Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ନିଜ ବଜେଟ ସ୍ଥିର କରିବା ସ୍ଥିତିରେ ନାହିଁ ପାକିସ୍ତାନ, ଆଇଏମଏଫ ନେଇଛି ଦାୟିତ୍ବ: ଶାହବାଜ ସରିଫଙ୍କ ମନ୍ତ୍ରୀ
ଇସଲାମାବାଦ: ପଡୋଶୀ ଦେଶ ପାକିସ୍ତାନର ଆର୍ଥିକ ଅବସ୍ଥା ଏବେ ଅତ୍ୟନ୍ତ ଖରାପ ହେବାରେ ଲାଗିିଛି। ଏହା ଦେଶର ସାର୍ବଭୌମତ୍ୱ ଉପରେ ମଧ୍ୟ ପ୍ରଭାବ ପକାଇବା ଆରମ୍ଭ କରିଛି। ବର୍ତ୍ତମାନ ଏଭଳି ପରିସ୍ଥିତି ଉପୁଜିଛି ଯେ ପାକିସ୍ତାନ ନିଜେ ନିଜ ବଜେଟ୍ ପ୍ରସ୍ତୁତ କରିବାକୁ ଅସମର୍ଥ ହୋଇଛି। ଶାହବାଜ!-->…
ଦକ୍ଷିଣ ଚୀନ୍ ସାଗରରେ ୧୦୦୦ ମିଟର୍ରୁ ଅଧିକ ବୁଡ଼ି ଗଲାଣି ହଂକଙ୍ଗ୍ର ପ୍ରସିଦ୍ଧ ଭାସମାନ ରେସ୍ତୋରାଁ ‘ଜମ୍ବୋ’
ହଂକଙ୍ଗ୍: ଦକ୍ଷିଣ ଚୀନ୍ ସାଗରରେ ହଂକଙ୍ଗ୍ର ପ୍ରସିଦ୍ଧ ଭାସମାନ ରେସ୍ତୋରାଁ ‘ଜମ୍ବୋ’ ୧୦୦୦ ମିଟର୍ରୁ ଅଧିକ ବୁଡ଼ି ଯାଇଥିବାରୁ ତାକୁ ଉଠାଇବା କାର୍ଯ୍ୟ ଖୁବ୍ କଠିନ ହୋଇଯାଇଛି ବୋଲି ସୋମବାର ଦିନ କମ୍ପାନି ତରଫରୁ କୁହାଯାଇଛି।ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ମୂଳ!-->…
ଦୁଷ୍କର୍ମ ମାମଲା ବୃଦ୍ଧି ପାଉଥିବାରୁ ଜରୁରୀ ପରିସ୍ଥିତି ଘୋଷଣା କରିବ ପାକିସ୍ତାନର ପଞ୍ଜାବ ପ୍ରଦେଶ
ଇସ୍ଲାମାବାଦ୍: ମହିଳା ଏବଂ ପିଲାମାନଙ୍କ କ୍ଷେତ୍ରରେ ଯୌନ ନିର୍ଯାତନା ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ଜରୁରୀ ପରିସ୍ଥିତି ଘୋଷଣା କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛି। ସୋମବାର ଦିନ ସାମ୍ବାଦିକ ସମ୍ମିଳନୀର ପଞ୍ଜାବ ପ୍ରଦେଶର ଗୃହମନ୍ତ୍ରୀ!-->…
ଆଫଗାନିସ୍ତାନରେ ଭୟଙ୍କର ଭୂ-କମ୍ପ, ୨୫୫ ମୃତ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭୟଙ୍କର ଭୂ-କମ୍ପ ଅନୁଭୂତ ହୋଇଛି। ଏଥିରେ ୨୫୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଏହି ଭୂକମ୍ପର ପ୍ରଭାବ ପାକିସ୍ତାନର କେତେକ ଅଞ୍ଚଳରେ ପଡ଼ିଥିବା ଜଣାପଡ଼ିଛି। ପାକିସ୍ତାନର କେତେକ ଘର!-->…
ଅଗ୍ନିପଥ ଯୋଜନାରୁ ପଛକୁ ହଟିବେ ନାହିଁ ସରକାର, ସ୍ପଷ୍ଟ କଲେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ସାରା ଦେଶରେ ଉତ୍ତେଜନା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାମ୍ନାକୁ ଆସିଛନ୍ତି। ସେ ଅଗ୍ନିପଥ ଯୋଜନାକୁ ସମୟର ଆବଶ୍ୟକତା ବୋଲି ବର୍ଣ୍ଣନା କରିଛନ୍ତି | ଅଗ୍ନିପଥ ଯୋଜନା ସମେତ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଅଜିତ ଡୋଭାଲ ମଧ୍ୟ!-->…
ଭାରତ, ଇସ୍ରାଏଲ, ଆମେରିକା ଓ ୟୁଏଇ ମିଳିତ ଭାବେ ଗଠନ କଲେ ନୂଆ ମେଣ୍ଟର I2U2
ୱାଶିଂଟନ: ଭାରତ, ଇସ୍ରାଏଲ, ଆମେରିକା ଓ ୟୁଏଇ ମିଳିତ ଭାବେ ଗଠନ କରିଛନ୍ତି ଗୋଟିଏ ନୂଆ ଫୋରମ। ଏହି ନୂଆ ମେଣ୍ଟର ନାଁ I2U2। ଏହାର ଅର୍ଥ ଇସ୍ରାଏଲ ଓ ଭାରତ ଆଇ ୨ ଓ ଆମେରିକା-ୟୁଏଇ ୟୁ୨। ଆସନ୍ତା ମାସରେ ଏହି ୪ ଦଶ I2U2ର ପ୍ରଥମ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ।ଏପରି ଏକ!-->…
ଭାରତୀୟଙ୍କ ଉପରେ ଲଗାଇଥିବା ଭିସା ବ୍ୟାନକୁ ହଟାଇଲା ଚାଇନା
ବେଜିଂ: ମହାମାରୀ କରୋନା ପାଇଁ ଭାରତୀୟଙ୍କ ଭିସା ଉପରେ କଠୋର ପ୍ରତିବନ୍ଧକ ଲଗାଇଥିବା ଚାଇନା ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛି। ଦୀର୍ଘ ୨ ବର୍ଷ ହେଲା ଭିସା ବ୍ୟାନ ଯୋଗୁ ଭାରତୀୟ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକ ଭୋଗୁଥିବା ସମସ୍ୟାର ସମାଧନ କରିବ ଚାଇନା। ଏଣିକି ସେମାନଙ୍କୁ ଭିସା!-->…
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ ଜୀବିତ ନା ମୃତ !
ଇସଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ ଜୀବିତ ନା ମୃତ ? ଏହାକୁ ନେଇ ସସ୍ପେନ୍ସ ଜାରି ରହିଛି। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ମୁଶାରଫଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଥିବା ଚର୍ଚ୍ଚା ହେଉଥିବା ବେଳେ ଏନେଇ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇ!-->…
୪୫ ବେଆଇନ ଲୋନ୍ ଆପ୍ ଡିଲିଟ କରିବାକୁ ଗୁଗଲକୁ ଚିଠି ଲେଖିଲା EOW
ଭୁବନେଶ୍ୱର : ଗୁଗଲକୁ ଚିଠି ଲେଖିଲା ଓଡ଼ିଶା ପୁଲିସ୍ର ଅର୍ଥନୈତିକ ଅପରାଧିକ ଶାଖା(EOW)। ଗୁଗଲ ପ୍ଲେ ଷ୍ଟୋରରେ ଥିବା ୪୫ଟି ଫେକ୍ ଆପ୍କୁ ହଟାଇବାକୁ କହିଛି EOW। ଏହି ସବୁ ଆପ୍ ବେଆଇନ ଭାବେ ଲୋନ୍ ଦେବା ସହ ଋଣ ଆଦାୟ କରିବାକୁ ଲୋକଙ୍କୁ ମାନସିକ ନିର୍ଯାତନା ଦେବାକୁ ପଛାଉ ନ ଥିବା ଅଭିଯୋଗ!-->…
ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା
ନୂଆଦିଲ୍ଲୀ: ଏସିଆ ମହାଦେଶର ପ୍ରଥମ ଦେଶ ଭାବେ ଥାଇଲ୍ୟାଣ୍ଡରେ ଗଞ୍ଜେଇକୁ ମିଳିଛି ଆଇନଗତ ମାନ୍ୟତା। ଏଣିକି ଗଞ୍ଜେଇ ଉତ୍ପାଦନ କରିବା, ଏହାକୁ ରଖିବା ଓ ପରିବହନ କରିବା ଥାଇଲ୍ୟାଣ୍ଡରେ ଆଉ ଅପରାଧ ନୁହେଁ। ତେବେ ଗଞ୍ଜେଇ କିମ୍ବା ଭାଙ୍ଗକୁ ଅଧିକ ପରିମାଣରେ ନିଶା ପାଇଁ ବ୍ୟବହାର କଲେ, ଏଥିପାଇଁ!-->…