Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଏଣିକି ଲାଗୁ ହେବ ନୂଆ ଏସଓପି
ପୁରୀ: ଶ୍ରୀଜଗନ୍ନାଥଙ୍କ ଚୁଲି ଭଙ୍ଗାଯିବା ପରେ ପ୍ରଶାସନର ଚେତା ପଶିଲା । ଶ୍ରୀମନ୍ଦିର ସୁରକ୍ଷାକୁ ବଢ଼ାଇଛି ପ୍ରଶାସନ । ଶ୍ରୀମନ୍ଦିର କୋଣ ଅନୁକୋଣ ଏଣିକି ସିସିଟିଭି ନଜରରେ ରହିବ । ମୋଟ ୧୩୫ଟି ସିସିଟିଭି ନଜରରେ ରହିବ ପୂରା ମନ୍ଦିର ପ୍ରାଙ୍ଗଣ । ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ!-->…
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କଲେ ବୀର ବିକ୍ରମ ଯାଦବ
ପୁରୀ: ବରିଷ୍ଠ ଆଇଏଏସ ଅଧିକାରୀ ବୀର ବିକ୍ରମ ଯାଦବ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀମନ୍ଦିର ଯାଇ ପ୍ରଥମେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ୧୯୯୬ ବ୍ୟାଚ୍ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ କିଛି ଦିନ ପୂର୍ବରୁ!-->…
ଏପ୍ରିଲ ୯ ତାରିଖରେ ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ
ଭୁବନେଶ୍ବରଁ ଏପ୍ରିଲ ୯ ତାରିଖ ଅପରାହ୍ନ ସାଢେ ୩ଟାରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ । ପାଞ୍ଚ ଦିନର ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ସମସ୍ତ ବିଭାଗ ନିଜ ନିଜର ଦାୟିତ୍ୱ କେମିତି ସୁଚାରୁରୂପେ ତୁଲାଇବେ!-->…
ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କେନ୍ଦ୍ରର ରୋକ୍
ଓଡିଶା ସରକାର ଆଣିଥିବା ଲିଙ୍ଗରାଜ ଅର୍ଡିନାନ୍ସ ବା ଅଧ୍ୟାଦେଶ ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର । ଏପରି ଅଧ୍ୟାଦେଶ ଆମସାର ଆକ୍ଟର ବିରୁଦ୍ଧାଚରଣ । ତେଣୁ ଆପତ୍ତି ଉଠାଇ କେନ୍ଦ୍ର ରୋକ୍ ଲଗାଇଛି । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି । ଏହାପରେ ରାଜଭବନ!-->…
ଚୈତ୍ର ତୃତୀୟ ମଙ୍ଗଳବାର : ଶ୍ୟାମଳାଇ ପୀଠ ଲୋକାରଣ୍ୟ…
ହିଞ୍ଜିଳିକାଟୁ : ଚୈତ୍ର ମାସ ୩ୟ ପାଳି ମଙ୍ଗଳବାର ଉପଲକ୍ଷେ ହିଞ୍ଜିଳିକାଟୁ ବ୍ଳକ ନୂଆଁ ବୁରୁପଡ଼ା ନିକଟସ୍ଥ ଶକ୍ତିପୀଠ ମା ଶ୍ୟାମଳାଇ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋରରୁ ମା’ଙ୍କ ମାର୍ଜଣା, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ମଇଲମ ଓ ସମସ୍ତ ଦେବୀନୀତି ସମାପନ ପରେ!-->…
ମା’ ତାରିଣୀଙ୍କ ୮୬ ତମ ଚଇତି ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ
କେନ୍ଦୁଝର: ଆସୁଛି କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ଚଇତି ପର୍ବ। ଏଥରକ ପାଳିତ ହେବ ମା'ଙ୍କର ୮୬ ତମ ଚଇତି ପର୍ବ। ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ହୋଇଛି ପ୍ରସ୍ତୁତି। ଶାଳ ବଣର ରାଣୀଙ୍କ ବାର୍ଷିକ ଉତ୍ସବ ପାଳନ ପାଇଁ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା!-->…
ନେତ ଉତ୍ସବରେ ନିଲାମ ହେବ ମରିଚି କୁଣ୍ଡ ପାଣି, ଭାଗ ନେବେ ଶତାଧିକ ନିଃସନ୍ତାନ ଦମ୍ପତି
ଭୁବନେଶ୍ୱର,୦୨/୦୪: ଆସନ୍ତା ୮ ତାରିଖରେ ନେତ ଉତ୍ସବ । ଏହି ଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା କରାଯିବ । ରଥ ପ୍ରତିଷ୍ଠା ପାଇଁ କେଦାରଗୌରୀ ପାଖ ମୁକ୍ତେଶ୍ୱର ମନ୍ଦିର ଠାରେ ଥିବା ମରିଚି କୁଣ୍ଡରୁ ପାଣି ଅଣାଯିବ । ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟା ଧୂପ ନୀତି ପରେ ଏହା ରଥ!-->…
ରୁକୁଣା ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ: ସାଢ଼େ ୩ଟାରେ ରଥଟଣା
ଭୁବନେଶ୍ୱର: ରୁକୁଣା ରଥ ଯାତ୍ରା ପାଇଁ ଶ୍ରୀ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଅନୁଷ୍ଠିତ ଏହି ବୈଠକରେ ରଥଟଣାକୁ ନେଇ ସମୟ ଧାର୍ଯ୍ୟ କରାଯାଇଛି । ମାର୍ଚ୍ଚ ୯ ତାରିଖ ଅଶୋକାଷ୍ଟମୀରେ ପୂଜାନୀତି ବିଧିମତେ ସମ୍ପନ୍ନ ହୋଇ ମଧ୍ୟାହ୍ନ!-->…
ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ
ପୁରୀ: ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥ କାଠ । ନୟାଗଡ଼ ବନଖଣ୍ଡ ଅଞ୍ଚଳରୁ ୧୮ ଖଣ୍ଡ ଅସନ ଓ ଧଉରା କାଠ ଆଜି ଆସି ରଥ ଖଳାରେ ପହଞ୍ଚିଛି ।
ତେବେ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ୧୮ ଖଣ୍ଡ ମଧ୍ୟରୁ ୧୨ ଫୁଟର ଅସନ ଓ ଧଉରା ୫ ଖଣ୍ଡ!-->!-->!-->…
ବ୍ରାହ୍ମଣୀ ନଦୀପଠାରେ ୭୦୦ ବର୍ଷ ମନ୍ଦିରର ଧ୍ୱଂସାବଶେଷ
ଢେଙ୍କାନାଳ,୨୩/୩ : ଢେଙ୍କାନାଳ ଜିଲ୍ଲା ତୁମୁସିଂହା ତହସିଲ ଅନ୍ତର୍ଗତ ରାୟନରସିଂହପୁର ଗ୍ରାମ ନିକଟ ବ୍ରାହ୍ମଣୀ ନଦୀପଠାରୁ ପ୍ରାୟ ୭୦୦ବର୍ଷରୁ ଅଧିକ ପୁରାତନ ଏକ ମନ୍ଦିରର ଧ୍ୱଂସାବଶେଷର ସନ୍ଧାନ ମିଳିଛି । ଇଣ୍ଡିଆନ୍ ନ୍ୟାସ୍ନାଲ୍ ଟ୍ରଷ୍ଟ୍ ଫର୍ ଆର୍ଟ ଆଣ୍ଡ କଲଚୁରାଲ୍ ହେରିଟେଜ୍!-->…