Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ପାକିସ୍ତାନର ନୂଆ ଡ୍ରାମା, ଚାମ୍ପିଅନ୍ସ ଟ୍ରଫି ଡ୍ୟୁଟି କରିବାକୁ ମନା କରିବାରୁ ୧୦୦ ପୋଲିସକର୍ମୀ ବହିଷ୍କୃତ
ପାକିସ୍ତାନ ଦୀର୍ଘ ୨୭ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରୁଛି । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ବିବାଦରେ ରହିଛି । ଏବେ ପୁଣି ଚାମ୍ପିଅନ୍ସ ଟ୍ରଫି ସହିତ ଜଡିତ ନୂଆ ବିବାଦ ସାମ୍ନାକୁ ଆସିଛି । ପାକିସ୍ତାନର ପଞ୍ଜାବ ପ୍ରାନ୍ତରୁ ୧୦୦ରୁ ଅଧିକ ପୋଲିସକର୍ମୀଙ୍କୁ!-->…
ଋଷିଆ-ୟୁକ୍ରେନ୍ ଯୁଦ୍ଧ: ଟ୍ରମ୍ପଙ୍କ ହସ୍ତକ୍ଷେପ, ୩ ବର୍ଷ ପରେ ଯୁଦ୍ଧ ନେଉଛି ନୂଆ ମୋଡ଼
ମସ୍କୋ: ଦୀର୍ଘ ୩ ବର୍ଷ ହେବ ଚାଲିଆସିଥିବା ଯୁଦ୍ଧ ନୂଆ ମୋଡ ନେବାରେ ଲାଗିଛି । ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଯୁଦ୍ଧ ବନ୍ଦ ହେବା ନେଇ ଆଶଂକା ଯେତିକି ବଢିଛି, ସ୍ଥିତି ସେତେକି ଜଟିଳ ହେବାରେ ବି ଲାଗିଛି । ଗତ ୨୪ ଫେବୃଆରୀ ଦିନ ଜାତିସଂଘ ସାଧାରଣ!-->…
ଗୀତା ଛୁଇଁ ଏଫବିଆଇ ନିର୍ଦେଶକ ଭାବେ ଶପଥ ନେଲେ କାଶ ପଟେଲ
ଭାରତୀୟ ବଂଶଜ ତଥା ଡୋନାଲ୍ଡ ଟ୍ରମ୍ପଙ୍କ ବିଶ୍ଵସ୍ତ କାଶ ପଟେଲ ଶନିବାର ସଂଘୀୟ ତଦନ୍ତକାରୀ ବ୍ୟୁରୋ(ଏଫବିଆଇ) ନିର୍ଦେଶକ ଭାବେ ଶପଥ ଗ୍ରହଣ କରିଛନ୍ତି। ପବିତ୍ର ଗ୍ରନ୍ଥ ଭଗବତ ଗୀତାକୁ ଛୁଇଁ ସେ ଶପଥ ନେଇଛନ୍ତି। ଏହା ସହିତ ସେ ଏଫବିଆଇର ନେତୃତ୍ଵ ନେବାରେ ୯ମ ବ୍ୟକ୍ତି ପାଲଟି ଯାଇଛନ୍ତି।!-->…
ୟୁକ୍ରେନ ବିନା କରାଯାଇଥିବା ବୁଝାମଣାକୁ ମାନିବୁ ନାହିଁ : ଜେଲେନସ୍କି
କିବ୍ : ଋଷ ଓ ୟୁକ୍ରେନ ମଧ୍ୟରେ ଗତ କିଛି ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ଏବଂ ଅସ୍ତ୍ରବିରତି ଚୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ମଙ୍ଗଳବାର (ଫେବୃଆରୀ ୧୮) ସାଉଦି ଆରବର ରିୟାଦରେ ରୁଷ୍ ଏବଂ ଆମେରିକୀୟ କୂଟନୀତିଜ୍ଞମାନେ ବୈଠକ କରୁଛନ୍ତି। ରୁଷ କହିଛି ଯେ ଆବଶ୍ୟକ ପଡ଼ିଲେ!-->…
ପୁଣି ଖଣ୍ଡ ଖଣ୍ଡ ହେବ ପାକିସ୍ତାନ : ମୌଲାନା ଫଜଲୁର
ଇସଲାମାବାଦ: ଇସଲାମିକ ଧର୍ମଗୁରୁ ତଥା ପାକିସ୍ତାନୀ ସାଂସଦ ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ୧୯୭୧ ମସିହାର ବିଭାଜନ କଥା ମନେ ପକାଇ ଦେଇଛନ୍ତି, ଯେତେବେଳେ ପୂର୍ବ ପାକିସ୍ତାନ ଭାଙ୍ଗି ବାଂଲାଦେଶ ହୋଇଯାଇଥିଲା। ସେ କହିଛନ୍ତି ଯେ ବେଲୁଚିସ୍ତାନ ପାକିସ୍ତାନରୁ ଅଲଗା ହୋଇପାରେ ।
ମୌଲାନା!-->!-->!-->…
ଗାଜା ଛାଡିବାକୁ ନିଷ୍ପତ୍ତି ନେଲା ହମାସ: ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଘୋଷଣା
ଗାଜା: ହମାସ ପାଲେଷ୍ଟାଇନର ଗାଜା ଷ୍ଟ୍ରିପକୁ ପାଲେଷ୍ଟାଇନୀ କର୍ତ୍ତୃପକ୍ଷ (ପିଏ)କୁ ହସ୍ତାନ୍ତର କରିବାକୁ ରାଜି ହୋଇଛି। ସ୍କାଏ ନ୍ୟୁଜ୍ ଆରବିୟାର ଏକ ରିପୋର୍ଟରେ ଏହି ଦାବି କରାଯାଇଛି। ପିଏ ହେଉଛି ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ପାଲେଷ୍ଟାଇନ ସରକାର। ଏହା ୧୯୯୩ ଓସଲୋ ଚୁକ୍ତି!-->…
ମୋଦି ଆମେରିକା ଗସ୍ତରେ ଥିବାବେଳେ ଭାରତୀୟଙ୍କୁ ବଡ଼ ଝଟକା ଦେଲେ ଟ୍ରମ୍ପ, ନେଲେ ବଡ଼ ନିଷ୍ପତ୍ତି
ୱାଶିଂଟନ, ୧୩।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପାଇଁ ଦୁଇ ଦିନିଆ ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି। ଏସବୁ ମଧ୍ୟରେ ଆମେରିକାରେ ରହୁଥିବା ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ!-->…
AI ଠାରୁ ସତର୍କ ରହିବା ଜରୁରୀ : ପ୍ରଧାନମନ୍ତ୍ରୀ ମୋଦୀ
ପ୍ୟାରିସ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ବହୁ ପ୍ରତୀକ୍ଷିତ ଏଆଇ ଆକ୍ସନ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମିଳିତ ଭାବେ ଅଧ୍ୟକ୍ଷତା କରିଛନ୍ତି। ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏଆଇ ଅନ୍ୟ!-->…
ଗାଜା ଷ୍ଟ୍ରିପ୍ ଦଖଲ କରିବାକୁ ସ୍ବତନ୍ତ୍ର ଯୋଜନା କରିଛନ୍ତି ଟ୍ରମ୍ପ
ୱାଶିଂଟନ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଡୋନାଲ୍ଡ ଟ୍ରମ୍ପ ଫେବ୍ରୁଆରି ୪ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ ଗାଜା ଷ୍ଟ୍ରିପରୁ ପାଲେଷ୍ଟାଇନମାନଙ୍କୁ ଅପସାରଣ କରି ପୁନଃନିର୍ମାଣ ପାଇଁ ଏକ ଯୋଜନା ଉପସ୍ଥାପନ କରିଛନ୍ତି। ଏହା ଅନ୍ତର୍ଗତ ୨୩ ଲକ୍ଷ!-->…
ବେଆଇନ ପ୍ରବାସୀ ଭାରତୀୟଙ୍କୁ ଦେଶରୁ ବିତାଡ଼ିତ କରିବା ଆରମ୍ଭ କଲା ଆମେରିକା
ଓ୍ବାଶିଂଟନ: ଅବୈଧ ପ୍ରବାସୀମାନଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଆମେରିକାରୁ ବହୁ ସଂଖ୍ୟକ ବେଆଇନ ପ୍ରବାସୀଙ୍କୁ ବିତାଡ଼ିତ କରାଯାଉଛି। ସୂଚନା ମୁତାବକ, ବର୍ତ୍ତମାନ ବେଆଇନ ଭାବେ ବାସ କରୁଥିବା ଭାରତୀୟମାନଙ୍କୁ ମଧ୍ୟ ଦେଶରୁ ବିତାଡ଼ିତ କରିବା!-->…