Browsing Category

ବିଦେଶ

ଜନ୍ମାଷ୍ଟମୀ ପୂଜା ପରେ ଲଣ୍ଡନରେ ଗୋ ପୂଜା କଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ସାମିଲ ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ। ସେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ‌ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଲଣ୍ଡନରେ ଥାଇ ବି ସେ ଭାରତୀୟ ପ୍ରଥା ଆପଣାଇଥିବା ଦେଖିବାକୁ ମିଳିଛି।

ଚାଇନାରେ ରେକର୍ଡ ଭାଙ୍ଗିଲା ତାପମାତ୍ରା, ରେଡ୍‌ ଆଲର୍ଟ ଜାରି

ବେଜିଂ: ଚାଇନାରେ ରେକର୍ଡ ଭାଙ୍ଗିଛି ତାପମାତ୍ରା। ଏନେଇ ଦେଶରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏହି ଚେତାବନୀ ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି। ଦେଶର ଗାନସୁ, ଶାନସି, ହେନାନ, ଅନ୍‌ହୁଇ ଏବଂ ଅନ୍ୟାନ୍ୟ କେତେକ ଅଞ୍ଚଳରେ ଅଧିକ ତାପମାତ୍ରା ଅନୁଭୂତ ହେବ ବୋଲି ଚାଇନାର ଜାତୀୟ

ଇମ୍ରାନ ଖାନଙ୍କ ଖବର ପ୍ରସାରଣରେ ରୋକ୍ ଲଗାଇଲେ ପାକିସ୍ତାନ ସରକାର

ପାକିସ୍ତାନରେ କ୍ରମାଗତ ଭାବେ ଦିନକୁ ଦିନ ବୃଦ୍ଧି ପାଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା । ଶାହାବାଜ ସରକାରଙ୍କ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି। ସୂଚନାମିଳିଛି ଯେ ପାକିସ୍ତାନ ସରକାର ଇମ୍ରାନଙ୍କ ଖବରକୁ

୧୦ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ୧୦ ଲକ୍ଷରୁ ଅଧିକ ଟଙ୍କା, ଅଫର ଦେଲେ ପୁଟିନ୍

ମସ୍କୋ:୧୦ରୁ ଅଧିକ ଛୁଆ ଜନ୍ମ କଲେ ମିଳିବ ଅର୍ଥ ପୁରସ୍କାର। ଅଳ୍ପସ୍ୱଳ୍ପ ନୁହଁ ମୋଟା ଅଙ୍କର ମିଳିବ ଅର୍ଥ। ରୁଷର ମହିଳାମାନଙ୍କୁ ଏମିତି କିଛି ଲୋଭନୀୟ ଅଫର ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ରୁଷରେ ଜନସଂଖ୍ୟା ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ରାଷ୍ଟ୍ରପତି

୪ ଦେଶର ୧୨ ଗାୟକ ଗାଇଲେ ଗାଇଲେ ଜାତୀୟ ସଂଗୀତ ‘ଜନ ଗଣ ମନ’… ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ଭାରତ ଗତ ସୋମବାର ନିଜର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିସାରିଛି । ଏହି ଅବସରରେ ସାରା ଦେଶରେ ବହୁ ଉତ୍ସାହ ଓ ଉତ୍ସବ ଦେଖିବାକୁ ମିଳିଥିଲା । ଏହି ଅବସରରେ ଦେଶବାସୀ ଜାତୀୟ ସଂଗୀତ ଗାନ କରି ତ୍ରିରଙ୍ଗା ଉଡାଇ ଏହାକୁ ପାଳନ କରିଥିଲେ। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ

ଛୁରାମାଡ଼ର ଶିକାର ହେବା ପରେ ଭେଣ୍ଟିଲେଟରରେ ସଲମାନ ରୁଶଦି, ଆଖି ପ୍ରତି ବିପଦ!

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କରେ ଅନ୍ତର୍ଜାତୀୟ ଇଂରାଜୀ ସାହିତ୍ୟର ଜଣାଶୁଣା ଲେଖକ ସଲମାନ ରୁଶଦିଙ୍କୁ ଏକ କାର୍ଯ୍ୟକ୍ରମ ସମୟରେ ଶୁକ୍ରବାର ଛୁରାମାଡ଼ ହୋଇଛି । ସଲମାନ ରୁଶଦିଙ୍କୁ ନ୍ୟୁୟର୍କର ଏକ ହସ୍‌ପିଟାଲର ଭେଣ୍ଟିଲେଟରରେ ରଖାଯାଇଛି । ସର୍ଜରୀ ପରେ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇପାରେ

ପାରିବାରିକ ବିବାଦରୁ ୧୧ଜଣଙ୍କୁ ଗୁଳି କରି ହତ୍ୟା

ବେଲଗ୍ରେଡ: ସର୍ବିଆର ମୋଣ୍ଟେଗ୍ରୋ ରାଜ୍ୟରେ ଏକ ଅଭାବନୀୟ ଘଟଣା ଘଟିଛି। ସେଟିଞ୍ଜେ ସହରରେ ପାରିବାରିକ ବିବାଦରୁ ଜଣେ ବନ୍ଧୁକଧାରୀ ୧୧ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ସେଠାକାର ଷ୍ଟେଟ ପ୍ରୋସିକ୍ୟୁଟର ପହଞ୍ଚି ୯ଜଣଙ୍କ ମୃତଦେହ ସହିତ ୨ ଗୁରୁତରଙ୍କୁ

ବିଜୁଳି ବିଲ୍ କମାଇବାକୁ ପ୍ରତିଶ୍ରୁତି ଦେଲେ ଋଷି ସୁନକ

ଲଣ୍ଡନ୍‌: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପୂର୍ବତନ ବ୍ରିଟିଶ ଅର୍ଥମନ୍ତ୍ରୀ ଋଷି ସୁନକ ଗୁରୁବାର ଦିନ ଦେଶର ପରିବାର ପାଇଁ ବଢୁଥିବା ଖର୍ଚ୍ଚର ମୁକାବିଲା ପାଇଁ ବିଜୁଳି ବିଲ୍‌ ହ୍ରାସ ସମେତ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି।ସେ କହିଛନ୍ତି ଯେ

ଧୂମକେତୁ ଓ ମହାକାଶ ଯାନ ମଧ୍ୟରେ ଧକ୍କା କରାଇବ ନାସା

ନ୍ୟୁୟର୍କ : ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏକ ଅଭିନବ ଗବେଷଣା କରିବାକୁ ଯାଉଛି । ଆସନ୍ତା ସେପ୍ଟେମ୍ବର ୨୬ରେ ଏକ ମହାକାଶ ଯାନକୁ ଜାଣିଶୁଣି ମହାକାଶରେ ଥିବା ଏକ ଧୂମକେତୁ ସହ ଧକ୍କା କରାଯିବ । ଏହା ଦ୍ବାରା ଉକ୍ତ ଧୂମକେତୁର ଗତିପଥକୁ କେତେ ବଦଳାଯାଇପାରୁଛି ତାହା ଦେଖାଯିବ ।ଏହି

ପରମାଣୁ ଶକ୍ତି କେନ୍ଦ୍ରକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ମାଡ଼ କରୁଛି ରୁଷ୍ : ୟୁକ୍ରେନ୍

କିବ୍ : ୟୁକ୍ରେନରେ ଥିବା ୟୁରୋପର ବୃହତ୍ତମ ପରମାଣୁ ଶକ୍ତି କେନ୍ଦ୍ର ଜାପୋରିଝଜିଆ କୁ ନେଇ ବିପଦ ବଢିବାରେ ଲାଗିଛି । ଏହାକୁ ଲକ୍ଷ୍ୟ କରି ରୁଷ ପକ୍ଷରୁ ବାରମ୍ବାର କ୍ଷେପଣାସ୍ତ୍ର ମାଡ କରାଯାଉଥିବାରୁ ଏକ ବଡ଼ ଧରଣର ଆଣବିକ ବିଭୀଷିକା ଘଟିବାର ଭୟ ଦେଖାଦେଇଛି ।ୟୁକ୍ରେନ ପକ୍ଷରୁ ବୁଧବାରଦିନ