Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଜଳୁଛି ୟୁକ୍ରେନ : ୨୪ ଘଣ୍ଟାରେ ୬୦ଟି କ୍ଷେପଣାସ୍ତ୍ର ମାଡ଼, ୧୫ ଥର ଏୟାରଷ୍ଟ୍ରାଇକ କଲା ରୁଷ
କିବ୍ : ୟୁକ୍ରେନ ଉପରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଚାଲିଛି ରୁଷ୍ । ଏହା ଫଳରେ ରାଜଧାନୀ କିବ୍ ସମେତ ଅନ୍ୟାନ୍ୟ ସହରରେ ବ୍ୟାପକ କ୍ଷୟକ୍ଷତି ହେବାରେ ଲାଗିଛି ।ୟୁକ୍ରେନର ପ୍ରମୁଖ ସମ୍ବାଦ ସରବରାହ ସଂସ୍ଥା ୟୁକ୍ରିନଫର୍ମ ପକ୍ଷରୁ କୁହାଯାଇଛି ଯେ ଗତ ୨୪ ଘଣ୍ଟାରେ ୟୁକ୍ରେନ ଉପରେ ରୁଷ!-->…
ଟ୍ବିଟର ବ୍ଲୁଟିକ୍ ପାଇଁ ଦର ମୂଲଚାଲ କରୁଛନ୍ତି ମସ୍କ୍ : ୨୦ ନହେଉ ପଛେ ୮ ଡଲାର ଦିଅ !
ନୂଆଦିଲ୍ଲୀ : ବିଶ୍ବର ନଂ୧ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦ୍ବାରା ଟ୍ବିଟର ଅଧିଗ୍ରହଣ ପରେ ଏହି ସୋସିଆଲ ମିଡିଆ କମ୍ପାନିର ମ୍ୟାନେଜମେଣ୍ଟ ଓ କାର୍ଯ୍ୟକାରିତାରେ ବ୍ୟାପକ ପରିବର୍ତ୍ତନ କରିବାରେ ଲାଗିଛନ୍ତି । କମ୍ପାନିର ରାଜସ୍ବ ବଢାଇବାକୁ ସେ ବ୍ଲୁଟିକ ପାଇଁ ୟୁଜରମାନଙ୍କଠାରୁ ମାସିକ ୨୦!-->!-->!-->…
ଭାରତ ଓ ଚୀନ୍ ପରସ୍ପରର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଉଚିତ: ଚୀନା ରାଷ୍ଟ୍ରଦୂତ
ନୂଆଦିଲ୍ଲୀ: ଭାରତ ଓ ଚୀନ୍ ପରସ୍ପରର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ଉଚିତ ବୋଲି ମଙ୍ଗଳବାର ଦିନ ବିଦାୟୀ ଭାଷଣରେ ଭାରତସ୍ଥିତ ଚୀନା ରାଷ୍ଟ୍ରଦୂତ ସୁନ୍ ୱେଇଡୋଙ୍ଗ୍ କହିଛନ୍ତି।
ତିନି ବର୍ଷ ଧରି ଭାରତରେ ଚୀନ୍ର ରାଷ୍ଟ୍ରଦୂତ ଥିବା ସୁନ୍ଙ୍କ କାର୍ଯ୍ୟକାଳ ଗତକାଲି!-->!-->!-->…
ସୁନକ ସରକାରରେ ଏଣ୍ଟ୍ରି କଲେ ସୁଏଲା, ୬ ଦିନ ତଳେ ଦେଇଥିଲେ ଇସ୍ତଫା
ଲଣ୍ଡନ: ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକ ଦାୟିତ୍ୱ ନେବା ପରେ ଆଉ ଜଣେ ଭାରତୀୟ ବଂଶୋଭବ ସାଂସଦ ତାଙ୍କ ସରକାରରେ ପ୍ରବେଶ କରିଛନ୍ତି। କଞ୍ଜରଭେଟିଭ ପାର୍ଟିର ସାଂସଦ ସୁଏଲା ବ୍ରାବରମନଙ୍କୁ ସୁନକଙ୍କ କ୍ୟାବିନେଟରେ ବ୍ରିଟେନର ଗୃହ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଛି। ଲିଜ୍!-->…
ରୁଷର ଓସା ମିସାଇଲ ସିଷ୍ଟମ ଧ୍ବଂସ କଲା ୟୁକ୍ରେନ, ୪୦ ରୁଷ ସୈନ୍ୟ ମୃତ
କିବ୍ : ୟୁକ୍ରେନ ଉପରେ ରୁଷ ପ୍ରବଳ ଆକ୍ରମଣ ଚଳାଇଥିବାବେଳେ ୟୁକ୍ରେନ ସେନା ବି ତାହାର କଡ଼ା ଜବାବ ଦେଇଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନର ସଶସ୍ତ୍ର ବାହିନୀର କ୍ଷେପଣାସ୍ତ୍ର ଏବଂ ଆର୍ଟିଲିରୀ ୟୁନିଟ୍ ଦକ୍ଷିଣ ଦିଗରେ ଶତ୍ରୁ ସ୍ଥିତିକୁ ଲକ୍ଷ୍ୟ କରି ୨୪୬ ଟି ରକେଟ୍ ନିକ୍ଷେପ କରିଛି ।!-->…
ଦେଶବାସୀଙ୍କୁ ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସମ୍ବୋଧନ: ‘ଆମେ ମିଳିତ ଭାବେ ଅବିଶ୍ୱସନୀୟ ଲକ୍ଷ୍ୟ…
ଇଂଲଣ୍ଡ: ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ୧୦ ଡାଉନିଂ ଷ୍ଟ୍ରିଟରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଥମ ଅଭିଭାଷଣ ରଖିଛନ୍ତି ଋଷି ସୁନକ। ସେ କହିଛନ୍ତି, ‘ମୁଁ ମୋର ପୂର୍ବବର୍ତ୍ତୀ ଲିଜ୍ ଟ୍ରସ୍ଙ୍କୁ ପ୍ରଶଂସା କରିବାକୁ ଚାହୁଁଛି। ସେ ଏହି ଦେଶର ଅଭିବୃଦ୍ଧିରେ ଉନ୍ନତି ଆଣିବାକୁ!-->…
ହ୍ୱାଇଟ୍ ହାଉସରେ ଦୀପାବଳି
ୱାଶିଂଟନ୍: ଆମେରିକାର ହ୍ୱାଇଟ୍ ହାଉସ୍ରେ ଫୁଟିଲା ବାଣ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ୍ ବାଣ ଫୁଟାଇ ଦୀପାବଳି ପାଳନ କରିଛନ୍ତି। କେବଳ ସେତିକି ନୁହେଁ ଦୀପ ଜାଳି ଜୋ ବାଇଡେନ୍ ୨୦୦ ଲୋକଙ୍କ ସହ ବଡ ଧରଣରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ଯାହାର!-->…
ବ୍ରିଟେନରେ ଆରମ୍ଭ ହେଲା ଋଷିଙ୍କ ଶାସନ
ଲଣ୍ଡନ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ଋଷି ସୁନକ। ଆଜି ତାଙ୍କୁ ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ବକିଂହାମ ପ୍ୟାଲେସ୍ରେ ଆଜି ସୁନକ ରାଜା ଚାର୍ଲସ!-->…
ଚୀନ୍ରେ ତୃତୀୟ ଥର ପାଇଁ ଆରମ୍ଭ ହେଲା ଜିନ୍ପିଙ୍ଗ ଯୁଗ
ବେଜିଂ: ହ୍ୟାଟ୍ରିକ୍ ମାରିଲେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ। ଚୀନ୍ରେ ତୃତୀୟ ଥର ପାଇଁ ଆରମ୍ଭ ହେଲା ଜିନ୍ପିଙ୍ଗ ଯୁଗ। ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ତୃତୀୟ ଥର କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଆଗାମୀ ୫ ବର୍ଷ ପାଇଁ ସେ ଏହି ଦାୟିତ୍ୱ!-->…
ସୁନକଙ୍କୁ ୧୦୦ ସାଂସଦଙ୍କ ସମର୍ଥନ
ଲଣ୍ଡନ:ବ୍ରିଟେନ୍ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଲିଜ୍ ଟ୍ରସ୍ ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ରୁଷି ସୁନକ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି। ଗତଥର ବିଫଳ ହୋଇଥିବା ରୁଷିଙ୍କୁ ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ହିଁ ସଫଳତା ହାସଲ ହୋଇଛି। ତାଙ୍କୁ ମିିଳିଛି ମ୍ୟାଜିକ୍!-->…