Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଦୈନିକ ୧୨ ଘଣ୍ଟା କାମ ସହ ମାଗଣା ଖାଇବା ଆଉ ମିଳିବ ନାହିଁ: ମସ୍କ
ନୂଆଦିଲ୍ଲୀ: ଟେସଲା ସିଇଓ ଏଲୋନ୍ ମସ୍କଙ୍କ ହାତକୁ ଟ୍ୱିଟର ଆସିବା ପରେ ଏବେ ସେ ନୂଆ ନୂଆ ନିଷ୍ପତ୍ତି ନେବାରେ ଲାଗିପଡିଛନ୍ତି | ତେବେ ମସ୍କଙ୍କ ଏହି ସବୁ ନିଷ୍ପତ୍ତି ଏବେ ଏହାର କର୍ମଚାରୀଙ୍କୁ ହରଡ଼ଘଣାରେ ପକାଇଛି | ବର୍ତ୍ତମାନ ଏଲୋନ୍ ମସ୍କ ଏପରି କିଛି ନିର୍ଦ୍ଦେଶ ଦେଇଛନ୍ତି, ଯାହା ଆଗାମୀ!-->…
କୋପ୍୨୭: ଭାରତ ସାହାଯ୍ୟରେ ବଞ୍ଚିବ ଲକ୍ଷ ଲକ୍ଷ ଜୀବନ
ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷତି ହ୍ରାସ କରିବା ପାଇଁ ବିଶ୍ବ ପାଣିପାଗ ବିଜ୍ଞାନ ସଂଗଠନ (ଡବ୍ଲୁଏମ୍ଓ) ସାରା ବିଶ୍ବରେ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ସ୍ଥାପନ କରିବା ପାଇଁ ଏକ ପଞ୍ଚବାର୍ଷିକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ପୂର୍ବ ବର୍ଷର ଜଳବାୟୁ ବୈଠକରେ ଭାରତ ସମର୍ଥିତ!-->…
ଆମେରିକାରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର
ୱାଶିଂଟନ: ଆମେରିକାରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଅରୁଣା ମିଲର। ସେ ପ୍ରଥମ ପ୍ରବାସୀ ନାଗରିକ ଭାବେ ଆମେରିକାର ମେରିଲ୍ୟାଣ୍ଡର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ ହାତେଇଛନ୍ତି। ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ତଥା ପ୍ରଥମ ଏସିଆ ମହାଦେଶର ମୂଳ ମହିଳା ଭାବେ ଏହି ପଦ!-->…
ରାତାରାତି ପୁଲିସ କର୍ମଚାରୀ ମାଲାମାଲ, ଆକାଉଣ୍ଟରେ ଜମା ହେଲା ୧୦୦ ମିଲିଅନ ଟଙ୍କା
ନୂଆଦିଲ୍ଲୀ: ହିନ୍ଦୀ ସିନେମାର ଏକ ଗୀତ ଶୁଣିଥିବେ। ଦେନେୱାଲା ଜଭି ଦେତା ଦେତା ଛପର ଫାଡ଼କେ । ଠିକ୍ ଏମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ହଠାତ୍ ଚମକି ଉଠିଛି। ଜଣେ ସାଧାରଣ ପୁଲିସ କର୍ମଚାରୀ ରାତାରାତି ମାଲାମାଲ ହୋଇଯାଇଛନ୍ତି। ତାଙ୍କ ହାତରେ ଲାଗିଛି ୧୦ କୋଟି ଟଙ୍କା। ଯାହାକୁ କମେଇବା ପାଇଁ!-->…
ୟୁକ୍ରେନ୍ ପାଇଁ ଆମେରିକାର ଯୁଦ୍ଧ ସହାୟତା ପ୍ୟାକେଜ୍
ୱାସିଂଟନ୍: ୟୁକ୍ରେନ୍ ପାଇଁ ଯୁଦ୍ଧ ସହାୟତା ଭାବେ ହାରାହାରି ୪୦୦ ନିୟୁତ ଡଲାର୍ ପ୍ୟାକେଜ୍ରେ ଆମେରିକା ପୁନଃବିକଶିତ ‘ଟି-୭୨’ କମାଣ, ଭୂପୃଷ୍ଟରୁ ଆକଶକୁ ନିକ୍ଷେପ କରାଯାଉଥିବା ‘ହକ୍’ କ୍ଷେପଣାସ୍ତ୍ର, ‘ଫିନିକ୍ସ୍ ଘୋଷ୍ଟ୍ ଡ୍ରୋନ୍ ଆଦି ଅନେକ ଅସ୍ତ୍ରଶସ୍ତ୍ର ରହିଛି ବୋଲି ଶୁକ୍ରବାର!-->…
୪୮ ଘଣ୍ଟା ମଧ୍ୟରେ ସାଉଦି ଆରବ ଉପରେ ଆକ୍ରମଣ କରିପାରେ ଇରାନ
ସାଉଦି ଆରବ : ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇରାନ ସାଉଦି ଆରବ ଉପରେ ଆକ୍ରମଣ କରିପାରେ। ଆମେରିକାର ଏକ ରିପୋର୍ଟ ଅନୁଯାୟୀ ଏଭଳି ଦାବି ହୋଇଛି। ଆମେରିକାର ୩ ଜଣ ଗୁଇନ୍ଦା ଅଧିକାରୀ ଏଭଳି ଦାବି କରିବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ଆମେରିକା ଅଧିକାରୀମାନେ କହିଛନ୍ତି, ଆକ୍ରମଣ!-->…
ଭାରତୀୟମାନେ ପ୍ରତିଭାବାନ୍ ଓ ପରିଶ୍ରମୀ: ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍
ମସ୍କୋ: ଭାରତର ନାଗରିକମାନଙ୍କୁ ପ୍ରତିଭାବାନ୍, କଠିନ ପରିଶ୍ରମୀ ଓ ଉଚ୍ଚାଭିଳାଷୀ କହି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଭାରତର ଭୂୟସୀ ପ୍ରଶଂସା କରିଛନ୍ତି।
ଶୁକ୍ରବାର ଦିନ ରୁଷ୍ର ‘ଏକତା ଦିବସ’ ଅବସରରେ ଉଦ୍ବୋଧନ ଦେବା ସମୟରେ ପୁଟିନ୍ କହିଛନ୍ତି, ବିକାଶ କ୍ଷେତ୍ରରେ!-->!-->!-->…
ଉତ୍ତର କୋରିଆର ୧୮୦ଟି ଯୁଦ୍ଧବିମାନ ଚିହ୍ନଟ କରିବା ପରେ ତୁରନ୍ତ ଲଢୁଆ ଜେଟ୍ ଉଡ଼ାଣ ଆରମ୍ଭ କଲା ଦକ୍ଷିଣ କୋରିଆ
ସିଓଲ୍: ଆଜି ସାମରିକ ସୀମାନ୍ତରେ ୪ ଘଣ୍ଟା କାଳ ଉତ୍ତର କୋରିଆର ୧୮୦ଟି ଯୁଦ୍ଧବିମାନ ଉଡୁଥିବା କଥା ଚିହ୍ନଟ କରିବା ପରେ ଦକ୍ଷିଣ କୋରିଆ ତୁରନ୍ତ ତା’ର ଲଢୁଆ ଜେଟ୍ ଉଡ଼ାଣ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଦକ୍ଷିଣ କୋରିଆ ସେନା କହିଛି, ‘ମିଲିଟାରି!-->…
ଆଜିଠୁ ଟ୍ୱିଟର୍ କର୍ମଚାରୀଙ୍କ ଛଟେଇ, ଅଫିସରେ ତାଲା ପକାଇଲେ ଏଲନ୍ ମସ୍କ!
ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍କୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ କିଣି ସାରିଛନ୍ତି। ଟ୍ୱିଟର୍ କିଣିବା ପରେ ଏବେ ଏହାର କର୍ମଚାରୀଙ୍କୁ କମ୍ କରିବା ପାଇଁ ପ୍ରୟାସ କରିଛନ୍ତି। ଆଜିଠାରୁ କର୍ମଚାରୀଙ୍କ ଛଟେଇ ଆରମ୍ଭ ହୋଇଛି। କର୍ମଚାରୀଙ୍କୁ ମେଲ୍ ଜରିଆରେ ଏନେଇ!-->…
ଇମ୍ରାନ ଖାନ୍ଙ୍କୁ ଗୁଳିମାଡ଼: ବିକ୍ଷୋଭ ପରେ ଲକ୍ଡାଉନ୍ ଲାଗୁ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗୁଳିମାଡ ପରେ ଇସଲାମାବାଦରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି । ଇମ୍ରାନଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜରି ରଖିଛନ୍ତିି। ରାସ୍ତାରେ ଟାୟର ଜାଳି ଲୋକେ ଜୋର ଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।!-->…