Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ମୁଖ୍ୟ ଚୟନକର୍ତ୍ତା ପଦରୁ ଇଞ୍ଜମାମ ଉଲ ହକଙ୍କ ଇସ୍ତଫା…
କରାଚୀ: ୨୦୨୩ ଦିନିକିଆ ବିଶ୍ୱକପରେ ପାକିସ୍ତାନ କ୍ରିକେଟ୍ ଦଳର ଖରାପ ପ୍ରଦର୍ଶନ ପରେ ପିସିବି(ପାକିସ୍ତାନ କ୍ରିକେଟ ବୋର୍ଡ)ରେ ଅଶାନ୍ତି ଦେଖାଦେଇଛି। ପାକିସ୍ତାନ କ୍ରିକେଟରେ ଏବେ ଆରୋପ-ପ୍ରତ୍ୟାରୋପ ଜାରି ରହିଥିବାବେଳେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି |…
ଧମକ ପରେ ବି ଗାଜାକୁ ସହାୟତା କରିବେ ଏଲନ୍ ମସ୍କ…
ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଦେଇଛି ଇସ୍ରାଏଲ। ଚାରିପୁଟି ଇସ୍ରାଏଲ ଗାଜାକୁ ଘେରି ରହିଛି। ଇସ୍ରାଏଲ ତରଫରୁ ଗାଜାକୁ ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ କରିଦିଆଯାଇଛି। ଏହାର ପ୍ରଭାବ ହମାସ ଆତଙ୍କୀଙ୍କ ବ୍ୟତୀତ ଗାଜାର…
ଫ୍ରିଜ୍ରୁ ବାହାରିଲା ଗୋଡ଼ହାତ ବନ୍ଧା ହୋଇଥିବା ଅନ୍ତଃସତ୍ତ୍ବା ମଡେଲ୍ଙ୍କ ଶବ…
ଲସ୍ ଏଞ୍ଜେଲେସ୍: ହାତଗୋଡ଼ ଓ ମୁହଁ ବନ୍ଧାଯାଇଥିବା ଅବସ୍ଥାରେ ଏକ ଆପାର୍ଟମେଣ୍ଟ୍ରେ ଥିବା ଫ୍ରିଜ୍ ଭିତରୁ ଉଦ୍ଧାର କରାଯାଇଥିବା ଜଣେ ମଡେଲ୍ଙ୍କ ଶବର ବ୍ୟବଚ୍ଛେଦ ରିପୋର୍ଟ ଶୁକ୍ରବାର ଦିନ ପ୍ରକାଶ କରାଯାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟ କରିଛି।
୩୧…
୧୫୦ ଅଣ୍ଡର ଗ୍ରାଉଣ୍ଡ ଟାର୍ଗେଟକୁ ଧ୍ୱଂସ କଲା ଇସ୍ରାଏଲ…
ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ବିରୋଧରେ ନିଜର ଆକ୍ରମଣକୁ ଜୋରଦାର କରିଛି ଇସ୍ରାଏଲ। ଗାଜା ଷ୍ଟ୍ରିପରେ ଏବେ ଇସ୍ରାଏଲ ସ୍ଥଳଭାଗରେ ହମଲା କରୁଥିବା ବେଳେ ଆକାଶ ପଥରେ ମିସାଇଲ ମାଡ଼ କରିବାକୁ ମଧ୍ୟ ପଛାଇ ନାହିଁ। ଶୁକ୍ରବାର ରାତିରେ ଇସ୍ରାଏଲ ସେନା ପକ୍ଷରୁ ଗାଜାରେ…
ଇସ୍ରାଏଲ୍କୁ ସତର୍କ କଲେ ଇରାନ୍ ମନ୍ତ୍ରୀ
ନ୍ୟୁୟର୍କ: ଲେବାନନ୍ରେ ସଶସ୍ତ୍ର ସଙ୍ଗଠନ ପ୍ରସ୍ତୁତ ହୋଇ ରହିଛନ୍ତି ଓ ସେମାନେ ଯେକୌଣସି ମୁହୂର୍ତ୍ତରେ ଭୟାବହ କାଣ୍ଡ ଘଟାଇ ପାରନ୍ତି ବୋଲି ଇରାନ୍ର ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିର୍-ଅବ୍ଦୋଲ୍ଲାହିଆନ୍ ଗଣମାଧ୍ୟମ ‘ମର୍ଣ୍ଣିଙ୍ଗ୍ ଏଡିସନ୍’ର ପ୍ରତିନିଧି…
କୃତ୍ରିମ ଗର୍ଭଧାରଣ ପ୍ରକ୍ରିୟା ପାଇଁ ୩୪ ବର୍ଷ ପୂର୍ବେ ଗୁପ୍ତଭାବରେ ନିଜ ଶୁକ୍ରାଣୁ ସଞ୍ଚାର କରିଥିବା ଡାକ୍ତରଙ୍କ…
ନୂଆଦିଲ୍ଲୀ: ୱାଶିଂଟନରେ ଜଣେ ମହିଳା ତାଙ୍କର ଜଣେ ଫର୍ଟିଲିଟି ଡାକ୍ତରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ୩୪ବର୍ଷ ପୂର୍ବେ ତାଙ୍କ କୃତ୍ରିମ ଗର୍ଭଧାରଣ ପ୍ରକ୍ରିୟା ପାଇଁ ଗୁପ୍ତଭାବରେ ଡାକ୍ତର ଜଣଙ୍କ ତାଙ୍କ ଶୁକ୍ରାଣୁ ବ୍ୟବହାର…
ସିରିଆରେ ଆମେରିକାର ଘନ ଘନ ଆକ୍ରମଣ, IRGS ଉପରେ କଲା ଏୟାରଷ୍ଟ୍ରାଇକ୍
ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ସିରିଆ ଉପରେ ଅତର୍କିତ ଆକ୍ରମଣ କଲା ଆମେରିକା। ଇରାନ ସମର୍ଥିତ ଆତଙ୍କୀ ସଂଗଠନ IRGS ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକା।
ପୂର୍ବ ସିରିଆରେ ରହୁଥିବା IRGS (ISLAMIC REVOLUTIONARY GUARD CORPS) ଓ ସହଯୋଗୀ ଆତଙ୍କୀ ଗୋଷ୍ଠୀଙ୍କ…
ଇସ୍ରାଏଲର ଷ୍ଟ୍ରାଇକ ପରଠାରୁ ପ୍ରାଣ ହରାଇଲେଣି ୫୦% ପଣବନ୍ଦୀ..!
ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବଡ଼ ସୂଚନା ସାମ୍ନାକୁ ଆସିଛି। ଇସ୍ରାଏଲ ଗାଜା ଷ୍ଟ୍ରିପ ଉପରେ ହମଲା କରିବା ପରଠାରୁ ଇତି ମଧ୍ୟରେ ହମାସ ଦ୍ୱାରା ପଣବନ୍ଦୀ ହୋଇ ରହିଥିବା ୫୦% ଲୋକ ପ୍ରାଣ ହରାଇ ସାରିଲେଣି। ପଣବନ୍ଦୀଙ୍କ ସହ ହଜାର ହଜାର ସାଧାରଣ…
‘ଅବାନ୍ତର ସୂଚନା‘ କହି କ୍ୟାନ୍ସର୍ ଯୋଗୁଁ ଭ୍ଲାଦିମିର୍ ପୁଟିନ୍ଙ୍କ ମୃତ୍ୟୁ ଖବରକୁ ଅସ୍ବୀକାର କଲା ରୁଷ୍
ମସ୍କୋ: ଉତ୍ତର ମସ୍କୋ ଅନ୍ତର୍ଗତ ଭାଲ୍ଦାଇ ବାସଭବନରେ କର୍କଟ ରୋଗ କାରଣରୁ ଭ୍ଲାଦିମିର୍ ପୁଟିନ୍ଙ୍କର ଗୁରୁବାର ଦିନ ମୃତ୍ୟୁ ହୋଇଛି ବୋଲି ଯେଉଁ ଖବର ପ୍ରସାରିତ ହେଉଛି ତାହାକୁ ଗତରାତିରେ କ୍ରେମ୍ଲିନ୍ ଅସ୍ବୀକାର କରିଛି।
‘ଟେଲିଗ୍ରାମ୍’ ଚାନେଲ୍…
ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ଫାଶୀ ଦଣ୍ଡ…
କତାର : ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ମିଳିଲା ଫାଶୀ ଦଣ୍ଡାଦେଶ। କତାର ଜେଲରେ ବନ୍ଦୀ ଥିବା ଏହି ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଆରବ ଦେଶ ମୁକ୍ତ କରିବା ବଦଳରେ ଫାଶୀରେ ଝୁଲାଇବାକୁ ରାୟ ଶୁଣାଇଛି। ତେବେ ଭାରତୀୟ ବିଦେଶ ମନ୍ତ୍ରାଳୟକୁ କତାରର ଏହି ରାୟ ଚକିତ…