Browsing Category

ବିଦେଶ

ୟୁକ୍ରେନର ୧୦୦ଟି ସ୍ଥାନରେ ରୁଷର ପ୍ରଚଣ୍ଡ ଆକ୍ରମଣ

କିବ୍ : ରୁଷ୍ ୟୁକ୍ରେନ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଛି। ଏକାସାଙ୍ଗରେ ୟୁକ୍ରେନର ୧୦୦ ଟି ସ୍ଥାନରେ ଉପରେ ଆକ୍ରମଣ କରିଛି ରୁଷ ସେନା । କୃଷ୍ଣ ସାଗରର ଟିୟୁ-୯୫ ବୋମାବର୍ଷକ ବିମାନରୁ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରି ଏହି ଆକ୍ରମଣ କରାଯାଇଛି। ଗତ ୩ ବର୍ଷ ମଧ୍ୟରେ ଏହା

ଡୋନାଲ୍ଡ ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବର ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କଲେ ପଣ୍ଡିତ ଅମିତ ଭଟ୍ଟାଚାର୍ଯ୍ୟ

ବାରଣାସୀ ୧୫।୧ : କାଶୀ ବାସିନ୍ଦା ପ୍ରଶିଦ୍ଧ ସରୋଦ ବାଦକ ପଣ୍ଡିତ ଅମିତ ଭଟ୍ଟାଚାର୍ଯ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆମେରିକାର ଦ୍ୱିତୀୟବାର ନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମରେ ଯୋଗ

ଥମୁନି ନିଆଁ, OSCAR ଯାଏ ପହଞ୍ଚିଲା

ଜଳୁଛି ଜଙ୍ଗଲ। ନିଆଁ ଆଁରେ ପୋଡି ପାଉଶଁ ହୋଇଗଲାଣି ଘର ଦ୍ୱାର। ଦିନକୁ ଦିନ ଏହା କମିବା ବଦଳରେ ଆହୁରି ବିକରାଳ ରୂପ ଧରି ଆଗକୁ ବଢ଼ି ଚାଲିଛି। ଆମେରିକାର ଲସ୍‌ ଏଞ୍ଜଲିସ୍‌ରେ ଲାଗିଥିବା ଏହି ଭୟଙ୍କର ନିଆଁ ଏବେ ଓସ୍କାର ୨୦୨୫ ଯାଏଁ ପହଞ୍ଚିଗଲାଣି। ଏକାଡେମୀ ଆଓ୍ୱାର୍ଡ ମାର୍ଚ୍ଚ ୨

ବାଂଲାଦେଶ ଡେପୁଟି ହାଇ କମିଶନରଙ୍କୁ ସମନ କଲା ଭାରତ

ଭାରତ ଓ ବାଂଲାଦେଶ ମଧ୍ୟରେ ଲଗାତର ସମ୍ପର୍କ ତିକ୍ତ ହେବାରେ ଲାଗିଛି। ବଢ଼ିବାରେ ଲାଗିଛି ସୀମା ବିବାଦ। ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବହିଷ୍କାର କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ଥିବା ଜଣାପଡିଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ

ପାକିସ୍ତାନ କୋଇଲା ଖଣି ବିସ୍ଫୋରଣ – ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପାକିସ୍ତାନରେ ମିଥେନ୍ ଗ୍ୟାସ୍ ଯୋଗୁ ଏକ କୋଇଲା ଖଣିରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଗତକାଲି ବେଲୁଚିସ୍ତାନ ପ୍ରଦେଶର କୋଇଲା ଖଣିରୁ ଉଦ୍ଧାରକାରୀମାନେ ଆଉ ୭ଟି ମୃତଦେହ ଉଦ୍ଧାର କରିଥିଲେ। ପ୍ରଦେଶ ଖଣି ବିଭାଗର ମୁଖ୍ୟ ଅବଦୁଲ୍ଲା ଶାଓ୍ଵାନି କହିଛନ୍ତି,

ଥମୁନି ଆମେରିକାରେ ନିଆଁ, ହଜାର ହଜାର ପଶୁପକ୍ଷୀ ମୃତ

ଆମେରିକାରେ ଲସ୍ ଆଞ୍ଜେଲସରେ ଲାଗିଥିବା ନିଆଁରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରୁ ୫ ଜଣ ପାଲିସଡେସ୍ ଅଗ୍ନିଶମ ଜୋନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ଇଟନ୍ ଫାୟାର ଜୋନରୁ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଲସ୍ ଏଞ୍ଜେଲସ୍ ଆଖପାଖ ଅଞ୍ଚଳରେ ନିଆଁ ଜଳୁଛି, ଯେଉଁଥିରେ

୭.୧ ତୀବ୍ରତାରେ ଥରିଲା ନେପାଳ, ୯୭ ଜଣଙ୍କର ମୃତ୍ୟୁ, ଉଦ୍ଧାରକାର୍ଯ୍ୟ ଜାରି

ତିବ୍ଦତରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ବଢ଼ୁଛି ମୃତ୍ୟୁସଂଖ୍ୟା। ବିଭିନ୍ନ ସ୍ଥାନରେ ବୃହତ୍ତକାୟ କୋଠା ଭୁଶୁଡ଼ି ପ୍ରାୟ ୯୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏଥିରେ ଏପର୍ଯ୍ୟନ୍ତ ୧୩୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତାହତଙ୍କ

ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ

ନୂଆଦିଲ୍ଲୀ : କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ଖୁବଶୀଘ୍ର ଇସ୍ତଫା ଦେଇପାରନ୍ତି। ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ପଦ ସମେତ ଲିବେରାଲ ପାର୍ଟି ନେତା ପଦବୀରୁ ସେ ଇସ୍ତଫା ଦେବାର ସମ୍ଭାବନା ରହିଛି। ପ୍ରାୟ ଦେଢ଼ ମାସ ହେବ ନିଜ ଦଳର ନେତାମାନେ

ଚୀନରେ ଆଉ ଏକ ଭୂତାଣୁ ଆତଙ୍କ, ପବନ ବେଗରେ ବ୍ୟାପୁଛି; ହସ୍ପିଟାଲରେ ମିଳୁନି ଜାଗା

ଚୀନରୁ ଆରମ୍ଭ ହୋଇଥିବା କୋଭିଡ-୧୯ ଭାଇରସ ସମଗ୍ର ବିଶ୍ୱରେ ଯେଉଁ ଆତଙ୍କ ସୃଷ୍ଟି କରିଥିଲା, ତାହା ଏଯାଏଁ ମନରୁ ଲିଭିନି। ଏପଟେ ସେହି ଚୀନରେ ଦ୍ରୁତ ଗତିରେ ବ୍ୟାପୁଥିବା ଆଉ ଏକ ନୂଆ ଭାଇରସ୍ ପୁଣି ଚିନ୍ତା ବଢ଼ାଇଛି। ପିଲାଠୁ ବୁଢ଼ା ସମସ୍ତଙ୍କୁ ଏହି ନୂଆ ଭାଇରସ୍ ଆକ୍ରାନ୍ତ କରୁଛି। ହୁ ହୁ

ଗହଳି ଉପରେ ଗାଡ଼ି ଚଢ଼ାଇବା ପରେ ଗୁଳି ମାରିଲେ ଡ୍ରାଇଭର: ୧୦ ମୃତ, ୩୦ ଆହତ

ଜମି ଥିଲା ପ୍ରବଳ ଗହଳି। ନୂଆବର୍ଷ ପାଳନ କରୁଥିଲେ ଲୋକେ। ଏହି ସମୟରେ ଦ୍ରୁତଗତିରେ ମାଡ଼ି ଆସିଲା ଏକ ପିକ୍‌ଅପ୍‌ ଟ୍ରକ୍‌। କେହି କିଛି ଭାବିବା ପୂର୍ବରୁ ତାହା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ତା’ପରେ ଗାଡ଼ିରେ ବ୍ରେକ୍ ଦେଇଥିଲେ ଡ୍ରାଇଭର। ଆଉ ତଳକୁ ଓହ୍ଲାଇ କରିଥିଲେ ଗୁଳିମାଡ଼। ଏଥିରେ ୧୦