Browsing Category

ବିଦେଶ

ଇରାକରେ ଶ୍ରୀଲଙ୍କା ଭଳି ସ୍ଥିତି, ସଂସଦରେ ଧସେଇ ପଶିଲେ ଲୋକେ

ବାଗଦାଦ: ଇରାକରେ ଶ୍ରୀଲଙ୍କା ଭଳି ସ୍ଥିତି। ଲୋକେ ରାସ୍ତାକୁ ଓହ୍ଲାଇ କରିଛନ୍ତି ଜୋରଦାର ବିକ୍ଷୋଭ। ସେଠାକାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ହଜାର ହଜାର ସଂଖ୍ୟାରେ ଲୋକେ ବୁଧବାର ବାଗଦାଦରେ ଥିବା ସଂସଦ ଭବନକୁ ଧସେଇ ପଶିବା ସହିତ ଏହାକୁ କବ୍‌ଜା

ମାଟି ପରେ ମହାକାଶରେ ହେବ ସୀମା, ୨୦୨୪ରେ ସ୍ପେସ୍ ଷ୍ଟେସନ ଛାଡ଼ିବ ରୁଷ

ନୂଆଦିଲ୍ଲୀ: ମାଟି ପରେ ଏବେ ଆକାଶରେ ତିଆରି ହେବ ସୀମା। ରୁଷ ଏହି ସୀମା ତିଆରି କରିବ। ଆଗକୁ ଆଉ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ କାମ କରିବନି ରୁଷ କିମ୍ବା ରୁଷର ବୈଜ୍ଞାନିକ। ୨୦୨୪ ସୁଦ୍ଧା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଛାଡ଼ିବାକୁ ଯାଉଛି ରୁଷ। ଏଭଳି ସୀମା ନିର୍ଦ୍ଧାରଣକୁ ନେଇ ଅଲୋଚନା

ଉହାନରେ କରୋନା ପୁଣି ପରମୁହାଁ

ବେଜିଂ: ପୁଣି ଉପର ମୁହାଁ ହେଲାଣି ମହାମାରୀ। କିଛି ଦିନର ବିରତି ପରେ ପୁଣି ବଢ଼ିଲାଣି କରୋନା ଗ୍ରାଫ। ଯେଉଁଠୁ ଉତ୍ପତ୍ତି ହୋଇଥିଲା ଏହି ମାରାତ୍ମକ ଭୂତାଣୁର ଏବେ ସେଇଠି ପୁଣି ଆତଙ୍କ ଖେଳାଇଛି। ଚୀନର ଉହାନକୁ ପୁଣି ଫେରିଛି କରୋନା। ଉହାନ ସେହି ଅଞ୍ଚଳ ଯେଉଁଠି କରୋନାର ପ୍ରଥମ ମାମଲା ଚିହ୍ନଟ

ଶ୍ରୀଲଙ୍କାରେ ପୁଣି ଜାରି ହେଲା ଜରୁରୀ ପରିସ୍ଥିତି

କଲମ୍ବୋ : ଭୟଙ୍କର ଆର୍ଥିକ ଓ ରାଜନୈତିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସ୍ଥିତି ସୁଧିୁରିବା ବଦଳରେ ଦିନକୁ ଦିନ ଅଧିକ ଜଟିଳ ହୋଇଚାଲିଛି । ଦେଶରେ ଜନ ଆନ୍ଦୋଳନ ଏବେ ବି ଜାରି ରହିଥିବାରୁ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ ପୁଣି ଥରେ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି

ଅଚାନକ ମାଡ଼ି ଆସିଲା ବନ୍ୟା ପାଣି, ଚାଲିଗଲା ୧୨ ଜଣଙ୍କ ଜୀବନ

ବେଜିଂ: ଲଗାଣ ବର୍ଷା ପରେ ଅଚାନକ ବନ୍ୟା ଦକ୍ଷିଣପଶ୍ଚିମ ଓ ଉତ୍ତର ପଶ୍ଚିମ ଚାଇନାରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁ ଏଯାଏ ୧୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୬ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ବନ୍ୟା ଜଳ ମଧ୍ୟରୁ ଉଦ୍ଧାର କରାଯାଇଛି। ଏବେ ବି ଅନେକ ଲୋକ ଜଳବନ୍ଦୀ ହୋଇ

ସମଗ୍ର ୟୁରୋପ୍‌ରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ: ଫ୍ରାନ୍‌ସ୍‌ ଓ ସ୍ପେନ୍‌ରେ ବନାଗ୍ନି ଯୋଗୁଁ ଜନସ୍ଥାନାନ୍ତରଣ

ପ୍ୟାରିସ୍‌: ୟୁରୋପ୍‌ର ବିଭିନ୍ନ ପ୍ରାନ୍ତରେ ଗ୍ରୀଷ୍ମ ପ୍ରବାହ ପ୍ରକୋପ ବୃଦ୍ଧି ଯୋଗୁଁ ସରକାରୀ ଅଧିକାରୀମାନେ ବାଧ୍ୟ ହୋଇ ଅସଂଖ୍ୟ ଜନତାଙ୍କୁ ଘରୁ ସ୍ଥାନାନ୍ତରଣ କରୁଥିବା ବେଳେ ଶନିବାର ଦିନ ଦକ୍ଷିଣପଶ୍ଚିମ ଫ୍ରାନ୍‌ସ୍‌ ଏବଂ ସ୍ପେନ୍‌ରେ ବନାଗ୍ନି ଲାଗିଥିବା କଥା ବିଭିନ୍ନ ବିଦେଶୀ

ଜାତୀୟ ତୈଳ କୋଟା ଯୋଜନା ଲାଗୁ କରିବେ ଶ୍ରୀଲଙ୍କା ସରକାର

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଯାଇଛି। ଲୋକମାନେ ତେଲ ପାଇଁ ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି। ଏହାକୁ ମୁକାବିଲା ପାଇଁ ଶ୍ରୀଲଙ୍କା ସରକାର ଜାତୀୟ ତୈଳ କୋଟା ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ସରକାର

‘ଆଇ-ଟୁ-ୟୁ-ଟୁ’ ସମିଟିରେ ଉଦବୋଧନ ଦେଲେ ମୋଦି

ନୂଆଦିଲ୍ଲୀ: ‘ଆଇ-ଟୁ-ୟୁ-ଟୁ’ ସମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି। ଭାରତ, ଇସ୍ରାଏଲ, ଆମେରିକା ଏବଂ ୟୁଏଇର ନୂଆ ସଂଗଠନ ଆଇଟିୟୁଟୁ ଗୁରୁବାର ପ୍ରଥମ ଥର ଭର୍ଚୁଆଲ ମୋଡରେ ବୈଠକ କରିଛନ୍ତି । ପିଏମ ମୋଦୀ ଏହି ବୈଠକରୁ ସମ୍ୱୋଧିତ କରି କହିଛନ୍ତି, ଆଜିର ଏହି ପ୍ରଥମ

ଶ୍ରୀଲଙ୍କା ରାଷ୍ଟ୍ରପତି ହଟିବା ପରେ ସେଲିବ୍ରେସନ: ନୃତ୍ୟ, ଗୀତରେ ମାତିଲେ ଦେଶବାସୀ

କଲମ୍ବୋ: ହା-ହତାଶା, ନିରାଶା ଓ ଅସନ୍ତୋଷ ମଧ୍ୟରେ ଆନନ୍ଦର ଲହରୀ। ଶ୍ରୀଲଙ୍କାରେ ଖୁସିର ମାହୋଲ। ପଳାତକ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଦେଶରେ ସେଲିବ୍ରେସନର ମାହୋଲ। ରାଷ୍ଟ୍ରପତିଙ୍କୁ ହଟେଇବା ପାଇଁ ଦୀର୍ଘ ଦିନ ଜାରି ରହିଥିବା ଆନ୍ଦୋଳନ

ଶ୍ରୀଲଙ୍କାରେ ଅରାଜକତା, ପଦ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ

କଲମ୍ବୋ: ଆର୍ଥିକ ସଙ୍କଟରେ ଫସିଥିବା ଶ୍ରୀଲଙ୍କାରେ ଅରାଜକତା ଚରମସୀମାରେ ପହଞ୍ଚିଥିବା ବେଳେ ବିକ୍ଷୋଭ ଯୋଗୁ ଗତକାଲି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଅସ୍ଥିରତା ଯୋଗୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଦେଶ ଛାଡ଼ି ପଳାୟନ କରିବା ପରେ ଦେଶରେ ରାଜନୈତିକ ପରିସ୍ଥିତି ଜଟିଳ ହେବାରେ