Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
୫ମ ଟେଷ୍ଟ ପ୍ରଥମ ପାଳି: ଇଂଲଣ୍ଡ ୨୮୪ ରନ୍ରେ ଅଲ୍ଆଉଟ୍, ଭାରତ ୧୩୨ ରନ୍ରେ ଅଗ୍ରଣୀ
ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟ୍ରେ ଭାରତ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ଜାରି ରଖିଛି। ଇଂଲଣ୍ଡକୁ ଟିମ୍ ଇଣ୍ଡିଆ ପ୍ରଥମ ପାଳିରେ ୨୮୪ ରନ୍ରେ ଅଲ୍ଆଉଟ୍ କରିଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍ ନେଇଛନ୍ତି। ସେହିପରି ଜସପ୍ରୀତ ବୁମାରଙ୍କୁ!-->…
କାଲିଠୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍: ବୁମ୍ରା କ୍ୟାପ୍ଟେନ, ପନ୍ତ ଡେପୁଟି
ବର୍ମିଂହାମ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ଥିବା ଟେଷ୍ଟ ସିରିଜ୍ର ଶେଷ ମ୍ୟାଚ୍। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳିବେ ନାହିଁ। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ମ୍ୟାଚ୍ ଖେଳିବାକୁ ଉପଲବ୍ଧ ହେବେ ନାହିଁ। ତାଙ୍କ!-->…
ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଜିତିଲା ଭାରତ, ଦ୍ବିତୀୟ ମ୍ୟାଚରେ ୪ ରନ୍ରେ ହାରିଲା ଆୟର୍ଲାଣ୍ଡ
ଡବଲିନ୍: ଅନଭିଜ୍ଞ ହୋଇଥିଲେ ବି ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼ିଲା ଆୟର୍ଲାଣ୍ଡ। ଶେଷ ଓଭରରୁ ବିଜୟ ପାଇଁ ୧୭ ରନ୍ର ଦରକାର ଥିଲା ବେଳେ ପ୍ରଥମ ତିନି ବଲ୍ରୁ ୯ ରନ୍ ନେଇ ଭାରତ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ନେବାର ଦ୍ବାର ଦେଶରେ ପହଞ୍ଚିଲା। ହେଲେ ମୂଳରୁ ମହଙ୍ଗା ସାବ୍ୟସ୍ତ ହୋଇଥିବା ନବାଗତ ଦ୍ରୁତ!-->…
ଇଂଲଣ୍ଡର ବିଶ୍ବକପ୍ ବିଜୟୀ ଅଧିନାୟକ ଇଅନ ମୋର୍ଗାନ୍ ଙ୍କ ଅବସର
ଲିଡ୍ସ: ଇଂଲଣ୍ଡର ବିଶ୍ବକପ୍ ବିଜୟୀ ଅଧିନାୟକ ଇଅନ ମୋର୍ଗାନ୍ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବେ। ଏଥିନେଇ ମଙ୍ଗଳବାର ଆନୁଷ୍ଠାନିକ ଘୋଷଣା କରିବେ ସେ। ୩୫ ବର୍ଷୀୟ ମୋର୍ଗାନଙ୍କ ନେତୃତ୍ବରେ ଇଂଲଣ୍ଡ ୨୦୧୯ରେ ପ୍ରଥମ ଥର ପାଇଁ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ ଜିତିଥିଲେ। ତାଙ୍କ!-->…
ବିଜୟରୁ ନିଜର ଅଧିନାୟକ କ୍ୟାରିୟର ଆରମ୍ଭ କଲେ ପାଣ୍ଡ୍ୟା, ୭ ୱିକେଟରେ ହାରିଲା ଆୟର୍ଲ୍ୟାଣ୍ଡ
ଡବଲିନ: ପ୍ରଥମ ଥର ପାଇଁ ଟିମ ଇଣ୍ଡିଆର କମାଣ ସମ୍ଭାଳିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଜୟରୁ ନିଜର କ୍ୟାପ୍ଟେନ୍ସି କ୍ୟାରିୟର ଆରମ୍ଭ କରିଛନ୍ତି। ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏଠାରେ ଖେଳା ଯାଉଥିବା ଆୟର୍ଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦କୁ ୭ ୱିକେଟରେ ଜିତି ନେଇଛି। ଏଥିସହ ୨!-->…
ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ମୀନା ସାନ୍ତା
ଉମରକୋଟ: ପ୍ରତିଭା କେବେ ଲୁଚି ରହେନା । ସେ ଉପାନ୍ତ ଅଞ୍ଚଳ ହେଉ ବା ସହରାଞ୍ଚଳ। ଆଉ ନିଜର ସାଧନା ଓ ଚେଷ୍ଟା ବଳରେ ସଫଳତାର ଶୀର୍ଷରେ କେହି ବି ପହଞ୍ଚିପାରେ । ଏପରି ଜଣେ ବ୍ୟକ୍ତିତ୍ଵ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୁର୍ମାହାଣ୍ଡି ଗ୍ରାମର ମୀନା ସାନ୍ତା। ମୀନା!-->…
ରମିଜ ରାଜା ପାକିସ୍ତାନ କ୍ରିକେଟକୁ ବର୍ବାଦ କରିଦେବେ: ପୂର୍ବ କ୍ରିକେଟର
ଇସଲାମାବାଦ: ପାକିସ୍ତାନ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନ୍ ରମିଜ ରାଜା ତାଙ୍କ ବିବୃତିକୁ ନେଇ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିକଟରେ ରମିଜ ରାଜା ଦାବି କରିଥିଲେ ଯେ ତାଙ୍କ ଅଧ୍ୟକ୍ଷତାରେ ପାକିସ୍ତାନୀ କ୍ରିକେଟ୍ ଦଳ ଇତିହାସ!-->…
ଦିନେ ଥିଲେ ଆଇସିସି ଅମ୍ପାୟାର, ଏବେ ବିକୁଛନ୍ତି କପଡ଼ା ଓ ଜୋତା
ଇସଲାମାବାଦ: ସମୟ କେତେବେଳେ କାହାକୁ କେଉଁଠି ଆଣି ଛିଡ଼ା କରିବ, ସେକଥା କେହି ବି ଜାଣି ନାହାନ୍ତି। ଦିନ ଯେଉଁ ବ୍ୟକ୍ତି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଗୁଡ଼ିକର ଅମ୍ପାୟାରିଂ କରୁଥିଲେ, ଆଜି ସେ କପଡ଼ା ଓ ଜୋତା ବିକ୍ରି କରୁଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପାକିସ୍ତାନର ଅଶଦ!-->…
ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ : ବାଜି ମାରିଲେ ବାରକ୍ସ ଫୁଟବଲ କ୍ଲବ…
ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ ନିୟୁଜ
ବ୍ରହ୍ମପୁର : ଚଳିତ ମାସ 8ତାରିଖ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ସ୍ଥାନୀୟ ମେଡିକାଲ ଖେଳ ପଡିଆରେ ଆଜି ଉଦଯାପିତ ହୋଇ ଯାଇଛି ଏହି ଉଛବରେ ମୁଖ୍ୟ ଅତିଥି ରୂପେ ସାଂସଦ ଚନ୍ଦ୍ରଶେଖର ସାହୁ, ସନ୍ନମାନିତ ଅତିଥି ରୂପେ!-->!-->!-->…
ଅଲଟିମେଟ୍ ଖୋ ଖୋ ଲିଗ୍: ଫ୍ରାଞ୍ଚାଇଜ କିଣିବେ ଓଡ଼ିଶା ସରକାର
ଭୁବନେଶ୍ୱର: ଅଲଟିମେଟ୍ ଖୋ ଖୋ ଲିଗ୍ (ୟୁକେକେ)କୁ ପ୍ରୋତ୍ସାହିତ କରିବା ପାଇଁ ଆଗେଇ ଆସିଛନ୍ତି ଓଡ଼ିଶା ସରକାର । ଖୁବ୍ ଶୀଘ୍ର ଏହି ଲିଗ୍ରେ ଓଡ଼ିଶା ଏକ ନୂଆ ଫ୍ରାଞ୍ଚାଇଜ କିଣିବାକୁ ଯାଉଛି । ଏ ବିଷୟରେ ଗୁରୁବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି!-->…