Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ଆକାଶର ରଙ୍ଗ ହୋଇଗଲା ଗୋଲାପୀ, ସ୍ଥାନୀୟ ଲୋକେ ଭୟଭୀତ…
ନୂଆଦିଲ୍ଲୀ: ପ୍ରକୃତିର ସୌନ୍ଦର୍ଯ୍ୟ ଦେଖିଲେ ଲୋକେ ଖୁସି ହୋଇଯାଆନ୍ତି। ପ୍ରକୃତିର ସୌନ୍ଦର୍ଯ୍ୟକୁ ନେଇ କବି ଓ ଗାଳ୍ପିକ ଅନେକ କବିତା ଓ ଗପ ଲେଖିଛନ୍ତି। ନିକଟରେ ଆକାଶରେ ପ୍ରକୃତିର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ…
ଚୀନ୍ LACରେ ତିଆରି କରିଛି ହେଲିପ୍ୟାଡ୍ ଓ ଅନେକ ରାସ୍ତା
ସୁଧୁରୁନି ଚୀନ୍। ବାରମ୍ବାର ଦେଖାଉଛି ନିଜ ଦାଦାଗିରି। ବାସ୍ତିବକ ନିୟନ୍ତ୍ରଣ ରେଖାରେ ଚଲାଇଛି ନିଜର ମନମାନି। ଏଲ୍ଏସିକୁ ଲାଗି ତିଆରି କରିଛି ଏକାଧିକ ସୁଦୃଢ଼ ରାସ୍ତା। କେବଳ ସେତିକି ନୁହେଁ ହେଲିପ୍ୟାଡ୍ ଓ ବିମାନ ବନ୍ଦର ମଧ୍ୟ ତିଆରି କରିଛି ଚୀନ୍। ଏନେଇ ଆମେରିକାର…
‘ନର୍କ ହୋଇଗଲାଣି ଜୀବନ’, ନିଜ ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଲୋକେ
ଜୀବନ ନର୍କ ହୋଇଗଲାଣି।। ଯୋଗଯୋଗ ପୂରା ବିଚ୍ଛିନ୍ନ ହୋଇସାରିଛି। ସେମାନେ ଜୀବିତ ଅଛନ୍ତି ନା ନାହିଁ ସେ ନେଇ କୌଣସି ସୂଚନା ମିଳୁନାହିଁ। ଦୁଇ ସପ୍ତାହରୁ ଅଧିକ ସମୟ ହେଲାଣି ଆମେ ଏଠି ପଡି ରହିଛୁ। ଆମର ୨୦୦ରୁ ଅଧିକ ଲୋକ ପଣବନ୍ଦୀ ହୋଇ ରହିଛନ୍ତି। ତେଣୁ ତାଙ୍କ ତୁରନ୍ତ…
ଥରିଲା ନେପାଳ, ଦିଲ୍ଲୀରେ ଅନୁଭୂତ ହେଲା ଝଟକା…
ନେପାଳରେ ଆଜି ସକାଳେ ଭୂକମ୍ପ ଅନଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଥିଲା। ରାଜଧାନୀ କାଠମାଣ୍ଡୁଠାରୁ ପଶ୍ଚିମରେ ୫୫ କିଲୋମିଟର ଦୂରରେ ଥିବା ଧାଡ଼ିଙ୍ଗ ଥିଲା ଏହି ଭୂକମ୍ପର କେନ୍ଦ୍ରସ୍ଥଳ। ଏଥିଯୋଗୁ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବା ନେଇ ସୂଚନା…
୧୦ ବର୍ଷ ପରେ ନିଜ ଜୀବନ ସାଥୀଙ୍କ ଠାରୁ ଅଲଗା ହେଲେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି…
ଜି-୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରରେ ଥିବା ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ ୧୦ ବର୍ଷ ହେଲା ବାହା ନ ହୋଇ ଯେଉଁ ଟିଭି ଉପସ୍ଥାପକଙ୍କ ସହ ଜୀବନ କାଟୁଥିଲେ, ତାଙ୍କ ଠାରୁ ମେଲୋନି…
ଇସ୍ରାଏଲରେ ଆକ୍ରମଣ ସମୟରେ ହମାସ୍ ଆତଙ୍କବାଦୀମାନେ ଡ୍ରଗ୍ସ ସେବନ କରି ନିଶାସକ୍ତ ଅବସ୍ଥାରେ ଥିଲେ: ରିପୋର୍ଟ
ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅଭୂତପୂର୍ବ ଓ ଅତର୍କିତ ଆକ୍ରମଣ କରି ୧୪୦୦ରୁ ଅଧିକ ଇସ୍ରାଏଲବାସୀଙ୍କୁ ହତ୍ୟା କରିଥିବା ହମାସ ଆତଙ୍କବାଦୀମାନେ ଏପରି କାଣ୍ଡ ଘଟାଇବା ସମୟରେ ନିଶାଗ୍ରସ୍ତ…
ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ମାନବୀୟ ସହାୟତା ଜାରି ରଖିବୁ
ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ପାଲେଷ୍ଟାଇନ ରାଷ୍ଟ୍ରପତି ମହମୂଦ ଅବ୍ବାସଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ସମୟରେ ସେ ଗାଜାର ଅଲ-ଅହଲି ହସ୍ପିଟାଲରେ ବିସ୍ଫୋରଣରେ ପ୍ରାଣ ହରାଇଥିବା…
ପାଲେଷ୍ଟାଇନକୁ ଖୋଲାଖୋଲି ଭାବେ ସମର୍ଥନ କଲେ ପାକିସ୍ତାନୀ ଅଭିନେତ୍ରୀ
ଇସଲାମାବାଦ,୧୯।୧୦: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ବିଭିନ୍ନ ଦେଶକୁ ଦୁଇ ଗୋଷ୍ଠୀରେ ବିଭକ୍ତ କରାଯାଇଛି ଯେଉଁଥିରେ କେତେକ ଇସ୍ରାଏଲର ପ୍ରଶଂସା କରୁଛନ୍ତି ଏବଂ କେତେକ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ଏହି ତାଲିକାରେ ପାକିସ୍ତାନୀ ଅଭିନେତ୍ରୀଙ୍କ…
ନେତାନ୍ୟାହୁଙ୍କୁ ଭେଟିଲେ ବାଇଡେନ…
ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତେଲ ଅଭିଭରେ ପହଞ୍ଚିଛନ୍ତି। ତାଙ୍କୁ ଏୟାରପୋର୍ଟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱାଗତ କରିବା ସହ ଯୁଦ୍ଧ ସମ୍ପର୍କରେ ବିସ୍ତୃତ ତଥ୍ୟ…
ଇନ୍ଧନ ଅଭାବରୁ ୪୮ ବିମାନ ବାତିଲ୍ କଲା ପାକିସ୍ତାନ ସରକାରୀ ଏୟାର୍ଲାଇନ୍
ଇସ୍ଲାମାବାଦ: ଇନ୍ଧନ ଅଭାବରୁ ସରକାରୀ ବିମାନ ଚଳାଚଳ ସଂସ୍ଥାନ ‘ପାକିସ୍ତାନ ଇଣ୍ଟର୍ନ୍ୟାସ୍ନାଲ୍ ଏୟାର୍ଲାଇନ୍ସ୍’ (ପିଆଇଏ) ଉଭୟ ଦେଶ ଭିତରେ ଓ ବିଦେଶକୁ ଚଳାଚଳ କରୁଥିବା ୪୮ଟି ବିମାନ ବାତିଲ କରିଥିବା କଥା ସମ୍ବାଦପତ୍ର ‘ଦି ଡନ୍’ ରିପୋର୍ଟ କରିଛି।
‘ପିଆଇଏ’ର ଜଣେ…