Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ସ୍କୁଲରେ ଗୁଳିକାଣ୍ଡ, ୨ଛାତ୍ର ମୃତ…
କାର୍ଲିଫଣ୍ଣିଆ: ଆମେରିକାର କାର୍ଲିଫଣ୍ଣିଆରେ ଲଗାତାର ଗୁଳିକାଣ୍ଡରେ ଜନ ସାଧାରଣ ପ୍ରାଣ ହରାଉଛନ୍ତି । ସେହିପରି ଆଜି ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଗୁଳିକାଣ୍ଡରେ ୨ ଛାତ୍ରାଙ୍କ ମୃତ୍ୟୁ ସହ ଜଣେ ଶିକ୍ଷକ ଗୁରୁତର ଥିବା ସୂଚନା ମିଳିଛି ।!-->…
ଜୀବନ ଓ ମୃତ୍ୟୁ ଭିତରେ ୧୦ ମିନିଟ ଝୁଲି ରହିଥିଲେ ଅନେକ ପର୍ଯ୍ୟଟକ…
ନୂଆଦିଲ୍ଲୀ: ମନୋରଞ୍ଜନ ପାର୍କ ଏକ ମଜାଦାର ସ୍ଥାନ, ଯେଉଁଠାରେ ଲୋକମାନେ ଭରପୂର ଆନନ୍ଦ ନେଇଥାଆନ୍ତି। ଏଠାରେ ବିଭିନ୍ନ ପ୍ରକାର ଦୋଳି ଲାଗିଥାଏ। ସମୟସମୟରେ ଏହି ଦୋଳିକୁ ନେଇ ଅନେକ ଘଟଣା ଓ ଦୁର୍ଘଟଣାର ଖବର ସାମ୍ନାକୁ ଆସିଥାଏ। ଏମିତି କି ଦୋଳିରୁ ଖସି ପଡ଼ି ଅନେକ ଲୋକଙ୍କ ଜୀବନ ଚାଲି!-->…
ଆହୁରି ଭୟଙ୍କର ହେବ ଯୁଦ୍ଧ: ୟୁକ୍ରେନକୁ ପୁଣି ୨୦ ହଜାର କୋଟି ଟଙ୍କାର ସାମରିକ ପ୍ୟାକେଜ୍ ଦେବ ଆମେରିକା
ନୂଆଦିଲ୍ଲୀ : ଆଗକୁ ଆହୁରି ଭୟଙ୍କର ହେବ ଯୁଦ୍ଧ । ୟୁକ୍ରେନକୁ ପୁଣି ସାମରିକ ପ୍ୟାକେଜ୍ ଘୋଷଣା କରିଛି ଆମେରିକା । ୨୦ ହଜାର କୋଟି ଟଙ୍କାର ସାମରିକ ପ୍ୟାକେଜ୍ ଦେବ । ଏଥିରେ ରହିଛି ଷ୍ଟ୍ରାଇକର କମ୍ବାଟ୍ ଭେହିକିଲ୍ । ପ୍ରଥମ ଥର ୟୁକ୍ରେନକୁ ଏହି ଯୁଦ୍ଧାସ୍ତ୍ର ଦେବ ଆମେରିକା ।!-->…
ଇସ୍ତଫା ଦେବେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: ଇସ୍ତଫା ଦେବାକୁ ଘୋଷଣା କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ। ଆସନ୍ତା ମାସରେ ସେ ଇସ୍ତଫା ଦେବେ ବୋଲି ଗୁରୁବାର ଘୋଷଣା କରିଛନ୍ତି।
ଲେବର୍ ପାର୍ଟିର ସଦସ୍ୟମାନଙ୍କ ବୈଠକରେ ସେ କହିଛନ୍ତି, ମୋର ଇସ୍ତଫା ଦେବା ସମୟ ଆସିଯାଇଛି। ଆଉ ଚାରି ବର୍ଷ!-->!-->!-->…
ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିରକୁ ଟାର୍ଗେଟ୍ କଲେ ଖଲିସ୍ତାନୀ, ସପ୍ତାହକ ମଧ୍ୟରେ ୨ୟ ଘଟଣା…
ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନେ କ୍ରମାଗତଭାବେ ହିନ୍ଦୁ ମନ୍ଦିରଗୁଡ଼ିକୁ ଟାର୍ଗେଟ୍ କରିବାରେ ଲାଗିଛନ୍ତି । ସୋମବାରଦିନ କାରମ ଡନସଠାରେ ଥିବା ଶିବବିଷ୍ଣ ମନ୍ଦିରରେ ଖଲିସ୍ତାନୀ ସମର୍ଥକମାନେ ଭଙ୍ଗାରୁଜା କରିବା ସହ ହିନ୍ଦୁ ବିରୋଧୀ ସ୍ଲୋଗାନ ଲେଖିଥିଲେ । ଗତ ଏକ!-->…
୭.୨ ତୀବ୍ରତା ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ, ସୁନାମୀ ଆଲର୍ଟ
ଜାକର୍ତା: ପୁଣି ଭୟଙ୍କର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ମାଲୁକୁ ଦ୍ୱୀପ ନିକଟ ସମୁଦ୍ର ଭିତରେ ଭୂମିକମ୍ପ ହୋଇଥିବା ଯୋଗୁ ସୁନାମୀ ଆଲର୍ଟ ଜାରି ହୋଇଛି।ପୂର୍ବାଞ୍ଚଳ ଇଣ୍ଡୋନେସିଆର ଉତ୍ତରପଶ୍ଚିମରେ ଅବସ୍ଥିତ ହାଲ୍ମାହେରା!-->…
ପାକିସ୍ତାନ ଶିକ୍ଷା ପାଇ ସାରିଛି; ଭାରତ ସହ ଆଲୋଚନା ପାଇଁ ଶରିଫଙ୍କ ପ୍ରସ୍ତାବ…
ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ କରୁଥିବା ପାକିସ୍ତାନ ଏବେ ଭାରତ ସହ ମୁକ୍ତ ଓ ସ୍ୱଚ୍ଛ ଆଲୋଚନା କରିବାକୁ ଚାହୁଁଛି। ପୂର୍ବ ଭୁଲରୁ ପାକିସ୍ତାନ ଉଚିତ ଶିକ୍ଷା ପାଇ ସାରିଛି। ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗରେ ପାକିସ୍ତାନ ଆଲୋଚନା!-->…
ଇମ୍ରାନ୍ ଖାନଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଆଉ ୩ ଗିରଫ…
ଇସଲାମାବାଦ: ଗତ ବର୍ଷ ଏକ ରାଲିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ମାମଲାରେ ପୁଲିସ ଆଉ ୩ ଜଣଙ୍କୁ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ପିଏମଏଲ-ଏନର କାର୍ଯ୍ୟକର୍ତ୍ତା ମୁଦାସର ନାଜିର ଏବଂ ଅହସାନ ଅଲି।!-->…
କ୍ୟାନସରମୁକ୍ତ ହେଲେ ଆମେରିକାର ଫାଷ୍ଟ ଲେଡି…
ୱାଶିଂଟନ: କ୍ୟାନସରମୁକ୍ତ ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ଫାଷ୍ଟ ଲେଡି। ଗତକାଲି ୱାଶିଂଟନର ୱାଲ୍ଟର ରିଡ ମିଲିଟାରୀ ହସ୍ପିଟାଲରେ ତାଙ୍କ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି।ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ପତ୍ନୀ ତଥା ଦେଶର ଫାଷ୍ଟ ଲେଡି ଜିଲ ବାଇଡେନ ତ୍ୱଚା!-->…
ଅଷ୍ଟ୍ରେଲିଆର ହିନ୍ଦୁ ମନ୍ଦିର ଉପରେ ଖଲିସ୍ଥାନ ସମର୍ଥକଙ୍କ ଆକ୍ରମଣ …
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଥିବା ଏକ ହିନ୍ଦୁ ମନ୍ଦିର ବାପ୍ସ ସ୍ୱାମୀ ନାରାୟଣ ଉପରେ ଆକ୍ରମଣ ହୋଇଛି। ଖଲିସ୍ତାନ ସମର୍ଥକମାନେ ହିଁ ଏହି ମନ୍ଦିର ଉପରେ ଆକ୍ରମଣ କରିଥିବା ଜଣାପଡିଛି। ଖାଲି ସେତିକି ନୁହେଁ ବିଦେଶରେ ଭାରତକୁ ମଧ୍ୟ ଅପମାନିତ କରାଯାଇଛି। ଏହି ମନ୍ଦିରର କାନ୍ଥରେ!-->…