Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ପୁଟିନଙ୍କ ପ୍ରେମିକା ଆଲିନା କାବେଭାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା
ନୂଆଦିଲ୍ଲୀ: ପୁଟିନଙ୍କ ପ୍ରେମିକା ଆଲିନା କାବେଭାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା। ଆମେରିକାର ଟ୍ରେଜେରୀ ବିଭାଗ ମଙ୍ଗଳବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରେମିକାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିବା ଜଣାପଡ଼ିଛି। ଟ୍ରେଜେରୀ ବିଭାଗର ବିବୃତିରେ କୁହାଯାଇଛି ଯେ, ୟୁକ୍ରେନ!-->…
ତାଇୱାନ୍ ଛାଡିଲେ ନାନ୍ସି, ଦଣ୍ଡ ଦେବାକୁ ପ୍ରତିଜ୍ଞା କଲା ଚାଇନା
ବେଜିଂ: ଚାଇନାର ଧମକ ସତ୍ତ୍ୱେ ତାଇୱାନ୍ ଯାଇଥିବା ଆମେରିକା ସିନେଟର ବାଚସ୍ପତି ନାନ୍ସି ପେଲୋସି ଆଜି ନିଜ କାର୍ଯ୍ୟକ୍ରମ ସାରି ତାଇପେଇ ଛାଡିଛନ୍ତି। ନାନ୍ସି ତାଇୱାନ୍ରୁ ସିଧା ଦକ୍ଷିଣ କୋରିଆ ଗସ୍ତ କରିଛନ୍ତି। ତେବେ ନାନ୍ସିଙ୍କ ଗସ୍ତକୁ ବିରୋଧ କରୁଥିବା ଚାଇନା ଏବେ ନିଜର ଆଭିମୁଖ୍ୟକୁ!-->…
ଅଲ-ଜଓ୍ବାହିରିକୁ ନିପାତ କରିଛି ଆମେରିକାର ରହସ୍ୟମୟ ‘ନିଞ୍ଜା ବମ୍’
ନୂଆଦିଲ୍ଲୀ : ଆମେରିକା ଦ୍ବାରା ଅଲକାଇଦା ମୁଖ୍ୟ ଆଇମନ୍ ଅଲ-ଜଓ୍ବାହିରିକୁ ଡ୍ରୋନ ଆକ୍ରମଣ କରି ହତ୍ୟା କରାଯିବା ଘଟଣା ସମଗ୍ର ବିଶ୍ବରେ ଚର୍ଚ୍ଚାରେ ରହିଛି । କାବୁଲର ଏକ ଘରେ ଥିବା ବାଲକୋନିରେ ସେ ବୁଲୁଥିବାବେଳେ ଆମେରିକାର ଡ୍ରୋନରୁ ଏକ ବୋମା ନିକ୍ଷେପ ହୋଇ ତାକୁ ନିପାତ କରିଥିଲା!-->…
ନାନ୍ସି ତାଇୱାନ ଗଲେ ପରିଣାମ ଭୋଗିବ ଆମେରିକା : ଚାଇନା
ବେଜିଂ: ଆମେରିକାକୁ ଖୋଲା ଧମକ ଦେଇଛି ଚାଇନା। ଆମେରିକାର ବାଚସ୍ପତି ନାନ୍ସି ପେଲୋସି ତାଙ୍କର ଏସିଆ ଟ୍ରିପ ବେଳେ ଯଦି ତାଇୱାନ ଗସ୍ତ କରିବେ, ତା’ହେଲେ ଏହାର ଭୟଙ୍କର ପରିଣାମ ୱାଶିଂଟନକୁ ଭୋଗିବାକୁ ପଡ଼ିବ ବୋଲି ଆଜି ଚାଇନା ପକ୍ଷରୁ ଚେତାବନୀ ଦିଆଯାଇଛି। ତାଇୱାନକୁ ଚାଇନା ସବୁବେଳେ ନିଜର କହି!-->…
ମହିଳାଙ୍କୁ ବିଜ୍ଞାପନରେ କାମ କରିବା ମନା
ତେହରାନ୍: ମହିଳାଙ୍କୁ ବିଜ୍ଞାପନ ମନା। ଏଣିକି ଆଉ ମହିଳାମାନେ ବିଜ୍ଞାପନରେ କାମ କରିପାରିବେ ନାହିଁ। ଏଭଳି କଛି ନିର୍ଦ୍ଦେଶ ଜାରି କରିଛନ୍ତି କଟ୍ଟରପନ୍ଥୀ ଇସଲାମିକ ନେତାମାନେ। ଏକ ଆଇସ୍କ୍ରିମ ବିଜ୍ଞାପନକୁ ନେଇ ବିବାଦ ଉପୁଜିବା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି।ନିକଟରେ ଇରାନ୍ରେ!-->…
ଅଲକାଏଦାର ମୁଖ୍ୟ ହେବ ସୈଫ !
ୱାଶିଂଟନ: କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦାର ମୁଖ୍ୟ ଆୟମାନ ଅଲ ଜୱାହିରୀ ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ଆଖିବୁଜିଛି। ଓସାମା ବିନ ଲାଡେନ ପରେ ଜୱାହିରୀ ହିଁ ଅଲକାଏଦାର କମାଣ ସମ୍ଭାଳୁଥିଲା। ତେବେ ଲାଡେନ ଭଳି ଜୱାହିରୀର ଖେଳ ମଧ୍ୟ ଆମେରିକା ସୁରକ୍ଷାକର୍ମୀମାନେ ଶେଷ କରି!-->…
ଘର ତ ପୋଡ଼ି ଦେଇଛ, ଘରକୁ ଫେରିଯିବା କଥା କାହିଁକି କହୁଛ: ପ୍ରତିବାଦକାରୀଙ୍କୁ କହିଲେ ଶ୍ରୀଲଙ୍କାର ରାଷ୍ଟ୍ରପତି
କଲମ୍ବୋ: ଘର ତ ପୋଡ଼ିପକାଇଛ, ପୁଣି ଘରକୁ ଫେରିଯିବା କଥା କହୁଛ କାହିଁକି ବୋଲି ରବିବାର ଦିନ ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ପ୍ରତିବାଦକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।ଶ୍ରୀଲଙ୍କାର ଅନ୍ୟତମ ନଗରୀ କାଣ୍ଡିରେ ଭାଷଣ ଦେବା ବେଳେ ବିକ୍ରମସିଂଘେ କହିଲେ ଯେ, ‘କଲମ୍ବୋ!-->…
ଥରିଲା କାଠମାଣ୍ଡୁ, ବିହାରର ଅନେକ ଜିଲ୍ଲା ବି ପ୍ରଭାବିତ
କାଠମାଣ୍ଡୁ: ଥରିଲା ନେପାଲର କାଠମାଣ୍ଡୁ। ଆଜି ଭୋରୁ କାଠମାଣ୍ଡୁ ସମେତ ଅଧିକାଂଶ ଅଞ୍ଚଳରେ ତୀବ୍ର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରେକର୍ଡ କରାଯାଇଛି।
ଭୂମିକମ୍ପର କେନ୍ଦ୍ର ନେପାଳର ରାଜଧାନୀ!-->!-->!-->…
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ପୁଣି କରୋନା
ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଏହାକୁ ମିଶାଇ ୧୦ ଦିନ ଭିତରେ ସେ ଏହି ମାହାମାରୀରେ ଦୁଇ ଥର ସଂକ୍ରମିତ ହୋଇ ସାରିଲେଣି। ଏନେଇ ହ୍ୱାଇଟ୍ ହାଉସର ଚିକିତ୍ସକ ଡକ୍ଟର କେଭିନ୍!-->…
ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ଭୟଙ୍କର ମଙ୍କିପକ୍ସ
ଦିଲ୍ଲୀ: ବିଶ୍ବରେ ଆତଙ୍କ ଖେଳାଇଲାଣି ମଙ୍କିପକ୍ସ । ମଙ୍କିପକ୍ସ ଯୋଗୁ ଏବେ ଆତଙ୍କ ବଢି ବଢି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଏବେ ଜଣଙ୍କର ମୃତ୍ୟୁ ବି ହୋଇଛି । ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ଭୟଙ୍କର ମଙ୍କିପକ୍ସ । ସର୍ବାଧିକ ମକ୍ସିପକ୍ସରେ ପ୍ରଭାବିତ ଦେଶ ସ୍ପେନରେ!-->…