Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ନିଉ ମେକ୍ସିକୋରେ ବୁଲାଗାଈଙ୍କୁ ନିପାତ କରିବା ଲାଗି ହେଲିକପ୍ଟର୍ରେ ‘ସୁଟର୍’ ମୁତୟନ କଲା ଆମେରିକା
ନିଉ ମେକ୍ସିକୋ: ବୁଲା ଗାଈଙ୍କୁ ଖୋଜି ଖୋଜି ମାରିବା ଲାଗି ଆଗାମୀ ସପ୍ତାହରେ ଦକ୍ଷିଣପଶ୍ଚିମ ନିଉ ମେକ୍ସିକୋର ବିସ୍ତୃତ ‘ଜିଲା ଅରଣ୍ୟାଞ୍ଚଳ’ ଆକାଶରେ ‘ସୁଟର୍’ (ବନ୍ଧୁକଧାରୀ) ଥିବା ହେଲିକପ୍ଟର୍ ଚକ୍କର୍ କାଟିବ।ଯୁକ୍ତରାଷ୍ଟ୍ର ଆମେରିକାର ‘ଫରେଷ୍ଟ୍ ସର୍ଭିସ୍’ ମ୍ୟାନେଜର୍ମାନେ!-->…
ଗୁଇନ୍ଦା ବେଲୁନ୍ ପରେ ଆଲାସ୍କା ଆକାଶରେ ଉଡୁଥବା ସନ୍ଦିଗ୍ଧ ବସ୍ତୁକୁ ଖସାଇଲା ଆମେରିକା…
ନୂଆଦିଲ୍ଲୀ : ଆକାଶରେ ଆମେରିକାର ଆଉ ଏକ ବଡ଼ ଆକ୍ସନ । ଆକାଶରେ ଉଡୁଥବା ସନ୍ଦିଗ୍ଧ ବସ୍ତୁକୁ ଖସାଇଲା ଆମେରିକା ଫାଇଟର ଜେଟ୍ । ଗତକାଲି କାନାଡା ସୀମା ଆଲାକ୍ସା ନିକଟରେ ଆମେରିକା ଫାଇଟର ଜେଟ୍ ୪୦ ହଜାର ଫୁଟ ଉଚ୍ଚରେ ଉଡୁଥିବା ବସ୍ତୁକୁ ଖସାଇ ଦେଇଛି । ଏହା କେଉଁଠୁ ଆସିଥିଲା ଓ କିଏ!-->…
ତୁର୍କୀ-ସିରିୟା ଭୂକମ୍ପ: ମୃତ୍ୟୁ ସଂଖ୍ୟା ୨୪ ହଜାର ପାର୍
ନୂଆଦିଲ୍ଲୀ : ତୁର୍କୀରେ ବଢୁଛି ଦୁଃଖ । ୨୪ ଟପିଲା ଭୂକମ୍ପ ମୃତ୍ୟୁ । ପାଖାପାଖି ଏକ ଲକ୍ଷ ଲୋକ ଆହତ ହୋଇଛନ୍ତି । ଲକ୍ଷାଧିକ ଲୋକ ବାସହରା ହୋଇଛନ୍ତି । ପଞ୍ଚମ ଦିନରେ ଚାଲିଛି ଅପରେସନ୍ ଆର୍ଥକ୍ୱେକ୍ । ସଂଘର୍ଷ କରୁଛନ୍ତି ଉଦ୍ଧାରକାରୀ ଟିମ୍ । ଧ୍ୱଂସାବଶେଷ ତଳୁ ଉଦ୍ଧାର ହେଉଛି!-->…
ଭାରତୀୟ ଆଇଟି ପ୍ରଫେସନାଲ୍ଙ୍କୁ ଆଶ୍ୱସ୍ତି ଦେଲା ଆମେରିକା; ଏଚ୍-୧ ବି ଭିସା ରିନ୍ୟୁ ପାଇଁ ସ୍ୱଦେଶ ଯିବାକୁ…
ୱାଶିଂଟନ: ଆମେରିକାରେ ଚାକିରି କରୁଥିବା ଭାରତୀୟ ଆଇଟି ପ୍ରଫେସନାଲ୍ଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି ଆମେରିକା । ଆମେରିକା ଏଚ୍-୧ ବି ଏବଂ ଏଲ୍-୧ ଭିସା ଉପରେ ଏକ ପାୟଲଟ୍ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି । ଏହି ପ୍ରୋଜେକ୍ଟ ଅଧିନରେ ଆମେରିକା ଡୋମେଷ୍ଟିକ୍ ଭିସା ରିଭେଲିଡେସନ୍ ଆରମ୍ଭ କରିବ!-->…
ଘଣ୍ଟାକରେ ୟୁକ୍ରେନ୍ ଉପରେ ରୁଷ୍ର ୧୭ ମିସାଇଲ୍ ମାଡ଼
କିଏଭ: ଶୁକ୍ରବାର ରୁଷ୍ ଏକ ଘଣ୍ଟା ମଧ୍ୟରେ ୟୁକ୍ରେନ୍ ଉପରେ ୧୭ ମିସାଇଲ୍ ମାଡ଼ କରିଛି । ଏହି ଆକ୍ରମଣ ସକାଳ ୪ଟା ବେଳେ ୟୁକ୍ରେନ୍ର ଜପୋରିଜିୟା ଅଞ୍ଚଳରେ କରାଯାଇଛି । ଦ କିଏଭ୍ ଇଣ୍ଡିପେଣ୍ଡେଣ୍ଟ୍ ରିପୋର୍ଟ ଅନୁସାରେ ଯୁଦ୍ଧ ଆରମ୍ଭ ପରେ ଏକସଙ୍ଗେ ଏତେ ସଂଖ୍ୟକ ମିସାଇଲ୍ ମାଡ଼ କରାଯିବା ଏହା!-->…
ହିଂସା ପାଇଁ ଆହ୍ବାନ ଦେଉଛନ୍ତି କଶ୍ମୀର ଓ ଖଲିସ୍ତାନୀ ସମର୍ଥକ : ବ୍ରିଟିଶ ଅଧିକାରୀ…
ଲଣ୍ଡନ: ବ୍ରିଟେନରେ କଶ୍ମୀର ଓ ଖଲିସ୍ତାନ ସପକ୍ଷବାଦୀ ଚରମପନ୍ଥୀଙ୍କ ଉପସ୍ଥିତିକୁ ନେଇ ସତର୍କ ହୋଇଉଠିଛନ୍ତି । ବ୍ରିଟିଶ ସରକାରଙ୍କ ଆତଙ୍କବାଦ ନିରୋଧୀ ଯୋଜନାର ସମୀକ୍ଷାରେ ବ୍ରିଟେନରେ ରହୁଥିବା କଶ୍ମୀର ସପକ୍ଷବାଦୀ ମୁସଲମାନ ଓ ଖଲିସ୍ତାନ ସପକ୍ଷବାଦୀ ଦେଶ ପାଇଁ ବିପଦ ଭାବେ ଦର୍ଶାଯାଇଛି ଏବଂ!-->…
ତୁର୍କୀରେ ବିରଳ ପ୍ରକାରର ଭୂମିକମ୍ପ : ୨ ଦିନରେ ୫ଟି ବଡ଼ ଭୂମିକମ୍ପ, ୧୦୦ରୁ ଅଧିକ ମୃଦୁ ଭୂମିକମ୍ପ
ଇସ୍ତାନବୁଲ : ତୁର୍କୀରେ ଯେପରି ଭୂମିକମ୍ପ ହୋଇଛି ତାହା ପୂର୍ବରୁ କେବେ ଦେଖାଯାଇନଥିଲା । ପୂର୍ବରୁ ଅନେକ ବିନାଶକାରୀ ଭୂମିକମ୍ପ ହୋଇଛି, କିନ୍ତୁ ବାରମ୍ବାର ଏତେ ଥର ଭୂମିକମ୍ପ ହେବ ସମଗ୍ର ବିଶ୍ବରେ ବିରଳ ବୋଲି କୁହାଯାଉଛି । କାରଣ ସୋମବାର ଭୋର ୪ଟା ବେଳେ ଆସିଥିବା ୭.୮ ତୀବ୍ରତାର ପ୍ରଥମ!-->…
ଆମେରିକା ଯେଉଁ ଭଳି ଘଟଣା ଘଟାଇଛି ତାହା ଆଦୌ ଗ୍ରହଣୀୟ ନୁହେଁ : ଚୀନ୍…
ନୂଆଦିଲ୍ଲୀ: ଶନିବାର ଦିନ ଦକ୍ଷିଣ କାରୋଲିନା ଉପକୂଳବର୍ତ୍ତୀ ଅଗଭୀର ସମୁଦ୍ର ଉପରେ ଆମେରିକୀୟ ସେନାର ଏକ ଲଢୁଆ ଜେଟ୍ ଗୋଟାଏ ସନ୍ଦିଗ୍ଧ ଚୀନ ‘ସ୍ପାଏ ବେଲୁନ୍’କୁ କ୍ଷେପଣାସ୍ତ୍ର ନିକ୍ଷେପ କରି ଖସାଇ ଦେଇଛି। ଏନେଇ ପେଣ୍ଟାଗନର ଅଧିକାରୀମାନେ ସୂଚନା ଦେଇଛନ୍ତି।ଆମେରିକା ଆକାଶରେ ଦେଖା!-->…
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କ ପରଲୋକ…
ଇସଲାମାବାଦ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରବେଜ ମୁଶାରଫଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ମୁଶାରଫ ରବିବାର ଦୁବାଇର ଏକ ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ମୁଶାରଫଙ୍କ ମୃତଦେହକୁ!-->…
ବିବାଦୀୟ ବିଷୟବସ୍ତୁ ନହଟାଇବାରୁ ଉଇକିପିଡ଼ିଆ ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ…
ଇସଲାମାବାଦ: ଲୋକପ୍ରିୟ ମାଗଣା ଏନସାଇକ୍ଲୋପିଡ଼ିଆ ଉଇକିପିଡ଼ିଆ ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ। ପାକିସ୍ତାନ ଟେଲିକମ୍ୟୁନିକେସନ୍ ଅଥରିଟି (ପିଟିଏ) ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ପିଟିଏର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ଫେବ୍ରୁଆରି ୧ରେ ପିଟିଏ ଏକ ପ୍ରେସ ବିଜ୍ଞପ୍ତି ଜାରି!-->…