Browsing Category

ବିଦେଶ

ନିଜକୁ ଗଧ ସହ ତୁଳନା କଲେ ଇମ୍ରାନ ଖାନ, ଭିଡିଓ ଭାଇରାଲ

ଇସଲାମାବାଦ: ପୁଣିଥରେ ଚର୍ଚ୍ଚାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ କୌଣସି ଭଲ କାମ ନୁହେଁ, ବରଂ କଥା ଛଳରେ ସେ ନିଜକୁ ଗଧ ସହ ତୁଳନା କରି ସୋଶାଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି। ଇମ୍ରାନ ଖାନ ଗଧ ସବୁବେଳେ ଗଧ ହୋଇ ରହିବ ବୋଲି କହିବା ବେଳର ଭିଡିଓ ମଧ୍ୟ

ୟୁକ୍ରେନ ଉପରେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ମିଳିତ ବିବୃତିରେ କହିଲେ ମୋଦୀ ଓ ମାକ୍ରନ

ପ୍ୟାରିସ୍‌: ଭାରତ ଏବଂ ଫ୍ରାନ୍ସ ପକ୍ଷରୁ ଏକ ମିଳିତ ବିବୃତିରେ ୟୁକ୍ରେନବାସୀଙ୍କ ଉପରେ ଚାଲିଥିବା ଅତ୍ୟାଚାରକୁ ବନ୍ଦ କରିବାକୁ ବୁଧବାର ପୁଣିଥରେ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଡ଼ୋଶୀ ଦେଶ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଅତ୍ୟନ୍ତ ନିନ୍ଦା କରିଛନ୍ତି।ୟୁକ୍ରେନ୍‌ରେ

କଳା ସାଗରରେ ରୁଷ ଡଙ୍ଗାକୁ ଉଡ଼ାଇଲା ୟୁକ୍ରେନ

କିଭ୍: କଳା ସାଗରରେ ଥିବା ସ୍ନେକ ଦ୍ୱୀପପୁଞ୍ଜରେ ପ୍ୟାଟ୍ରୋଲିଂ କରୁଥିବା ରୁଷର ଦୁଇଟି ଡଙ୍ଗାକୁ ଉଡ଼ାଇ ଦେଇଛି ୟୁକ୍ରେନ। ଡ୍ରୋନ୍‌ ଦ୍ୱାରା ୟୁକ୍ରେନ ସେନା କରିଥିବା ହମଲାରେ ରୁଷର ଦୁଇଟି ଯାକ ଡଙ୍ଗା ଧ୍ୱଂସ ହୋଇଯିବା ସହ ପାଣିରେ ବୁଡ଼ି ଯାଇଛି। ଏ ସମ୍ପର୍କରେ ୟୁକ୍ରେନ ପ୍ରତିରକ୍ଷା

ରୁଷ୍‌କୁ ଏକଘରିଆ କରିବା ଲାଗି ଜି-୭ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରିବ ଜର୍ମାନି

ବ୍ଲୁମ୍‌ବର୍ଗ: ରୁଷ୍‌କୁ ଏକଘରିଆ କରିବାର ଉଦ୍ୟମସ୍ବରୂପ ଆସନ୍ତା ମାସରେ ‘ଗ୍ରୁପ୍‌ ଅଫ୍‌ ସେଭେନ୍‌ ଲିଡର୍ସ’ର ଶିଖର ବୈଠକକୁ ବିଶେଷ ଅତିଥି ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିବା ଲାଗି ଜର୍ମାନ୍‌ ଚାନ୍‌ସେଲର୍‌ ଓଲାଫ୍‌ ସୋଲ୍‌ସ୍‌ ଯୋଜନା କରୁଛନ୍ତି।ପାଳି ଅନୁଯାୟୀ

‘କ୍ୟାନ୍‌ସର୍‌ ସର୍ଜରି’ କରାଇବାକୁ ଯିବେ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌: ରିପୋର୍ଟ

ମସ୍କୋ: କିଛି ଦିନ ଲାଗି ପୂର୍ବତନ ‘କେଜିବି’ ମୁଖ୍ୟଙ୍କୁ କ୍ଷମତା ଦେଇ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ କର୍କଟ ରୋଗର ଅସ୍ତ୍ରୋପଚାର କରାଇବା ଲାଗି ଯାଇପାରନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।ତେଣୁ, ୟୁକ୍ରେନ୍‌ ଯୁଦ୍ଧ ଦାୟିତ୍ବ ଗ୍ରହଣ କରିବାକୁ ସେ

ଗିରଫ ‌ହୋଇପାରନ୍ତି ଇମ୍ରାନ୍

ଇସଲାମାବାଦ: ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସର୍ବଶେଷ ସୂଚନା ଅନୁଯାୟୀ, ଇମ୍ରାନ ଖାନଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରେ। ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ବିରୋଧରେ ସ୍ଲୋଗାନ ଦେବା ମାମଲାରେ ଇମ୍ରାନ ଖାନଙ୍କ ସମେତ ୧୫୦ ଜଣଙ୍କ ବିରୋଧରେ

୨୦୭୦ ସୁଦ୍ଧା ବ୍ୟାପିବ ହଜାରେ ନୂଆ ଭାଇରସ

ୱାଶିଂଟନ: ଗୋଟିଏ କି ଦୁଇଟି ନୁହେଁ। ହଜାର ସଂଖ୍ୟାରେ ନୂଆ ଭାଇରସ ଦେଖାଦେବ। ପଶୁଙ୍କ ଠାରୁ ଏହି ରୋଗ ସଂକ୍ରମଣ ଡେଇଁ ମଣିଷଙ୍କୁ ସଂକ୍ରମିତ କରିବ। ପାଣିପାଗରେ ଦୃତ ପରିବର୍ତ୍ତନ ତଥା ତାପମାତ୍ର ବୃଦ୍ଧି ଏହି ନୂଆ ସଂକ୍ରମଣକୁ ଜନ୍ମ ଦେବ। ଏନେଇ ଏକ ବିଶେଷଜ୍ଞ କମିଟି ଅଧ୍ୟୟନରୁ ଜଣାପଡ଼ିଛି। ଏହି

କରାଚୀ ଆତ୍ମଘାତୀ ବିସ୍ଫୋରଣକାରିଣୀ ଥିଲେ ଜଣେ ସ୍ନାତକୋତ୍ତର, ୨ ସନ୍ତାନର ଜନନୀ ତଥା ଡାକ୍ତରଙ୍କ ପତ୍ନୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ କରାଚୀ ବିଶ୍ବବିଦ୍ୟାଳୟରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇଥିବା ଶାରି ବାଲୋଚ୍‌ ଥିଲେ ଉଚ୍ଚ ଶିକ୍ଷିତା, ଦୁଇଟି ସନ୍ତାନର ଜନନୀ ଓ ଜଣେ ଡାକ୍ତରଙ୍କ ପତ୍ନୀ। ଉକ୍ତ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩ଜଣ ଚୀନା ନାଗରିକଙ୍କ ସମେତ ୪ଜଣଙ୍କର ମୃତ୍ୟୁ

କେଉଁ ସୁଦୂର ମହାକାଶରୁ ଉଲ୍‌କାଦ୍ବାରା ପୃଥିବୀକୁ ଆସିଛି ଜୀବସତ୍ତା

ନୂଆଦିଲ୍ଲୀ: ସୁଦୂର ଅନ୍ତରୀକ୍ଷରୁ ପୃଥିବୀକୁ ଜୀବନର ରାସାୟନିକ ସାମଗ୍ରୀ (ଡିଏନ୍‌ଏ) ଆସିଥିବା କଥା ଉଲ୍‌କା ପିଣ୍ଡରେ ଥିବା ଶିଳା ବିଶ୍ଳେଷଣରୁ ଜଣାପଡ଼ିଛି। ଅଙ୍ଗାର ପାଲଟି ଯାଇଥିବା ୩ଟି ଉଲ୍‌କା ଖଣ୍ଡରୁ ‘ନ୍ୟୁକ୍ଲିଓବେସ୍‌’ ଆବିଷ୍କୃତ ହୋଇଥିବା କଥା ‘ହୋକ୍କାଇଦୋ ୟୁନିଭର୍ସିଟି’ର

ପକ୍ଷୀଠାରୁ ମଣିଷକୁ ଡେଇଁଲା ବାର୍ଡ଼ ଫ୍ଲୁ, ଚାଇନାରେ ପ୍ରଥମ ରୋଗୀ ଚିହ୍ନଟ  

ବେଜିଂ: ଡେଇଁଲା ବାର୍ଡ଼ ଫ୍ଲୁ ସଂକ୍ରମଣ। ପଶୁ-ପକ୍ଷୀଙ୍କଠାରୁ ମଣିଷକୁ ଡେଇଁଛି ଏହି ସଂକ୍ରମଣ। ପ୍ରଥମ କରି ଚାଇନାର ଜଣେ ମଣିଷଠାରେ ବାର୍ଡ଼ ଫ୍ଲୁ ଭୂତାଣୁ ଠାବ ହୋଇଛି। ସମ୍ପୃକ୍ତ ରୋଗୀଙ୍କଠାରେ H3N8 ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ଯାହାକୁ ଆଭିଏନ୍‌ ଫ୍ଲୁ କୁହାଯାଉଛି। ତେବେ ଏହି ଭତାଣୁ ବେଶୀ