚ୍ରେ ଜର୍ମାନି କମାଲ କରିଛି। ଜାପାନ ବିପକ୍ଷରେ ଜର୍ମାନି ୩-୦ ଗୋଲ୍ରେ ବିଜୟୀ ହୋଇଛି। ଜର୍ମାନି ୩୫, ୪୦ ଓ ୪୮ ମିନିଟରେ ଜାପାନକୁ ଗୋଲ ଦେଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି।କଳିଙ୍ଗ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ମ୍ୟାଚରେ!-->…
ସରିଲା ବିଶ୍ଵକପର ପ୍ରଥମ ମ୍ୟାଚ୍: ୧-୦ରେ ଜିତିଲା ଆର୍ଜେଣ୍ଟିନା…
ଭୁବନେଶ୍ୱର: ଶେଷ ହୋଇଛି ବିଶ୍ଵକପର ପ୍ରଥମ ମ୍ୟାଚ୍। ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ଆର୍ଜେଣ୍ଟିନା ଓ ସାଉଥ୍ ଆଫ୍ରିକା ଟିମ୍ ମୁହାଁମୁହିଁ ହୋଇଥିଲେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ରେ ଜିତିଛି। ଉଭୟ ଦଳ ମଧ୍ୟରେ କଡା ଟକର ହେଇଥିଲେ!-->…
ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ହକି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ…
ରାଉରକେଲା : ଆଜିଠୁ ହକି ବିଶ୍ୱକପ୍ ମହାସମର । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ। ସ୍ପେନ ସହ ରହିଛି ପ୍ରଥମ ମୁକାବିଲା। ଭାରତ ହକି ବିଶ୍ୱକପ୍ ଚାମ୍ପିଅନ ହେବାର ସୁଯୋଗ ରହିଛି। ଏହା କହିଛନ୍ତି ଅଧିନାୟକ ହରମନପ୍ରିତ ସିଂ। ଆଜି ସଂଧ୍ୟା!-->…
ରଣଜୀ ଟ୍ରଫିରେ ମହିଳା ଅମ୍ପାୟାର : ଇତିହାସ ରଚିଲେ ରଥି, ଜନନୀ ଓ ଗାୟତ୍ରୀ…
ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ପ୍ରଥମ ଥର ପାଇଁ ମ୍ୟାଚ୍ ପରିଚାଳନା କରିଛନ୍ତି ମହିଳା ଅମ୍ପାୟାର। ଏକ୍ଷେତ୍ରରେ ମଙ୍ଗଳବାର ବ୍ରିନ୍ଦା ରଥି, ଏନ୍ ଜନନୀ ଏବଂ ଭି ଗାୟତ୍ରୀ ଇତିହାସ ରଚିଛନ୍ତି। ବିସିସିଆଇର ପୁରୁଷ ଘରୋଇ ପ୍ରତିଯୋଗିତା ରଣଜୀ ଟ୍ରଫି ମ୍ୟାଚ୍ ପରିଚାଳନା କରିବାରେ ଏହି ତିନି ଜଣ!-->…
ରାଉରକେଲାରେ ହକି ବିଶ୍ୱକପ ଟ୍ରଫିକୁ ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ
ରାଉରକେଲା: ଆସନ୍ତାକାଲି (ଶୁକ୍ରବାର ) ହେବାକୁ ଯାଉଛି ହକି ବିଶ୍ବକପ୍ର ପ୍ରଥମ ମ୍ୟାଚ୍। ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଆଜି ସହରରେ ପହଞ୍ଚିଛି ହକି ବିଶ୍ବକପ୍ ଟ୍ରଫି।
ସକାଳ ସାଢ଼େ ପ୍ରାୟ ସାଢେ ୧୦ଟାରେ ଟ୍ରଫି ପ୍ରଥମେ ବେଦବ୍ୟାସ ମନ୍ଦିରରେ ପହଞ୍ଚିଥିଲା। ପରେ ବେଦବ୍ୟାସ ଆଶ୍ରମ,!-->!-->!-->…
ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବୁଲି ଦେଖିଲେ ଭୁବନେଶ୍ୱର ତପୋବନ ହାଇସ୍କୁଲର ଛାତ୍ରଛାତ୍ରୀ…
ସୁନ୍ଦରଗଡ଼/ରାଉରକେଲା,: ହକି ବିଶ୍ୱକପ୍ ଅବସରରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଭୁବନେଶ୍ୱରସ୍ଥିତ ତପୋବନ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଉରକେଲା ବୁଲି ଆସିଥିଲେ। ସେମାନେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସହ ରାଉରକେଲା ସହରର ବିଭିନ୍ନ ସୌନ୍ଦର୍ଯ୍ୟକରଣ!-->!-->!-->…
ରଙ୍ଗାରଙ୍ଗ ଉତ୍ସବ ମଧ୍ୟରେ ବାରବାଟୀରେ ପୁରୁଷ ହକି ବିଶ୍ୱକପ୍ ଉଦଘାଟିତ…
କଟକ : ଆଜି ଓଡିଶାର ହଜାର ବର୍ଷର କଟକ ସହରର ଐତିହାସିକ ବାରବାଟି ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ରଙ୍ଗାରଙ୍ଗ ଉତ୍ସବ ସହିତ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାର ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ!-->…