Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଆମେରିକାକୁ ଖୋଲା ଚେତାବନୀ ଦେଲେ ପୁଟିନଙ୍କ ସହଯୋଗୀ
ମସ୍କୋ: ୟୁକ୍ରେନ ଉପରେ ହମଲା କରୁଥିବା ରୁଷ ଏବେ ଆମେରିକାକୁ ସିଧାସଳଖ ଟାର୍ଗେଟ କରିଛି। ଆମେରିକା ନେତୃତ୍ୱରେ ପଶ୍ଚିମ ଦେଶଗୁଡ଼ିକ ରୁଷ ଉପରେ କଟକଣା ଲଗାଉଛନ୍ତି। ହେଲେ ଆମେରିକା ନେତୃତ୍ୱାଧୀନ ଫୋର୍ସକୁ ରୁଷ ସେମାନଙ୍କ ସ୍ଥାନ ଦେଖାଇ ଉଚିତ ଜବାବ ଦେବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର!-->…
ୟୁକ୍ରେନ ଆକାଶକୁ ‘ନୋ ଫ୍ଲାଏ ଜୋନ’ ଘୋଷଣା କର, ନଚେତ ଆମକୁ ଯୁଦ୍ଧ ବିମାନ ଦିଅ : ଜେଲେନସ୍କି
ଓ୍ବାସିଂଟନ : ଯୁଦ୍ଧଗ୍ରସ୍ତ ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଆମେରିକା କଂଗ୍ରେସର ମିଳିତ ସଦନକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ଆମେରିକୀୟ ସାଂସଦମାନେ ଛିଡ଼ା ହୋଇ ତାଙ୍କୁ ସମ୍ମାନ ଜଣାଇଥିଲେ । ନିଜର ଅଭିଭାଷଣରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କହିଛନ୍ତି ଯେ!-->…
ଯୁଦ୍ଧ ଯୋଗୁ ୟୁକ୍ରେନ ଛାଡ଼ିଲେଣି ୩୦ ଲକ୍ଷରୁ ଅଧିକ ଲୋକ
ଜେନେଭା: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୦ତମ ଦିନରେ ପହଞ୍ଚିଛି। ଏହି ୨୦ ଦିନ ମଧ୍ୟରେ ନିଜ ଜୀବନକୁ ରକ୍ଷା କରିବା ପାଇଁ ୩୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡ଼ି ସାରିଲେଣି। ଏ ସମ୍ପର୍କରେ ଆଜି ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି।ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେସନ ଫର!-->…
ଚୀନରେ ପୁଣି କରୋନା ବିସ୍ଫୋରଣ, ୧ କୋଟିରୁ ଅଧିକ ଲୋକ ଗୃହବନ୍ଦି
ବେଜିଂ: ଚୀନ୍ରେ ପୁଣି ଫୁଟିଲା କରୋନା ବୋମା। ଦ୍ରୁତ ଗତିରେ ମାଡିଲା ମହାମାରୀ। ଚୀନରେ ଦିନକ ମଧ୍ୟରେ ସର୍ବାଧିକ ୫୨୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାମାରୀ ଆରମ୍ଭଠାରୁ ଏଯାବତ୍ ଏଠାରେ ଏହା ହେଉଛି ସର୍ବାଧତ୍କ ଦୈନିକ ପଜିଟିଭ ସଂଖ୍ୟା।ଏନ୍ଏଚ୍ସି ଅନୁସାରେ, ଏଠାରେ କରୋନାର!-->…
ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଦେବ ଆମେରିକା, ଶରଣାର୍ଥୀଙ୍କୁ କରିବ ସ୍ୱାଗତ
କିଭ୍: ୟୁକ୍ରେନ୍ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧରେ ଶହ ଶହ ସଂଖ୍ୟାରେ ସୈନିକ ଓ ସାଧାରଣ ଲୋକଙ୍କ ମୃତ୍ୟୁ ହେଲାଣି। ଏହାରି ଭିତରେ ରୁଷ ବିରୋଧରେ ଲଢ଼ିବାକୁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା!-->…
ଚାଇନାକୁ ଧମକ ଦେଲା ଆମେରିକା, କହିଲା ରୁଷକୁ ସହଯୋଗ କଲେ ଭୋଗିବ ପରିଣାମ
ୱାଶିଂଟନ: ଗୋଟିଏ ପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଚାଇନାର ଏଣ୍ଟ୍ରୀ ସମସ୍ତଙ୍କୁ ଚକିତ କରିଛି। ରୁଷର ଯୁଦ୍ଧଖୋର ଆଚରଣକୁ ରୋକିବା ପାଇଁ ଆମେରିକା ସମେତ ପଶ୍ଚିମ ଦେଶଗୁଡ଼ିକ କଟକଣା ଲଗାଇଛନ୍ତି। ହେଲେ ଚାଇନା ସରକାର ରୁଷର ସହାୟତା କରିବାକୁ ଆଗେଇ ଆସିଥିବା ଖବର!-->…
ରୁଷର ହମଲା: କେବଳ ମାରିୟୁପୋଲରେ ୨୫ଶହରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ
କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି। ରୁଷ ସେନା ୟୁକ୍ରେନର ବିଭିନ୍ନ ସହର ଉପରେ ବୋମା ଓ ରକେଟ ମାଡ଼ କରୁଥିବାରୁ ସଧାରଣ ଲୋକ ମୃତାହତ ହେଉଛନ୍ତି। ଏସବୁ ଭିତରେ ୟୁକ୍ରେନର ପୋର୍ଟ ସହର ମାରିୟୁପୋଲରେ ରୁଷ କରିଥିବା ହମଲାରେ ଏଯାଏ!-->…
ଇନଷ୍ଟାଗ୍ରାମ୍ ଉପରେ ପ୍ରତିବନ୍ଧକ ଲଗାଇଲା ଋଷ, କାଲିଠାରୁ ବ୍ୟବହାର ବନ୍ଦ
ନୂଆଦିଲ୍ଲୀ: ଆସନ୍ତାକାଲିଠୁ ୮୦ମିଲିୟନ ଲୋକ ବ୍ୟବହାର କରିପାରିବେ ନାହିଁ ଇନଷ୍ଟାଗ୍ରାମ୍। ତେବେ ଭାରତରେ ନୁହେଁ ବରଂ ରୁଷରେ ଆସନ୍ତାକାଲିଠୁ ଇନଷ୍ଟାଗ୍ରାମ୍ ଉପରେ ପ୍ରତିବନ୍ଧକ ଲାଗିବ ବୋଲି ଜଣାପଡ଼ିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୃତ୍ୟୁ ନେଇ କରାଯାଇଥିବା ପୋଷ୍ଟକୁ!-->…
ଇମ୍ରାନଙ୍କ ଭୂଗୋଳ ଜ୍ଞାନ : କାଠମାଣ୍ଡୁର ନେପାଳରେ ମୋଦିଙ୍କୁ ଭେଟିଥିଲେ ନଓ୍ବାଜ ସରିଫ
କରାଚୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଏପରି ଏକ କଥା କହିଦେଇଛନ୍ତି ଯେ ଲୋକମାନେ ହସି ହସି ବେଦମ ହୋଇଗଲେଣି । ସେ କହିଛନ୍ତି ଯେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ କାଠମାଣ୍ଡୁର ନେପାଳରେ ଗୋପନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ!-->…
ଜେଲେନସ୍କି ରୁଷୀୟ ଯବାନଙ୍କ ମାଆମାନଙ୍କୁ ନିବେଦନ କଲେ ନିଜ ନିଜ ପିଲାମାନଙ୍କୁ ଯୁଦ୍ଧକୁ ନପଠାଇବା ପାଇଁ
ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କଲେ ଆକୁଳ ନିବେଦନ। ଶାନ୍ତି ଆଲୋଚନା ବିଫଳ ପରେ ରୁଷ ସେନା ଆକ୍ରମଣ ତୀବ୍ର କରିଥିବା ବେଳେ ଏବେ ଜେଲେନସ୍କି ରୁଷୀୟ ଯବାନଙ୍କ ପରିବାରକୁ ଏକ ନିବେଦନ କରିଛନ୍ତି। ଜେଲେନସ୍କି ସୈନିକମାନଙ୍କ ମା’ମାନଙ୍କୁ ନିବେଦନ କରିଛନ୍ତି ଯେ,!-->…