Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ପାକିସ୍ତାନର ପାଲଟା ଜବାବ, ଇରାନର ଆତଙ୍କୀ ଠିକଣା ଉପରେ ଏୟାରଷ୍ଟ୍ରାଇକ୍…
ଇରାନ ଏୟାର୍ଷ୍ଟ୍ରାଇକ୍ର ପ୍ରତିଶୋଧ ନେଲା ପାକିସ୍ତାନ। ଦେଲା ପାଲଟା ଜବାବ। ଇରାନ୍ର ଅନେକ ଆତଙ୍କୀ ଠିକଣା ଉପରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଛି। ବାଲୁଚିସ୍ତାନ ଲିବରେସନ୍ ଫ୍ରଣ୍ଟ ଏବଂ ବାଲୁଚିସ୍ତାନ ଲିବରେସନ୍ ଆର୍ମି ପୋଷ୍ଟ ଉପରେ ପାକିସ୍ତାନ ଆକ୍ରମଣ କରିଥିବା…
ସର୍ଜିକାଲ ଷ୍ଟ୍ରାଇକ୍ ପରେ ଖରାପ ହେଲା ପାକିସ୍ତାନ-ଇରାନ ସଂପର୍କ…
ଇସ୍ଲାମାବାଦ: ପାକିସ୍ତାନ ଉପରେ ଇରାନର ସର୍ଜିକାଲ ଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି । ଇରାନରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ। ଏହା ସହିତ ପାକିସ୍ତାନରେ ଅବସ୍ଥାପିତ ଇରାନୀ ରାଷ୍ଟ୍ରଦୂତଙ୍କୁ…
ମଝି ଆକାଶରେ କ୍ରୁ ସଦଦ୍ୟଙ୍କୁ କାମୁଡ଼ି ଦେଲେ ଯାତ୍ରୀ, ଅଧାରାସ୍ତାରୁ ଫେରିଗଲା ବିମାନ
ଦିନକୁ ଦିନ ବିମାନ ଭିତରେ ହିଂସକ ହୋଇପଡୁଛନ୍ତି ଯାତ୍ରୀ। ଏପରିକି କ୍ରୁ ସଦସ୍ୟଙ୍କୁ ମାଡ ମାରିବାକୁ ମଧ୍ୟ ପଛାଉ ନାହାନ୍ତି। ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ବିମାନ ବିଳମ୍ବ ହେବା ପରେ ପାଇଲଟଙ୍କୁ ଜଣେ ଯାତ୍ରୀ ଚାପୁଡା ମାରିବ ଘଟଣା ପରେ ଏବେ ସେଭଳି ଆଉ ଏକ ଘଟଣା…
ଭାରତ ଏକ ଅସାଧାରଣ ସଫଳତାର କାହାଣୀ: ଆମେରିକା ବୈଦେଶିକ ସଚିବ ବ୍ଲିଙ୍କେନ୍
ଡାଭୋସ୍: ଭାରତକୁ ଏକ ଅସାଧାରଣ ସଫଳତାର କାହାଣୀ ବୋଲି ବର୍ଣ୍ଣନା କରି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ବୁଧବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଏବଂ କାର୍ଯ୍ୟକ୍ରମ ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ…
ଟେକ୍ ଅଫ୍ ବେଳେ ରନ୍ଓ୍ୱେରେ ଧକ୍କା ହେଲା ଦୁଇ ଯାତ୍ରୀବାହୀ ବିମାନ
ଟେକ୍ ଅଫ୍ ବେଳେ ରନ୍ଓ୍ୱେରେ ଧକ୍କା ହେଲା ଦୁଇ ଯାତ୍ରୀବାହୀ ବିମାନ। ଅଳ୍ପକେ ବର୍ତ୍ତିଲେ ୨୮୦ରୁ ଅଧିକ ଯାତ୍ରୀ। ଜାପାନ ବିମାନ ବନ୍ଦରରେ ଘଟିଛି ଏଭଳି କିଛି ଅଘଟଣ। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।
ଏଏଫ୍ପିର ସୂଚନା ମୁତାବକ, ମଙ୍ଗଳବାର ଜାପାନର ଉତ୍ତର…
ଇସ୍ରାଏଲର ଗୁପ୍ତଚର ମୁଖ୍ୟାଳୟ ଉପରେ ଇରାନର ମିସାଇଲ ଆକ୍ରମଣ; ୪ ମୃତ
ପାଲେଷ୍ଟାଇନ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପାଇଁ ଅଡୁଆ ବଢିଛି। ଗତକାଲି ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ। ଇରାକରେ ଥିବା ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦର ମୁଖ୍ୟାଳୟକୁ ଟାର୍ଗେଟ କରି ମିସାଇଲ୍ ଆଟାକ୍ କରିଛି ଇନାର। ଏଥିରେ ଚାରି ଜଣଙ୍କର…
ଆମେରିକା ରାଷ୍ଟ୍ରପତି ରେସ୍ରୁ ଓହରିଲେ ରାମସ୍ୱାମୀ
ଆମରିକାର ରାଷ୍ଟ୍ରପତି ଦୌଡୁରୁ ଓହରିଲେ ଭାରତୀୟ ବଂଶଦ୍ଭୋବ ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ୱାମୀ। ଆମେରିକାରେ ହେବାକୁ ଥିବା ୨୦୨୪ ରାଷ୍ଟ୍ରପତି ନିର୍ବାଚନରୁ ସେ ହଟିଥିବା ନେଇ ଘୋଷଣା କରିଛନ୍ତି।
ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।…
ଆମେରିକାରେ ମିଳିଲା ୨ ଭାରତୀୟ ଛାତ୍ରଙ୍କ ମୃତଦେହ
ନୂଆଦିଲ୍ଲୀ: ନିକଟରେ ଆମେରିକା ଯାଇଥିବା ଦୁଇ ଜଣ ଭାରତୀୟ ଛାତ୍ରଙ୍କ ଆମେରିକାର କନେକ୍ଟିକଟ୍ ସ୍ଥିତ ବାସଭବନରୁ ମିଳିଛି। ଉଭୟ ଛାତ୍ର ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବାସିନ୍ଦା ଥିବା ଜଣାପଡ଼ିଛି । ସେମାନେ ହେଲେ ତେଲେଙ୍ଗାନାର ବନପାର୍ଥିର ଜି ଦିନେଶ (୨୨) ଓ…
ପୁଣି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ…
ସିଓଲ୍: ପୂର୍ବ ଉପକୂଳ ସମୁଦ୍ର ମଧ୍ୟକୁ ଉତ୍ତର କୋରିଆ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଆଜି ଦକ୍ଷିଣ କୋରିଆ କହିଥିବା କଥା ନିଉଜ୍ ଏଜେନ୍ସି ‘ଏପି’ ରିପୋର୍ଟ କରିଛି।
ଦକ୍ଷିଣ କୋରିଆର ଜଏଣ୍ଟ୍ ଚିଫ୍ସ୍ ଅଫ୍ ଷ୍ଟାଫ୍ ଏ କଥା ଘୋଷଣା…
ପାକିସ୍ତାନରେ ବିସ୍ଫୋରଣ: ୫ ଯବାନ ମୃତ…
ପାକିସ୍ତାନର ବଲୁଚିସ୍ତାନର କେଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ ୫ ଜଣ ଯବାନ ନିହତ ହୋଇଛନ୍ତି। ଯବାନମାନେ ଏକ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଥିଲେ।
ଏହି ବିସ୍ଫୋରଣ ପରେ ଅନ୍ୟ ଯବାନମାନେ ତୁରନ୍ତ…