Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଇମରାନ ଖାନଙ୍କ ପତ୍ନୀଙ୍କ ପଛରେ ପଡ଼ିଛନ୍ତି ଆସିମ ମୁନିର ! ପାକିସ୍ତାନ ପୂର୍ବତନ ପିଏମଙ୍କ ସାଂଘାତିକ ଖୁଲାସା
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରୀକ-ଏ-ଇନସାଫ (PTI) ନେତା ଇମରାନ ଖାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କ ବିରୋଧରେ ଗୁରୁତର ଓ ବ୍ୟକ୍ତିଗତ ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଜେନେରାଲ ମୁନିର ତାଙ୍କୁ ଇଣ୍ଟର-ସର୍ଭିସେସ!-->…
ଟ୍ରମ୍ପ ପ୍ରଶାସନ ବିରୋଧରେ ଖୋଲାଖୋଲି ସ୍ଵର ଉତ୍ତୋଳନ କଲେ ମସ୍କ
ଓ୍ବାଶିଂଟନ: ଟେସ୍ଲା ମୁଖ୍ୟ ଏଲନ ମସ୍କ ଏବେ ଖୋଲାଖୋଲି ଭାବରେ ଟ୍ରମ୍ପ ପ୍ରଶାସନକୁ ବିରୋଧ କରୁଛ୍ତି। ଟ୍ରମ୍ପ ପ୍ରଶାସନ ଦ୍ୱାରା ଆଗତ ଟିକସ ବିଲ୍କୁ ମସ୍କ ତୀବ୍ର ସମାଲୋଚନା କରିଛନ୍ତି। ନିକଟରେ ମସ୍କ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଟ୍ରମ୍ପ ପ୍ରଶାସନର ଟିକସ!-->…
୧୨ ଦେଶକୁ ଆମେରିକା ମନା, ୭ ଦେଶ ଉପରେ ଆଂଶିକ କଟକଣା
ଓ୍ବାଶିଂଟନ: ବିଦେଶୀ ନାଗରିକଙ୍କ ପାଇଁ ଆମେରିକାରେ କଟକଣା। ୧୨ ଦେଶର ଲୋକଙ୍କୁ ଆମେରିକା ମନା। ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ। ଏଥିସହ ଅନ୍ୟ ୭ଟି ଦେଶରୁ ଆସୁଥିବା ଲୋକଙ୍କ ଉପରେ ଆଂଶିକ କଟକଣା ଲାଗୁ କରାଯାଇଛି। ଏ ସମ୍ପର୍କିତ ନୂଆ ଘୋଷଣାପତ୍ର ଜାରି କରିଛି ଟ୍ରମ୍ପ!-->…
ଗାଜା ଏବଂ ବିଦେଶରେ ଥିବା ହମାସ ନେତାମାନଙ୍କୁ ନିପାତ କରିବା ପାଇଁ ଇସ୍ରାଏଲର ଯୋଜନା
ଜେରୁଜେଲମ: ଗାଜାରେ ନିଜର ଅଭିଯାନ ଆରମ୍ଭ କରିବା ପରଠାରୁ, ଇସ୍ରାଏଲ ଅନେକ ହମାସ ନେତା ଏବଂ କମାଣ୍ଡରଙ୍କୁ ଟାର୍ଗେଟ କରିସାରିଛି ଏବଂ ଗାଜାରେ ଥିବା ପ୍ରାୟ ସମସ୍ତ ବରିଷ୍ଠ ହମାସ ଅଧିକାରୀଙ୍କୁ ମଧ୍ୟ ହତ୍ୟା କରିଛି। ଏକ ସାମ୍ପ୍ରତିକ ରିପୋର୍ଟରୁ ଜଣାପଡିଛି ଯେ, ଇସ୍ରାଏଲ ଏବେ ଗାଜା ଏବଂ!-->…
ପାକ୍ ଆତଙ୍କବାଦୀର ରହସ୍ୟଜନକ ମୃତ୍ୟୁ
ଇସ୍ଲାମାବାଦ : ପାକିସ୍ତାନୀ ଆତଙ୍କବାଦୀଙ୍କ ରହସ୍ୟମୟ ମୃତ୍ୟୁ ଜାରି ରହିଛି । ଏବେ ଏହି ତାଲିକାରେ ଜୈଶ-ଏ-ମହମ୍ମଦର ଜଣେ ଶୀର୍ଷ କମାଣ୍ଡର ଅବଦୁଲ ଅଜିଜ ଏସାରର ନାମ ଯୋଡା ଯାଇଛି। ପାକିସ୍ତାନର ପଞ୍ଜାବ ଜିଲ୍ଲାରେ ରହସ୍ୟମୟ ପରିସ୍ଥିତିରେ ତାହାର ମୃତଦେହ ମିଳିଛି।
ଅବଦୁଲ ଅଜିଜ ଏସାର ଭାରତ!-->!-->!-->…
ଅପରେସନ ସିନ୍ଦୂରରେ ୨୦ ନୁହେଁ ଧ୍ୱଂସ ପାଇଛି ଆତଙ୍କୀସ୍ତାନର ୨୮ ଠିକଣା
ଇସ୍ଲାମ୍ବାଦ୍: ପାକିସ୍ତାନର ଦସ୍ତାବିଜରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ତଥ୍ୟ, ଯେଉଁଥିରେ ଦାବି କରାଯାଇଛି ଯେ ଭାରତର ଅପରେସନ୍ ସିନ୍ଦୂର ମେ ୭ ତାରିଖରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ବ୍ୟତୀତ ଅନ୍ୟ ଆଠଟି ସ୍ଥାନରେ ଭାରତୀୟ!-->…
ରୁଷିଆରେ ଆଳୁ ସଙ୍କଟ: ଚିନ୍ତାରେ ପୁଟିନ୍
ମସ୍କୋ:ୟୁକ୍ରେନ ପକ୍ଷରୁ ରୁଷିଆ ଉପରେ ଡ୍ରୋନ୍ ଆକ୍ରମଣ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଅସ୍ଥିର କରିଦେଇଛି। ଆକ୍ରମଣ ଏପରି ଥିଲା ଯେ, ଏହା ରୁଷିଆର ଆଭ୍ୟନ୍ତରରେ ପହଞ୍ଚିଥିଲା। ଯାହାକୁ ନେଇ ରୁଷିଆ କଳ୍ପନା ମଧ୍ୟ କରି ନଥିଲା।
କିନ୍ତୁ ଏବେ ବିଶ୍ୱର ସବୁଠାରୁ ଅଧିକ ଆଳୁ ଖାଉଥିବା ଦେଶ!-->!-->!-->…
୩ ବର୍ଷ ମଧ୍ୟରେ ରୁଷ୍ର ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ: ୧୨ ୟୁକ୍ରେନ ସୈନିକ ମୃତ, ୬୦ରୁ ଊର୍ଦ୍ଧ୍ବ ଆହତ
କିଭ୍: ୟୁକ୍ରେନ ସେନା ରୁଷ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଥିବା ଦାବି ପରେ ପରେ ଋଷ ପକ୍ଷରୁ ୟୁକ୍ରେନ ଉପରେ ଭୟଙ୍କର ଆକ୍ରମଣ କରାଯାଇଥିବା କୁହାଯାଇଛି |ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗତ ତିନି ବର୍ଷ ମଧ୍ୟରେ ୟୁକ୍ରେନ ଉପରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି ରୁଷ୍ ବୋଲି!-->…
ଗାଜା ଉପରେ ଇସ୍ରାଏଲର ପୁଣି ଆକ୍ରମଣ: ୪୦ ମୃତ, ଶତାଧିକ ଆହତ ସୂଚନା
ନୂଆଦିଲ୍ଲୀ: ପୁଣି ଆକ୍ରମଣରେ ଥରିଲା ଗାଜା । ଗାଜାରେ ଇସ୍ରାଏଲର ବଡ଼ ଆକ୍ରମଣ । ପାଲେଷ୍ଟାଇନର ଔଷଧ ସାମଗ୍ରୀ ବଣ୍ଟନ କେନ୍ଦ୍ର ନିକଟରେ ଇସ୍ରାଏଲର ଆକ୍ରମଣରେ ପ୍ରାୟ ୪୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ଆହତ ହୋଇଥିବା ଖବର ରହିଛି । ଗୁରୁତର ଆହତ!-->…
ଇରାନ ପରମାଣୁ ବୋମା ତିଆରି କରିବାକୁ ଯାଉଛି : ଆଇଏଇଏ
ତେହେରାନ : ଇରାନରୁ ଆସୁଥିବା ରିପୋର୍ଟ ସାରା ବିଶ୍ୱର ଉତ୍ତେଜନାକୁ ପୁଣି ଥରେ ବୃଦ୍ଧି କରିଛି। ଜାତିସଂଘର ପରମାଣୁ ସୁରକ୍ଷା ସଂସ୍ଥା ଆଟମିକ୍ ଏନର୍ଜି ଏଜେନ୍ସି (ଆଇଏଇଏ)ର ଏକ ଗୁପ୍ତ ରିପୋର୍ଟ ଅନୁଯାୟୀ, ତେହେରାନ ଅସ୍ତ୍ର-ଗ୍ରେଡ୍ ୟୁରାନିୟମର ଷ୍ଟକ୍ ଆହୁରି ବୃଦ୍ଧି କରିଛି, ଅର୍ଥାତ୍ ପରମାଣୁ!-->…