Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ତୃତୀୟ ବିଶ୍ୱଯୁଦ୍ଧ ରୋକିବାକୁ ଆମେରିକା ସବୁବେଳେ ପ୍ରୟାସ କରିଛି – ବାଇଡ଼େନ
ୱାଶିଂଟନ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୭ତମ ଦିନରେ ପହଞ୍ଚିଛି। ୧୬ ଦିନ ହେଲା ରୁଷର ହମଲାରେ ଘାଇଲା ହୋଇଥିଲେ ହେଁ ୟୁକ୍ରେନ ଏଯାଏ ହାର ମାନିନି। ଆଗକୁ ଯୁଦ୍ଧର ତୀବ୍ରତା ଆହୁରି ଭୟଙ୍କର ହେବାର ଆଶଙ୍କା ପ୍ରକାଶ ପାଇଛି। ଏସବୁ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ!-->…
ନେଦରଲ୍ୟାଣ୍ଡରେ ଆମେରିକା ରାଷ୍ଟ୍ରଦୂତ ହେବେ ଭାରତୀୟ ବଂଶୋଭବ ମହିଳା ଶେଫାଳୀ ରାଜଦାନ
ନ୍ୟୁୟର୍କ: ଭାରତୀୟ ବଂଶୋଭବ ମହିଳା ଶେଫାଳୀ ରାଜଦାନ ନେଦରଲାଣ୍ଡରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରଦୂତ ଭାବେ କାମ କରିବେ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶେଫାଳୀଙ୍କୁ ଏଥି ନିମନ୍ତେ ମନୋନୀତ କରିଥିବା ବେଳେ ଏନେଇ ହ୍ୱାଇଟ ହାଉସ୍ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।୫୦!-->…
ରାଫେଲକୁ ଟକ୍କର ଦେବାଲାଗି ଚୀନଠାରୁ ପାକିସ୍ତାନ କିଣିଲା ଜେ-୧୦ସି
ଇସଲାମାବାଦ: ବନ୍ଧୁ ଚାଇନା ଠାରୁ ଶେଷରେ ପାକିସ୍ତାନ ଅତ୍ୟାଧୁନିକ ଯୁଦ୍ଧ ବିମାନ ଜେ-୧୦ସି ହାସଲ କରିଛି। ଏହି ଯୁଦ୍ଧ ବିମାନକୁ ପାକିସ୍ତାନ ତା’ର ବାୟୁସେନାରେ ସାମିଲ କରି ଶକ୍ତି ବୃଦ୍ଧି କରିଥିବା ଦାବି କରିଛି। ଚାଇନା ନିର୍ମିତ ଜେ-୧୦ସି ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରିବା ପାଇଁ!-->…
ଆମେ ପାଲଟା କଟକଣା ଲଗାଇଲେ ପରିସ୍ଥିତି ଅସମ୍ଭାଳ ହେବ : ପୁଟିନ
ନୂଆଦିଲ୍ଲୀ: ପଶ୍ଚିମ ଦେଶକୁ ଧମକାଇଲା ରୁଷ। ୟୁକ୍ରେନ୍ ବିରୋଧରେ ଯୁଦ୍ଧକୁ ବିରୋଧ କରି ରୁଷ ବିପକ୍ଷରେ ପଶ୍ଚିମ ଦେଶମାନେ ମିଳିତ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ପ୍ରତିବନ୍ଧକ ବିରୋଧରେ ମୁହଁ ଖୋଲିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମରି ପୁଟିନ। ସେ କହିଛନ୍ତି ଯେ, ଆମେ ପାଲଟା କଟକଣା ଲଗାଇଲେ!-->…
୫୦୦ କିଲୋଗ୍ରାମର ବୋମା ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟୁ
କିଭ୍: ୟୁକ୍ରେନ୍ର ସୁମି ସହରରେ ଏକ ଆବାସିକ କୋଠାରେ ଏକ ୫୦୦ କିଲୋଗ୍ରାମର ବୋମା ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ରୁଷ ସେନା ଏହି ବୋମା ପକାଇଛି। ୟୁକ୍ରେନ୍ର ସଂସ୍କୃତି ଓ ସୂଚନା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।ମନ୍ତ୍ରାଳୟ!-->…
ଭିଡିଓ ଜାରି କରି ନିଜର ଠିକଣା ସମ୍ପର୍କରେ ପୂରା ବିଶ୍ୱକୁ ସୂଚନା ଦେଲେ ଜେଲେନସ୍କି
କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୀଷଣ ଯୁଦ୍ଧ ଆଜି ୧୩ତମ ଦିନରେ ପହଞ୍ଚିଛି। ୧୩ ଦିନ ହେଲାଣି ରୁଷ ସେନା ୟୁକ୍ରେନ ଉପରେ ହମଲା କରୁଥିଲେ ମଧ୍ୟ ରାଜଧାନୀ କିଭ୍କୁ ଦଖଲ କରିପାରି ନାହାନ୍ତି। ୟୁକ୍ରେନ ସେନା ଓ ସାଧାରଣ ଲୋକ ବ୍ୟାପକ କ୍ଷୟକ୍ଷତି ସତ୍ତ୍ୱେ ରୁଷକୁ କଡ଼ା ଜବାବ!-->…
ଯୁଦ୍ଧବିଧ୍ବସ୍ତ ୟୁକ୍ରେନରୁ ଏକାକୀ ୧୪ ଶହ କିମି ଗଲେ ୧୧ ବର୍ଷର ବାଳକ
କିଭ୍: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରୁ ପୁଣି ଗୋଟିଏ ଭାବବିହ୍ୱଳ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ରୁଷର ପ୍ରଚଣ୍ଡ ଆକ୍ରମଣ ଯୋଗୁ ଜଣେ ୧୧ ବର୍ଷୀୟ ବାଳକ ତାଙ୍କ ବାପା ମା’ଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି। ପିଲାଟିର ଭବିଷ୍ୟତ ପାଇଁ ବାପା ମା’ ତାଙ୍କୁ ୟୁକ୍ରେନର ସୀମାନ୍ତ ଦେଶକୁ ଏକାକୀ!-->…
ପଶ୍ଚିମ ଦେଶର ୨୨ ଜଣ ରାଷ୍ଟ୍ରଦୂତଙ୍କୁ ତୀବ୍ର ସମାଲୋଚନା କଲେ ଇମ୍ରାନ
ଇସଲାମାବାଦ: ପାକିସ୍ତାନ ଅବସ୍ଥାପିତ ପଶ୍ଚିମ ଦେଶର ୨୨ ଜଣ ରାଷ୍ଟ୍ରଦୂତଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଗତ ସପ୍ତାହରେ ଏହି ପଶ୍ଚିମ ଦେଶର ୨୨ ରାଷ୍ଟ୍ରଦୂତ ମିଳିତ ଭାବେ ଇମ୍ରାନ ଖାନଙ୍କୁ ଚିଠି ଲେଖିଥିଲେ। ଏଥିସହ ରୁଷ ପକ୍ଷରୁ ୟୁକ୍ରେନରେ ଚାଲିଥିବା!-->…
ଆଣବିକ ପାୱାର୍ ପ୍ଲାଣ୍ଟ୍ରେ ଆକ୍ରମଣ ପରେ ଚିନ୍ତାରେ ସାରା ବିଶ୍ୱ
ନୂଆଦିଲ୍ଲୀ: ୟୁକ୍ରେନ୍ରେ ଥିବା ‘ଜାପୋରିଝ୍ଝିଆ ଆଣବିକ ପାୱାର୍ ପ୍ଲାଣ୍ଟ୍ରେ ଋଷ ସେନାର ଆକ୍ରମଣ ଯୋଗୁଁ ଏବେ ନିଆଁ ଲାଗିଯାଇଛି | ଆଉ ୟୁରୋପ୍ର ସବୁଠୁ ବଡ଼ ଆଣବିକ ପାୱାର୍ ପ୍ଲାଣ୍ଟ୍ ଉପରେ ଆକ୍ରମଣକୁ ନେଇ ସମଗ୍ର ବିଶ୍ୱର ଚିନ୍ତା ବଢିଯାଇଛି । କାରଣ ଏହା ଦ୍ୱାରା ତେଜସ୍କ୍ରିୟ!-->…
ରୁଷ ଯୁଦ୍ଧ ଅପରାଧର ତଦନ୍ତ ହେବ : ଜାତିସଂଘ ମାନବ ଅଧିକାର କମିଶନ ; ଭୋଟଦାନରୁ ପୁଣି ବିରତ ରହିଲା ଭାରତ
ନୂଆଦିଲ୍ଲୀ : ମିଳିତ ଜାତିସଂଘ ମାନବ ଅଧିକାର କମିଶନ (ୟୁଏନଏଚଆରସି) ବୈଠକରେ ୟୁକ୍ରେନରେ ରୁଷ ଚଳାଇଥିବା ଯୁଦ୍ଧ ଅପରାଧଗୁଡ଼ିକର ତଦନ୍ତ ପାଇଁ ଏକ ନିରପେକ୍ଷ ଅନ୍ତର୍ଜାତୀୟ ତଦନ୍ତ କମିଶନ ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ବୈଠକରେ ଅନୁଷ୍ଠିତ ଭୋଟଦାନରୁ ଭାରତ ବିରତ!-->…