Browsing Category

ବିଦେଶ

ମିନି ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ଚାଲିଗଲା ୧୧ ଜୀବନ

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ମିନି ବସ୍ ଏବଂ ଟ୍ରକ ଧକ୍କା ହେବାରୁ ଅତିକମରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣା କାଜୁଲୁ-ନେଟାଲ ପ୍ରାନ୍ତରେ ଡରବନ ସହର ନିକଟରେ ହୋଇଛି । ଦକ୍ଷିଣ ଆଫ୍ରିକା ସରକାରୀ ଅଧିକାରୀ ଏବଂ ଆପତ୍ତକାଳୀନ ସେବା

ଆମେରିକାରେ ବରଫ ଝଡ଼, ଗଲାଣି ୪୦ରୁ ଅଧିକ ଜୀବନ

ଆମେରିକା : ଆମେରିକାରେ ଗତ ଜାନୁଆରୀ ୨୫ତାରିଖରୁ ଆରମ୍ଭ ହୋଇଥିବା ବରଫ ଝଡ ଏବେ ଅଧିକ ଘାତକ ହେବାରେ ଲାଗିଲାଣି । ଏହା ଏବେସୁଦ୍ଧା ୪୨ଟି ଜୀବନ ନେଇ ସାରିଥିବା ବେଳେ ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି । ପ୍ରବଳ ବରଫପାତ ସାଙ୍ଗକୁ ହାଡ଼ଭଙ୍ଗା ଶୀତରେ ୪୦ ଟପିଲାଣି ମୃତ୍ୟୁ ସଂଖ୍ୟା ।

ଆମେରିକାରେ ତୁଷାରପାତ ତାଣ୍ଡବ, ୩୦ ମୃତ

ନୂଆଦିଲ୍ଲୀ: ସୋମବାର ଦିନ ଆମେରିକାରେ ଦେଖାଦେଇଛି ଭୟଙ୍କର ଶୀତକାଳୀନ ଝଡ଼ । ଉତ୍ତର-ପୂର୍ବରେ ପ୍ରବଳ ତୁଷାରପାତ ଏବଂ ଦକ୍ଷିଣ ରାଜ୍ୟଗୁଡ଼ିକରେ ପ୍ରବଳ ଥଣ୍ଡା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଥଣ୍ଡାରେ କମ୍ପୁଛନ୍ତି । ବିଭିନ୍ନ ରାଜ୍ୟରୁ ମିଳିଥିବା ରିପୋର୍ଟ ଅନୁସାରେ, ଏହି ଝଡ଼ ଜନିତ ମୃତ୍ୟୁ

ସିରିୟା ISIS ଆଡ୍ଡା ଉପରେ ଆମେରିକାର ଏୟାରଷ୍ଟ୍ରାଇକ

ନୂଆଦିଲ୍ଲୀ : ଆଇଏସର ଆତଙ୍କବାଦୀଙ୍କ ଉପରେ ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି ଆମେରିକା । ଆମେରିକା ଆଇଏସର ଅନେକ ଠିକଣା ଉପରେ ମିସାଇଲ ମାଡ଼ କରିଛି । ଗତ ମାସରେ ଆମେରିକାର ତିନି ଜଣ ନାଗରିକଙ୍କୁ ହତ୍ୟା ପରେ ଶନିବାର ସିରିୟାରେ ୟୁଏସର ଏହି ଅପରେସନ କରିଛି । ୟୁଏସ ସେଣ୍ଟ୍ରାଲ୍

ଭେନେଜୁଏଲାରୁ ଆମେରିକାରେ ସିଧାସଳଖ ପହଞ୍ଚିବ ୫୦ ମିଲିୟନ ବାରେଲ ତେଲ: ଟ୍ରମ୍ପ

ଭେନେଜୁଏଲା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାକୁ ନେଇ ବଡ଼ ଘୋଷଣା କରିଛନ୍ତି । ଭେନେଜୁଏଲା ତେଲ ଉପରେ ଆମେରିକାର କବଜା କରିଛି ଘୋଷଣା କଲେ ଟ୍ରମ୍ପ । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ସେନା ଗିରଫ କରିବା ପରେ, ବର୍ତ୍ତମାନ ସେଠାକାର ତୈଳ

ଲିକ୍ ହେଲା ଟ୍ରମ୍ପଙ୍କ ‘ମିଲିଟାରୀ ପ୍ଲାନ୍’!, ଗ୍ରୀନଲ୍ୟାଣ୍ଡରେ ହେବ ବିଶାଳ ସାମରିକ ବେସ୍

ଆମେରିକା : ଗ୍ରୀନଲ୍ୟାଣ୍ଡରେ ଟ୍ରମ୍ପଙ୍କ ବଡ଼ ‘ସାମରିକ’ ଚାଲ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡ କିଣିବା ପ୍ରସ୍ତାବ କେବଳ ଏକ ବ୍ୟାପାରିକ ଚୁକ୍ତି ନୁହେଁ । ବରଂ ଏହା ପଛରେ ରହିଛି ଏକ ବଡ଼ ସାମରିକ ଅଭିଯାନ । ୟୁରୋପୀୟ ଦେଶଗୁଡ଼ିକ ଏହାକୁ ବିରୋଧ କରୁଥିବା

ଏୟାରଷ୍ଟ୍ରାଇକ ପରେ ଭେନେଜୁଏଲା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ଆମେରିକା ଦ୍ବାରା ଅଟକ; ଟ୍ରମ୍ପ

ଆମେରିକା : ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଭେନେଜୁଏଲା ରାଜଧାନୀ କାରାକାସର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଛି । ଭେନେଜୁଏଲା ସରକାର ଆମେରିକା ଉପରେ ନିଜର ନାଗରିକ ଏବଂ ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ନେଇ ଆମେରିକାକୁ ନିନ୍ଦା କରିଛି । ଏହାରି ଭିତରେ ଆମେରିକାଅ

ମେକ୍ସିକୋରେ ୬.୫ ତୀବ୍ରତାର ଭୂମିକମ୍ପ, ୨ ମୃତ

ମେକ୍ସିକୋ: ମେକ୍ସିକୋର ଅନେକ ଅଞ୍ଚଳକୁ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଦକ୍ଷିଣ ଏବଂ ମଧ୍ୟ ମେକ୍ସିକୋରେ ଘଟିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ରହିଥିଲା, ଯାହାକୁ ଶକ୍ତିଶାଳୀ ଏବଂ ସମ୍ଭାବ୍ୟ ବିପଜ୍ଜନକ ବୋଲି ବିବେଚନା କରାଯାଉଛି। ଭୂମିକମ୍ପ ଏତେ ଶକ୍ତିଶାଳୀ

ବିକ୍ଷୋଭକାରୀଙ୍କ ଉପରେ ଆକ୍ରମଣ ବନ୍ଦ ନ କଲେ ହସ୍ତକ୍ଷେପ କରିବୁ: ଇରାନକୁ ଚେତାବନୀ ଦେଲେ ଟ୍ରମ୍ପ

ୱାଶିଂଟନ: ଡଲାର ତୁଳନାରେ ଇରାନ ମୁଦ୍ରା ରିଆଲର ବିନିମୟ ମୂଲ୍ୟ ସବୁଠାରୁ ନିମ୍ନସ୍ତରରେ ପହଞ୍ଚିଥିବାରୁ ଇରାନରେ ବିଗତ କିଛି ଦିନ ହେଲା ଜୋରଦାର ବିକ୍ଷୋଭ ପ୍ରଦର୍ଶିତ ହେଉଛି। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଇରାନ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଥିରେ ୧୦

ୟେମେନରେ ସାଉଦିଆରବର ଭୟଙ୍କର ଏୟାର ଷ୍ଟ୍ରାଇକ, ୨୦ ମୃତ

ୟେମେନ: ୟେମେନରେ ଭୟଙ୍କର ଏୟାର ଷ୍ଟ୍ରାଇକ । ସାଉଦିଆରବର ଆକ୍ରମଣରେ ୨୦ ମୃତ । ଦୁଇ ଦେଶ ମଧ୍ୟରେ ବଢ଼ିଲା ଯୁଦ୍ଧ ଆଶଙ୍କା । ୟେମେନରେସାଉଦି ଆରବ ନେତୃତ୍ୱାଧୀନ ମିଳିତ ବାହିନୀ ପକ୍ଷରୁ ବଡ଼ ଧରଣର ବିମାନ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ପ୍ରାୟ ୨୦ ଜଣ