Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଯୁଦ୍ଧରେ ମରିଗଲେ ଶବ ବା ଦେହାବଶେଷ ଚିହ୍ନଟ ସହଜ ପାଇଁ ‘ଆଇ. ଡି. ବ୍ରେସ୍ଲେଟ୍’ ପିନ୍ଧୁଛନ୍ତି ଗାଜା ପରିବାର
ଗାଜା ସିଟି: ଗାଜା ଷ୍ଟ୍ରିପ୍ରେ ହମାସ ଓ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଯଦି ମୃତ୍ୟୁ ଘଟେ ଶବ ଚିହ୍ନଟ ଲାଗି ପ୍ରିୟଜନଙ୍କୁ ସୁବିଧା ହେବା ଲାଗି ଗାଜାରେ ଥିବା ଅନେକ ପାଲେଷ୍ଟିନୀୟ ପରିବାର ଆପଣା ପରିଚୟ ଥିବା ‘ବ୍ରେସ୍ଲେଟ୍’ ପିନ୍ଧୁଥିବା କଥା ସମ୍ବାଦ…
ହେଲିକପ୍ଟର୍ରୁ ଟଙ୍କାବୃଷ୍ଟି; ଘଣ୍ଟାଏ ଭିତରେ ସାଉଁଟି ନେଲେ ହଜାର ହଜାର ଲୋକ
ନୂଆଦିଲ୍ଲୀ: ଚେକ୍ ସାଧାରଣତନ୍ତ୍ରର ସୁପରିଚିତ ‘ଇନ୍ଫ୍ଲୁଏନ୍ସର୍’ ତଥା ଟେଲିଭିଜନ୍ ଉପସ୍ଥାପକ କାମିଲ୍ ବାର୍ତୋଶେକ୍ ଗୋଟାଏ ହେଲିକପ୍ଟର୍ରୁ ଲାଇସା ନାଡ୍ ଲେବେମ୍ ନଗରୀ ନିକଟ ପଡ଼ିଆରେ ଏକ ନିୟୁତ ଡଲାର୍ (ଟଙ୍କା) ବୃଷ୍ଟି କରି ଜନସାଧାରଣଙ୍କ ଆଚମ୍ବିତ…
ଜାତିସଂଘ ଅଧିକାରୀଙ୍କ ଭିସା ବନ୍ଦ କରିବ ଇସ୍ରାଏଲ…
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ଇସ୍ରାଏଲ ବିଦେଶ ମନ୍ତ୍ରୀ ଏଲି ହମାସ ଆତଙ୍କବାଦୀଙ୍କୁ ଶେଷ କରିଦେବାପାଇଁ ପ୍ରତିଜ୍ଞା କରିଛନ୍ତି। ଅନ୍ୟପକ୍ଷେ ପାଲେଷ୍ଟିନୀୟ ବିଦେଶ ମନ୍ତ୍ରୀ କହିଛନ୍ତି, ରକ୍ତପାତ ବନ୍ଦ କରିବା ଏକ ମିଳିତ ଦାୟିତ୍ବ।…
ଗାଜାରେ ଟ୍ୟାଙ୍କ ଧରି ପଶିଲା ଇସ୍ରାଏଲ…
ତେଲ ଅଭିଭ : ଗାଜାକୁ ଚାରିପଟୁ ଘେରିଲା ଇସ୍ରାଏଲ୍। ଯୁଦ୍ଧ ଟ୍ୟାଙ୍କର ଧରି ଗାଜା ଭିତରେ ପଶି କରିଲା ସର୍ଜିକାଲ ଷ୍ଟ୍ରାଇକ୍। ଇସ୍ରାଏଲ ସେନା ହମାସକୁ ନିପାତ କରିବା ପାଇଁ ଏକ ନୂଆ ଉପାୟ ଆପଣାଇଛି। ଇସ୍ରାଏଲର ଗ୍ରାଉଣ୍ଡଫୋର୍ସ ଉତ୍ତର ଗାଜା ପଟ୍ଟିରେ ପ୍ରବେଶ କରି ହମାସର…
ପ୍ରତିରକ୍ଷା ମନ୍ତ୍ରୀଙ୍କ ପରେ ଏବେ ଅର୍ଥ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ହଟାଇଲା ଚୀନ୍…
ବେଜିଙ୍ଗ୍: ପ୍ରାୟ ୨ ମାସ ନିରବ ରହିବା ପରେ ମଙ୍ଗଳବାର ଦିନ ଚୀନ୍ ତା’ର ନିରୁଦ୍ଦିଷ୍ଟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ଲି ଶାଙ୍ଗ୍ଫୁଙ୍କୁ ଔପଚାରିକ ଭାବେ ବହିଷ୍କାର କରିଛି। ଲି’ଙ୍କ ପୂର୍ବରୁ ତାଙ୍କର ପୂର୍ବତନ କ୍ୟାବିନେଟ୍ ସହଯୋଗ ତଥା ବୈଦେଶିକ…
ପ୍ରଥମ ଥର ପାଇଁ ମାରାତ୍ମକ ‘ଆଇରନ ଷ୍ଟିଙ୍ଗ୍’ ବୋମା ପକାଇଲା ଇସ୍ରାଏଲ୍…
ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଇସ୍ରାଏଲ୍ ପକ୍ଷରୁ ଏହାର ଅତ୍ୟାଧୁନିକ ତଥା ଅତ୍ୟନ୍ତ ମାରାତ୍ମକ ‘ଆଇରନ୍ ଷ୍ଟିଙ୍ଗ୍’ ମୋର୍ଟାର ବୋମାର ପ୍ରୟୋଗ କରି ହମାସର କେତେକ ରକେଟ୍ ଲଞ୍ଚ୍ ପ୍ୟାଡକୁ ଧ୍ବଂସ କରାଯାଇଛି । ଇସ୍ରାଏଲ ବାୟୁସେନା ପକ୍ଷରୁ…
ଇସ୍ରାଏଲକୁ ଚେତାବନୀ ଦେଲା ଇରାନ୍…
ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଏହା ଦିନକୁ ଦିନ ଆହୁରି ଉଗ୍ର ହେବାରେ ଲାଗିଛି। ରିପୋର୍ଟ ମୁତବାକ, ଇସ୍ରାଏଲ ସେନା ଗାଜା ଭିତରେ ପଶିଛନ୍ତି। ଫଳରେ ଅକ୍ଟୋବର ୭ ପରେ ପ୍ରଥମ ଥର ପାଇଁ ଇସ୍ରାଏଲ ସେନା ଓ ହମାସ ଆତଙ୍କୀ ମୁହାଁମୁହିଁ ହୋଇଥିବା କୁହାଯାଉଛି। ଗାଜାରେ ଥିବା ହମାସର…
ଦୁଇ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା, ଗଲାଣି ୧୫ ଜଣଙ୍କ ଜୀବନ…
ଦୁଇଟି ଟ୍ରେନ ମଧ୍ୟରେ ହୋଇଛି ଭୟଙ୍କର ଦୁର୍ଘଟଣା। ଦୁଇଟି ଟ୍ରେନ ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଛନ୍ତି। ଏଥିରେ ଏଯାଏ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତ ହୋଖଇଥିବା ୧୦୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସେହିପରି ଦୁର୍ଘଟଣା ପରେ ଲାଇନଚ୍ୟୁତ ସହ…
ଗାଜାରେ ଅଟ୍ଟାଳିକା ଉପରେ ଇସ୍ରାଏଲ୍ର ବିମାନ ଆକ୍ରମଣ ଯୋଗୁଁ ୩୦ ପାଲେଷ୍ଟିନୀୟ ମୃତ
ଗାଜା ସିଟି: ଗାଜାସ୍ଥିତ ଏକ ଆବାସିକ ଅଟ୍ଟାଳିକା ଉପରେ ଇସ୍ରାଏଲ୍ ବିମାନ ଆକ୍ରମଣ କରିବାରୁ ଅନ୍ୟୂନ ୩୦ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପାଲେଷ୍ଟିନୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।
ଉକ୍ତ ଅଟ୍ଟାଳିକାଟି ଜାବାଲିଆ ଶରଣାର୍ଥୀ ଶିବିର ଅନ୍ତର୍ଗତ ଅଲ୍-ଶୁହାଦା…
ଭୂମିକମ୍ପରେ ଥରିଲା ମିଆଁମାର…
ନେପାଳ ପରେ ଥରିଲା ମିଆଁମାର୍। ଆଜି ସକାଳେ ଏଠି ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ରେକର୍ଡ କରାଯାଇଛି। ସୂଚନା ମୁତାବକ, ଆଜି ସକାଳ ୬ଟା ବେଳେ ମିଆଁମାର୍ରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ…