Browsing Category

ଖେଳ

ଚେତନ ଶର୍ମାଙ୍କୁ ଚୟନ କମିଟି ମୁଖ୍ୟ ନିଯୁକ୍ତ କଲା ବିସିସିଆଇ, କମିଟିରେ ଓଡ଼ିଶାରୁ ଶିବ ସୁନ୍ଦର ଦାସ

ମୁମ୍ବାଇ : ପୂର୍ବତନ କ୍ରିକେଟିୟର ଚେତନ ଶର୍ମାଙ୍କୁ ଚୟନ କମିଟିର ମୁଖ୍ୟ ନିଯୁକ୍ତ କରିଛି ବିସିସିଆଇ । ବିସିସିଆଇର କ୍ରିକେଟ ପରାମର୍ଶଦାତା କମିଟିର ପରାମର୍ଶକ୍ରମେ ଚେତନଙ୍କୁ ପୁଣି ଥରେ ଏହି ପଦରେ ନିଯୁକ୍ତ କରାଯାଇଛି ।ଏହି ଚୟନ କମିଟିରେ ଓଡ଼ିଶାରୁ ଶିବସୁନ୍ଦର ଦାସ ସ୍ଥାନ ପାଇଛନ୍ତି ।

ଏସିଆ କପ ୨୦୨୩: ଗୋଟିଏ ଗ୍ରୁପ୍‌ରେ ଭାରତ ଓ ପାକିସ୍ତାନ, କ୍ରିକେଟ କ୍ୟାଲେଣ୍ଡର ଜାରି…

ନୂଆଦିଲ୍ଲୀ: ପୁଣିଥରେ ମଲ୍ଟିନେଶନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଏସିଆ କପରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। କାରଣ ଏସିଆ କପର ପ୍ରଥମ

ବିଶ୍ଵ କପ୍ ଜିତିଲେ ପ୍ରତି ଭାରତୀୟ ଖେଳାଳି ପାଇବେ ଏକ କୋଟି ଟଙ୍କା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ରାଉରକେଲା: ସାରା ଓଡିଶା ପାଇଁ ଆଜି ଆନନ୍ଦ ଓ ଉତ୍ସବର ଦିନ। ଖୁସିର ଦିନ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିଅମ, ବିର୍ସା ମୁଣ୍ଡା ହକି ଷ୍ଟାଡିଅମ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ହକିକୁ

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ରାଉରକେଲା: ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମର ବିଶ୍ୱର ସର୍ବବୃହତ୍‌ ହକି ଷ୍ଟାଡିୟମ । ପୁରୁଷ ହକି ବିଶ୍ୱକପ୍‌ର ୨୦ଟି ମ୍ୟାଚ ଏହି ଷ୍ଟାଡିମୟରେ ଖେଳାଯିବ। ଭାରତୀୟ ଟିମ୍‌ର ବିଶ୍ୱକପ୍‌ ଅଭିଯାନ ଏହି ଷ୍ଟାଡିୟମରୁ ଆରମ୍ଭ ହେବ। ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସି ପାରିବେ।

ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ…

ଶେରଗଡ ଦଳ ୪ ଓ୍ବିକେଟରେ ବିଜୟୀହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । କ୍ଳବ ସଭାପତି ସଞ୍ଜୟ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ

ଆସନ୍ତା ୫ରେ ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା : ଆସନ୍ତା ୫ ତାରିଖରେ ଲୋକାର୍ପଣ ହେବ ଅନ୍ତର୍ଜାତୀୟ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତ କରି ହକି ଷ୍ଟାଡିୟମକୁ ଉଦ୍‌ଘାଟନ କରିବେ । ‘ମୋ ବସ୍‌ ସେବା’କୁ ମଧ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସରିଛି ସମସ୍ତ

ଆଇସିସି ପୁରୁଷ ବିଶ୍ୱକପ୍ ୨୦୨୩ ପାଇଁ ୨୦ଖେଳାଳିଙ୍କୁ ବାଛିଲା ବିସିସିଆଇ…

ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଆଇସିସି ପୁରୁଷ ବିଶ୍ୱକପ୍ ୨୦୨୩ ପାଇଁ ୨୦ଖେଳାଳିଙ୍କୁ ତାଲିକାଭୁକ୍ତ କରିଛି। ଏହି ବିଶ୍ବକପ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ବର୍ଷ ଶେଷରେ ପ୍ରଦର୍ଶନୀ ପାଇଁ ଏକ ଶକ୍ତିଶାଳୀ ୧୫ଜଣିଆ ଦଳକୁ ବାଛିବା

କୋରାପୁଟରେ ପୁରୁଷ ହକି ବିଶ୍ଵ କପ ଟ୍ରଫି…

କୋରାପୁଟ: କୋରାପୁଟରେ ପହଞ୍ଚିଲା ପୁରୁଷ ହକି ବିଶ୍ଵ କପ ଟ୍ରଫି। ରାୟଗଡ ଦେଇ ଆସିଥିବା ଟ୍ରଫିକୁ କୋରାପୁଟର ପ୍ରବେଶ ପଥରେ ବିପୁଳ ଭବ୍ୟ ସ୍ୱାଗତ କରାଯାଇଥିଲା । ବାଜା ବାଜେଣା ସହ ଡେମସା ନାଚର ତାଳେ ତାଳେ ଟ୍ରଫିକୁ କୋରାପୁଟ ସହର ପରିକ୍ରମା କରାଯାଇଥିଲା । ଜଗନ୍ନାଥ ମନ୍ଦିର ଛକରେ ସ୍ୱାଗତ

ମୁଁ ଋଷଭ ପନ୍ତ: ଭୟାବହ କାର୍‌ ଦୁର୍ଘଟଣା ପରେ ଉଦ୍ଧାରକାରୀଙ୍କୁ ପରିଚୟ ଦେଇ କହିଲେ ପନ୍ତ…

ନୂଆଦିଲ୍ଲୀ: ଆଜି ବଡ଼ି ଭୋର୍‌ରେ ଦୁର୍ଘଟଣାଗ୍ରସ୍ତ ଜ୍ବଳନ୍ତ କାର୍‌ରୁ ବାହାରି ଆସିବା ପରେ ଉଦ୍ଧାରକାରୀଙ୍କୁ ନିଜ ପରିଚୟ ପ୍ରଦାନ କରିବାକୁ ଭାରତୀୟ ୱିକେଟ୍‌କିପର୍‌ କହିଲେ, ମୁଁ ଋଷଭ ପନ୍ତ। ଉଲ୍ଲେଖଯୋଗ୍ୟ, ସୁଶୀଳ ନାମକ ଜଣେ ବସ୍‌ ଚାଳକ ହିଁ ପ୍ରଥମେ ଦୁର୍ଘଟଣାସ୍ଥଳରେ ପହଞ୍ଚି

ହକି ବିଶ୍ବକପ୍ ଟ୍ରଫିକୁ ଭଞ୍ଜନଗରରେ ବିପୁଳ ସ୍ଵାଗତ…

ଭଞ୍ଜନଗର, ୨୮/୧୨- ପୁରୁଷ ହକି ବିଶ୍ବକପ୍ ୨୦୨୩ ଆସନ୍ତା ଜାନୁଆରୀ ୧୩ ତାରିଖରୁ ଓଡିଶାରେ ଆରମ୍ଭ ହେବାକୁ ହେଉଛି। ଭୁବନେଶ୍ଵର ଏବଂ ରାଉରକେଲାରେ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ମ୍ୟାଚ ହେବ । ଏଥିରେ ୧୬ ଟି ଦେଶ ଭାଗ ନେଉଛନ୍ତି । ଟୁର୍ଣ୍ଣାମେଣ୍ଟ କିଭଳି ସଫଳ ହେବ ସେଥିପାଇଁ ରାଜ୍ଯ ସରକାରଙ୍କ