Browsing Category

ଆଞ୍ଚଳିକ

ଡିଜେ ଭାଇରସ କ୍ଲବ ତରଫରୁ ବ୍ଲକସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଉଦଯାପିତ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ମହକୁମା ଗଳିଦାଣ୍ଡ ଠାରେ ଡି.ଜେ ଭାଇରସ କ୍ଲବ ତରଫରୁ ବ୍ଲକ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜନଗର ଥାନା ଅଧିକାରୀ ଶ୍ରୀ ଅଜୟ କୁମାର ଜେନା, ସମ୍ମାନିତ ଅତିଥି ଭାବେ

୧୩ ବର୍ଷ ପରେ ରାୟ ପ୍ରକାଶ : ଦୁର୍ଷ୍କମକାରୀଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା

ହିଞ୍ଜିଳିକାଟୁ : ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ରାୟ ପ୍ରକାଶ ପାଇଛି। ହିଞ୍ଜିଳି ଥାନା ଅଞ୍ଚଳର ଜଣେ ଦୁର୍ଷ୍କମକାରୀଙ୍କୁ ହିଞ୍ଜିଳିକାଟୁ ସବଜର୍ଜ ଅବକାଶ ଚୌଧୁରୀ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ରାୟ ଶୁଣାଇଛନ୍ତି । ଜରିମାନା ଅନାଦେୟ ଅତ୍ୟଧିକ ୧ ବର୍ଷ

ପୂର୍ବ ଶତୃତାକୁ କେନ୍ଦ୍ର କରି ଛୁରୀରେ ଆକ୍ରମଣ, ଜଣେ ଗୁରୁତର : ଆକ୍ରମଣକାରୀ ଗିରଫ, ଛୁରୀ ଜବତ…

ହିଞ୍ଜିଳିକାଟ : ବୁଧବାର ରାତ୍ର ପ୍ରାୟ ସାଢେ ୮ଘଣ୍ଟା ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ରାଜନୈତିକ ଓ ପୂର୍ବ ଶତୃତାକୁ କେନ୍ଦ୍ର କରି ଛୁରୀରେ ଆକ୍ରମଣ ହୋଇଛି । ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତର ଆହତ ଜଣଙ୍କ

ମରୁଡି ଘୋଷଣା ନେ଼ଇ ଚାଷୀଙ୍କ ତହସିଲଦାରଙ୍କୁ ଦାବୀ ପତ୍ର ପ୍ରଦାନ…

ଧରାକୋଟ : ଧରାକୋଟ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମର ରଘୁନାଥ ସ୍ବାମୀ ଫାର୍ମରସ କ୍ଳବ ତରଫରୁ ସରଧାପୁର ପଞ୍ଚାୟତ ଅଧିନସ୍ଥ ହିରାଖଣ୍ଡି, ବରିଗୁଡା, କେ. ରାଜେନ୍ଦ୍ର ପୁର, କୁସରାବ,ଲକ୍ଷ୍ମୀପୁର ପ୍ରଭୃତି ଗ୍ରାମରେ ବର୍ଷା ଅଭାବ ଯୋଗୁଁ ଚାଷୀମାନେ ମରୁଡି ପରିସ୍ଥିିତିର ସମ୍ମୁଖୀନ ହୋଇଛନ୍ତି ।

ଗୋପାଳପୁର ପଞ୍ଚାୟତରେ ମହାଦୁର୍ନୀତି : ଅଙ୍ଗନୱାଡି ଘର ନଥାଇ ପାଣି ପାଇପ୍ ଓ ସାମଗ୍ରୀ ନାଁରେ ଲକ୍ଷାଧିକ ଟଙ୍କା…

ରାଜନଗର : ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କର ବିକାଶ ନିମନ୍ତେ ବ୍ଲକ ଓ ପଞ୍ଚାୟତକୁ କୋଟି କୋଟି ଟଙ୍କା ଯୋଗାଉଛନ୍ତି। ହେଲେ ସରକାରିଦଳର ଛାପା ତଳେ ରହି ଲୋକପ୍ରତିନିଧି ଓ ନେତା ଏବଂ ଅଧିକାରୀମାନେ ଜନସାଧାରଣଙ୍କ ବିକାଶ ବଦଳରେ ଵିନାଶ କରିଚାଲୁଥିବା ଦେଖିବାକୁ

ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର…

ହିଞ୍ଜିଳିକାଟୁ ୩୦/୧୧(): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଦାରୁଭଦ୍ରା ଗ୍ରାମର ଜୈନିକ ଵ୍ୟକ୍ତିଙ୍କ ଘରର ବାରିପଟୁ ଗୁରୁବାର ସକାଳୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ହିଞ୍ଜିଳି ଥାନା ଦାରୁଭଦ୍ରା ଗ୍ରାମର ଜୈନିକ ମହିଳା ଘର ବାରିପଟ ଝାଡୁ କରୁଥିବା

ନବବଧୂଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ…

ହିଞ୍ଜିଳିକାଟୁ : ଗୁରୁବାର ସକାଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତତା ସାନଖେମୁଣ୍ଡି ବ୍ଳକ ଆଡପଡା ଗ୍ରାମର ଜଣେ ନବବଧୂଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ଆଡପଡା ପେଣ୍ଡୁରାଲୁଣ୍ଡି ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ସ୍ତ୍ରୀ ଝିଲି ପ୍ରଧାନ(୨୨) । ପରିବାର ଲୋକେ

ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ…

ହିଞ୍ଜିଳିକାଟୁ (୩୦ା୧୧): ହିଞ୍ଜିଳିକାଟୁ ପୌରାଞ୍ଚଳ ବୃନ୍ଦାବନ ନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କ୍ରୀଡା ପ୍ରତିଯୋଗିତାରେ କ୍ରିକେଟ, କବାଡି, ଖୋଖୋ,

ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଭଲିବଲ ପ୍ରତିଯୋଗୀତାର ଶୁଭାରମ୍ଭ…

ଦାରିଙ୍ଗବାଡି, ୩୦/୧୧ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ସ୍ନାତକ ମହା ବିଦ୍ୟାଳୟରେ ଆଜି ରାଜ୍ୟ ସରକାରଙ୍କ (ଆଇୱାଇଡିପି) ମାଧ୍ୟମରେ ଭଳିବଲ ପ୍ରତିଯୋଗିତାର ଶୁଭ ଉଦ୍ଘାଟନ କରାଯାଇଛି। ମହା ବିଦ୍ୟାଳୟର ସଭାପତି ତଥା ଅବସର ପ୍ରାପ୍ତ ପ୍ରଧାନ

କୁଇସମାଜ ସେବା ସମିତିର ୭୦ତମ ପ୍ରତିଷ୍ଠା ଦିବସ ପାଳିତ…

ଫୁଲବାଣୀ /ଖଜୁରୀପଡ଼ା : କନ୍ଧମାଳ ଜିଲ୍ଲାର କୁଇସମାଜ ସେବା ସମିତି ଫୁଲବାଣୀର ୭୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଖଜୁରୀପଡ଼ା ଆମ୍ବେଦକର କଲେଜ ଛକ ପଡ଼ିଆ ନିକଟରେ ପାଳିତ ହୋଇଯାଇଛି । ଅତିଥିଭାବେ କନ୍ଧମାଳ ଆଦିବାସୀ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକ, କୁମୁଦ ଚନ୍ଦ୍ର