Browsing Category

ବିଦେଶ

ୟୁକ୍ରେନ ଉପରେ ଆକ୍ରମଣ କରିବ ବେଲାରୁଷ!

ମସ୍କୋ: ୟୁକ୍ରେନ ସହ ରୁଷ କରୁଥିବା ଯୁଦ୍ଧ ଏବେ ନିର୍ଣ୍ଣାୟକ ମୋଡରେ ପହଞ୍ଚି ଯାଇଛି। ୮ ମାସ ହେଲା ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ୟ ଏଯାଏ ବିଜୟ ହାସଲ କରିପାରି ନାହିଁ। ଏସବୁ ଭିତରେ ରୁଷକୁ ସହଯୋଗର ହାତ ବଢ଼ାଇଛି ବେଲାରୁଷ। ୟୁକ୍ରେନର ପଡ଼ୋଶୀ

ଫେସବୁକର ମୂଳ କମ୍ପାନୀ ମେଟା ଏବେ ରୁଷରେ ଆତଙ୍କବାଦୀ ସଂଗଠନ

ମସ୍କୋ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ଆଜି ବଡ଼ ପଦକ୍ଷେପ ଗ୍ରହଣ କରିଛି। ଆମେରିକାର ଟେକ୍‌ କମ୍ପାନୀ ତଥା ଫେସବୁକ ଓ ଇନଷ୍ଟାଗ୍ରାମର ମୂଳ ସଂସ୍ଥା ମେଟାକୁ ଆଜି ରୁଷ ସରକାର ଆତଙ୍କବାଦୀ ଓ ବିଦ୍ରୋହୀ ସଂଗଠନ ତାଲିକାରେ ସାମିଲ କରିଛନ୍ତି। ଫେଡରାଲ ସର୍ଭିସ ଫର ଫାଇନାନ୍ସିଆଲ ମନିଟରିଂର

ୟୁକ୍ରେନକୁ ବଡ଼ ହମଲାର ଧମକ ଦେଲେ ପୁଟିନ

ମସ୍କୋ: ୟୁକ୍ରେନର ରାଜଧାନୀ କିଭ୍‌ ସମେତ ଏକାଧିକ ସ୍ଥାନରେ ଆଜି ରୁଷ ପକ୍ଷରୁ ପ୍ରଚଣ୍ଡ ହମଲା କରାଯାଇଛି। ୭୦ରୁ ଅଧିକ ମିଶାଇଲ ରୁଷ ମାଡ଼ କରିବା ପରେ ୟୁକ୍ରେନ ସ୍ଥିତି ବେହାଲ ହୋଇଛି। ଏଥିରେ ଏଯାଏ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଇରାନରୁ ଆଣିଥିବା ଡ୍ରୋନ ଠାରୁ

ପୃଥିବୀପୃଷ୍ଠରୁ ୟୁକ୍ରେନକୁ ନିଶ୍ଚିହ୍ନ କରିବାକୁ ଚାହୁଁଛି ରୁଷ: ଜେଲେନସ୍କି

ନୂଆଦିଲ୍ଲୀ: ଆଜି ସକାଳେ ରୁଷ ତାର ପୁଣି ଉଗ୍ର ରୂପ ଦେଖାଇଛି। ୟୁକ୍ରେନ୍‌ ଆକାଶରେ ରୁଷ କ୍ଷେପଣାସ୍ତ୍ର ଛାଇ ହୋଇଯାଥିବା ବେଳେ ଘନ ଘନ ମିଶାଇଲ ମାଡ଼ ହେଉଛି। ଅତ୍ୟନ୍ତ ବର୍ବର ଓ ଅମାନୁଷିକ ଭାବେ ଆକ୍ରମଣ ଜାରି ରଖିଥିବା ରୁଷକୁ କଡ଼ା ନିନ୍ଦା କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍‌

ଘେରାବନ୍ଦୀ କରି କିଭ୍ ଉପରେ ଘନ ଘନ ମିଶାଇଲ ମାଡ଼ କରୁଛି ରୁଷ

କିଭ୍‌: ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନି। ଇତିମଧ୍ୟରେ ଆକ୍ରମଣକାରୀ ରୁଷ ଗୋଟାଏ ପରେ ଗୋଟାଏ ଅଞ୍ଚଳକୁ ଦଖଲ କରି ରାଜଧାନୀ କିଭ୍‌ରେ ପହଞ୍ଚିସାରିଛି। ଏବେ କିଭରେ ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରୁଛି ରୁଷ ସେନା। ଅତି ଭୟଙ୍କର ଓ ବିଧ୍ୱଂସକାରୀ ମିଶାଇଲ ମାଡ଼

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ

ନୂଆଦିଲ୍ଲୀ: ଆଜି ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଏହି ଅବସରରେ ୩ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବେ ଏହି ନୋବେଲ ପୁରସ୍କାର ମିଳିବା ନେଇ ମୋହର ବାଜିଛି। ସେମାନେ ହେଲେ ବେନ୍ ବେର୍ଣ୍ଣାଙ୍କେ, ଡଗଲାସ୍ ଡାଇମଣ୍ଡ ଓ ଫିଲିପ୍ ଡିଭିଗ୍‌ । ବ୍ୟାଙ୍କ ଓ ଆର୍ଥିକ ସଂକଟ ବିଷୟରେ

ମୁକୁଳିଛନ୍ତି ମିଆଁମାରରେ ପଣବନ୍ଦୀ ଥିବା ପ୍ରାୟ ୮ ଶହ ଭାରତୀୟ ଆଇଟି କର୍ମଚାରୀ

ନୂଆଦିଲ୍ଲୀ : ମିଆଁମାରରେ ପଣବନ୍ଦୀ ଥିବା ପ୍ରାୟ ୮ ଶହ ଭାରତୀୟ ଆଇଟି କର୍ମଚାରୀ ଏବେ ମୁକୁଳି ଛନ୍ତି ଏବଂ ପର୍ଯ୍ୟାୟକ୍ରମେ ଭାରତ ଫେରୁଛନ୍ତି। ତାମିଲନାଡ଼ୁ ମନ୍ତ୍ରୀ କେଏସ୍‌ ମସ୍ଥାନ ଗତ ମଙ୍ଗଳବାର ଦିନ ଚେନ୍ନାଇରେ ମିଆଁମାରରୁ ଫେରିଥିବା କିଛି ଭାରତୀୟଙ୍କୁ ସ୍ବାଗତ କରିଥିଲେ। ସେମାନେ ଆଇଟି

୭୦ତମ ଜନ୍ମଦିନରେ ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ମିଳିଲା ଟ୍ରାକ୍ଟର୍ ଉପହାର

ମସ୍କୋ: ୭୦ତମ ଜନ୍ମଦିନ ଉପଲକ୍ଷେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ବେଲାରୁଷୀୟ ରାଷ୍ଟ୍ରପତି ଗୋଟାଏ ଟ୍ରାକ୍ଟର୍‌ ଉପହାର ଦେଇଛନ୍ତି। ୟୁକ୍ରେନ୍‌ରେ ଯୁଦ୍ଧ ପାଇଁ ଦେଶବାସୀଙ୍କ ତୀବ୍ର ସମାଲୋଚନାର ସରବ୍ୟ ହୋଇଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଶୁକ୍ରବାର ଦିନ

ଅସୁସ୍ଥତା ଯୋଗୁଁ ଯୁବତୀଙ୍କ ମୃତ୍ୟୁ ହୋଇଥିଲା : ଇରାନ ସରକାର

ତେହେରାନ : ଠିକ ଭାବରେ ହିଜାବ ପିନ୍ଧିନଥିବାରୁ ଗତ ସେପ୍ଟେମ୍ବର ମାସରେ ଇରାନର ଧାର୍ମିକ ବ୍ୟାପାର ପୁଲିସ ମାଡ଼ରେ ମାସା ଅମିନି ନାମକ ଯୁବତୀ ମୃତ୍ୟୁବରଣ କରିଥିବା ମାମଲା ଏକ ନୂଆ ମୋଡ଼ ନେଇଛି । ଇରାନ ସରକାର କହିଛନ୍ତି ଯେ ପୁଲିସ ମାଡ଼ ନୁହେଁ, ଅସୁସ୍ଥତା ଯୋଗୁଁ ଯୁବତୀଙ୍କ ମୃତ୍ୟୁ ହୋଇଛି

ପରମାଣୁ ଆକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ୟୁକ୍ରେନ, ଆମେରିକା

କିବ୍ : ୟୁକ୍ରେନ-ରୁଷ ଯୁଦ୍ଧ ଗତ କିଛି ଦିନ ହେଲା ନାଟକୀୟ ମୋଡ଼ ନେବାରେ ଲାଗିଛି । ଅଧିକୃତ ଅଂଚଳରେ ରୁଷ ସେନାର କବଜା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବାବେଳେ ୟୁକ୍ରେନ ସେନାର ସ୍ଥିତି ସୁଦୃଢ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବାରମ୍ବାର ପରମାଣୁ ଆକ୍ରମଣ ଧମକ ଦେଉଛନ୍ତି ରୁଷ