Browsing Category

ବିଦେଶ

ପୂର୍ବ ୟୁକ୍ରେନରେ ଥିବା ରେଳ ଷ୍ଟେସନରେ ୨ଟି କ୍ଷେପଣାସ୍ତ୍ର ମାଡ଼ କଲା ରୁଷ, ୩୯ମୃତ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ‌ହୋଇଥିବା ଯୁଦ୍ଧକୁ ୧ମାସରୁ ଅଧିକ ହେଲାଣି। ହେଲେ ଥମିନି ଆକ୍ରମଣ। ଦୁଇ ଦେଶର ମୁଖ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନଥିବା ବେଳେ ଏମଧ୍ୟରେ ଅନେକ ସାଧାରଣ ଲୋକ ଓ ସୈନ୍ୟଙ୍କ ଜୀବନ ଗଲାଣି। ଦିନକୁ ଦିନ ଆକ୍ରମଣ ବଢ଼ୁଥିବା ବେଳେ ଆଜି ପୁଣି ପୂର୍ବ

ଆପାର୍ଟମେଣ୍ଟ ଧ୍ୱଂସ, ମିଳିଲା ୨୬ ମୃତଦେହ

କିଭ୍‌: ୟୁକ୍ରେନ ଉପରେ ରୁଷ କରୁଥିବା ହମଲାର ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିବାରେ ଲାଗିଛି। ଗୁରୁବାର ୟୁକ୍ରେନ ସରକାର କିଭ ନିକଟସ୍ଥ ବୋରୋଡିଆଙ୍କା ସହରର ଦୁଇଟି କ୍ଷତିଗ୍ରସ୍ତ ଆପାର୍ଟମେଣ୍ଟରୁ ୨୬ଟି ମୃତଦେହ ଉଦ୍ଧାର କରିଛନ୍ତି। ଏହି ଦୁଇଟି ଯାକ ଆପାର୍ଟମେଣ୍ଟ ରୁଷର ବୋମା

ରୁଷ ସୀମାନ୍ତ ସୁମୀକୁ ପୁଣି ନିଜ ନିୟନ୍ତ୍ରଣକୁ ନେଲା ୟୁକ୍ରେନ

କିଭ୍‌: ରୁଷ ସହ ଚାଲିଥିବା ଯୁଦ୍ଧରେ ୟୁକ୍ରେନ ସେନାକୁ ବଡ଼ ସଫଳତା ମିଳିଛି। ୟୁକ୍ରେନ ସେନା ଆଜି ସୁମୀର ଉତ୍ତରପୂର୍ବ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଛି। ଏହି ଉତ୍ତରପୂର୍ବ ଅଞ୍ଚଳଟି ରୁଷ ସୀମାରେ ରହିଥିଲେ ହେଁ ୟୁକ୍ରେନ ସେନାକୁ ଏହାକୁ ଦଖଲ କରିବାରେ

ୟୁକ୍ରେନ୍‌ ଯୁଦ୍ଧରେ ରୁଷ୍‌କୁ ସାହାଯ୍ୟ କଲେ ଚୀନ୍‌ ଉପରେ ଲାଗୁ ହୋଇପାରେ କଟକଣା: ଆମେରିକାର ଚେତାବନୀ

ୱାସିଂଟନ୍‌: ୟୁକ୍ରେନ୍‌ ଯୁଦ୍ଧ ନିମନ୍ତେ ମସ୍କୋକୁ ଯୁଦ୍ଧ ଉପକରଣ ଯୋଗାଇଲେ ପରିଣାମ କ’ଣ ହେବ ତାହା ରୁଷ୍‌ ବିରୋଧରେ ଲାଗୁ ହୋଇଥିବା କଟକଣାରୁ ଚୀନ୍‌ ଭଲ ଭାବେ ବୁଝି ପାରୁଥିବ ବୋଲି ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଉପ-ବୈଦେଶିକ ସଚିବ ୱେଣ୍ଡି ସେର୍‌ମାନ୍‌

ରୁଷରୁ ଶସ୍ତାରେ ତେଲ କିଣୁଥିବାରୁ ଭାରତ ଉପରେ ଆମେରିକା ଖପ୍ପା

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା-ଭାରତ ମଧ୍ୟରେ ଚାଲିଛି କଥା କଟାକଟି। ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଭାରତ ନିଜର ପକ୍ଷ ସ୍ପଷ୍ଟ ନକରିବା ସହ ରୁଷରୁ ତେଲ କିଣୁଥିବାରୁ ଏହାକୁ ନେଇ ଖପ୍ପା ରହିଛି ଆମୋରିକା। ଅନେକ ଥର ରୁଷକୁ ସମର୍ଥନ ନକରିବା ଓ ତେଲ ନକିଣିବା ପାଇଁ ଆମେରିକା

ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଲେ ଶ୍ରୀଲଙ୍କା ସରକାର, ଆନ୍ଦୋଳନ ଜାରି

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଅସ୍ଥିରତା ବଢ଼ିବାରେ ଲାଗିଛି। ଗୋଟିଏ ଅଭାବ ଯୋଗୁ ଶ୍ରୀଲଙ୍କାରେ ଲୋକମାନେ ଆନ୍ଦୋଳନ କରୁଥିବା ବେଳେ ଅନ୍ୟପଟେ ଦେଶର ମେଣ୍ଟ ସରକାର ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି। ପୂର୍ବରୁ ରାଜପକ୍ଷ ସରକାରଙ୍କୁ ସମର୍ଥନ କରୁଥିବା କିଛି

ରୁଷ ଯୁଦ୍ଧ ବିମାନକୁ ଦିଖଣ୍ଡ କରିଦେଲା ୟୁକ୍ରେନ୍‌ ମିସାଇଲ, ପଠେଇଥିଲା ବ୍ରିଟେନ୍‌

ନୂଆଦିଲ୍ଲୀ: ଶକ୍ତିଶାଳି ରୁଷ ବିଧ୍ୱଂଶକାରୀ ମିସାଇଲ ମାଡ଼ ଜାରି ରଖିଥିବା ବେଳେ ୟୁକ୍ରେନ୍‌ ମଧ୍ୟ ସାହସର କଡ଼ା ଜବାବ ଦେଉଛି। ରୁଷର ଏକ ଯୁଦ୍ଧ ବିମାନକୁ ୟୁକ୍ରେନ୍‌ ସେନା ପାଲଟା ଅକ୍ରମଣ କରି ଦୁଇ ଖଣ୍ଡ କରିଦେଇଛି। ୟୁକ୍ରେନରୁ ପରିଚାଳିତ ଗଣମାଧ୍ୟମ ଟାଇମସ୍‌ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ପାଇଁ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦ କାମଚଳା ପ୍ରଧାନମନ୍ତ୍ରୀ ଭାବେ ସୁପାରିଶ ହୋଇଛି। ଗୁଲଜାରଙ୍କୁ ଏହି ଦାୟିତ୍ୱ ପାଇଁ ବିଦାୟୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମନୋନିତ କରିଛନ୍ତି। ପାକିସ୍ତାନ୍ ତେହେରିମକ୍‌-ଇ-ଇନ୍‌ସାଫ(ପିଟିଆଇ)ର ନେତା ଫୱାଦ୍‌

ଅଣ୍ଡା ଗୋଟା ୩୦ ଟଙ୍କା, ଚାଉଳ କେଜି ୨୦୦

କଲମ୍ବୋ : ଘୋର ଆର୍ଥିକ ବିପର୍ଯ୍ୟୟ ଦେଇ ଗତି କରୁଥିବା ଶ୍ରୀଲଙ୍କାବାସୀଙ୍କ ପାଇଁ ଏବେ ମହଙ୍ଗା ମାଡ଼ ଅସହ୍ୟ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ନିଆଁ ଲାଗିଛି। ଲୋକେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଆର୍ଥିକ ସଙ୍କଟରୁ ଦେଶରେ ସଷ୍ଟି ହୋଇଥିବା ଆନ୍ଦୋଳନକୁ ପ୍ରତିହତ ପାଇଁ ସେଠିକାର ସରକାର

ଚୀନରେ କରୋନା ଭୟଙ୍କର : ବାପା-ମାଆଙ୍କ ଠାରୁ ଅଲଗା କରି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି ପିଲାମାନଙ୍କୁ

ନୂଆଦିଲ୍ଲୀ ,୦୨।୦୪: ଚୀନରେ ପୁଣି ଥରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଚୀନର ସବୁଠୁ ଅଧିକ ଜନସଂଖ୍ୟା ଥିବା ସହର ସଂଘାଇରେ ରେକର୍ଡ କରୋନା ମାମଲା ଚିହ୍ନଟ ହୋଇଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ମାମଲା ହ୍ରାସ କରିବା ପାଇଁ ପ୍ରଶାସନ ପକ୍ଷରୁ