Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
ବିଶ୍ୱ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ ଉପରେ ପିଙ୍ଗିଲେ ସୁପ୍
ଫ୍ରାନ୍ସରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଲୁଭ୍ରେ ସଂଗ୍ରହାଳୟରେ ଏକ ଅଜବ ଘଟଣା ଘଟିଛି । ଏଠାରେ ପରିବେଶ ପାଇଁ କାମ କରୁଥିବା ଦୁଇ କାର୍ଯ୍ୟକର୍ତ୍ତା ବିଶ୍ୱ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ ଉପରେ ସୁପ୍ ଫିଙ୍ଗିଥିଲେ । ପେଣ୍ଟିଂକୁ ବୁଲେଟ୍ ପ୍ରୁଫ୍ ଗ୍ଲାସରେ…
କାଲିଫର୍ଣ୍ଣିଆରେ ଆତଙ୍କ ଆଣିଛି ଏଭିଏନ୍ ଫ୍ଲୁ
ନୂଆଦିଲ୍ଲୀ : କାଲିଫର୍ଣ୍ଣିଆରେ ଆତଙ୍କ ଆଣିଛି ଏଭିଏନ୍ ଫ୍ଲୁ । ମଣିଷ ଓ ଗୃହପାଳିତ ପଶୁମାନଙ୍କୁ କବଳିତ କରିଚାଲିଛି ଏଭିଏନ୍ ଭୁତାଣୂ । ଏଭିଆନ୍ ଫ୍ଲୁ ନିର୍ଦ୍ଦିଷ୍ଟ ପ୍ରକାରର ଭୂତାଣୁ ଯାହା ଶ୍ବାସନଳୀକୁ ସଂକ୍ରିମିତ କରିଥାଏ । ପକ୍ଷୀଙ୍କ ଠାରୁ ମନୁଷ୍ଯକୁ…
ଚାଲିଥିଲା ବ୍ରେନ୍ ଟ୍ୟୁମର ଅପରେସନ; ରୋଗୀ ବଜାଉଥିଲେ ଗିଟାର
ଅପରେସନ କଥା ଶୁଣିଲେ ସମସ୍ତେ ଛାନିଆ ହୋଇ ଯାଆନ୍ତି। ଅପରେସନ ଟେବୁଲକୁ ଗଲେ କଥା ସରିଲା। କିପରି ଭଲରେ ଭଲରେ ଅପରେସନ ସରିବ ସେଥିପାଇଁ ମୁଣ୍ଡିଆ ମାରୁଥାନ୍ତି ପରିବାର ଲୋକେ। ଆଉ ରୋଗୀ କଥା ତ ଛାଡ଼ । ମାତ୍ର ଏବେ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ଏହାର…
କାନାଡାରେ କ୍ରାଶ ହେଲା ବିମାନ; ୬ ମୃତ, ଜଣେ ଗୁରୁତର
କାନାଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କର ପ୍ରାଣହାନୀ ହୋଇଛି। କାନାଡାର ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି।
କାନାଡାର ଉପାନ୍ତ ଅଞ୍ଚଳରେ!-->!-->!-->…
ଚୀନ୍ର ଦକ୍ଷିଣ ଝାଜିୟାଙ୍ଗ ପ୍ରାନ୍ତରେ ଭୟଙ୍କର ଭୂମିକମ୍ପ
ନୂଆଦିଲ୍ଲୀ : ଭୂମିକମ୍ପରେ ଦୋହଲିଲା ପଡୋଶୀ ଦେଶ ଚୀନ୍। ଚୀନ୍ର ଦକ୍ଷିଣ ଝାଜିୟାଙ୍ଗ ପ୍ରାନ୍ତରେ ଭୟଙ୍କର ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ ଝଟ୍କା ଏତେ ତୀବ୍ର ଥିଲା ଯେ ଦେଶର ରାଜଧାନୀ ଦିଲ୍ଲୀ ଓ…
ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ…
ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ। ଆଫଗାନିସ୍ତାନର ଏକ ପାହାଡରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଭାରତୀୟ ବିମାନ ବୋଲି କୁହାଯାଇଛି। ବିମାନଟି ଭାରତରୁ ରୁଷର ମସ୍କୋକୁ ଯାଇଥିଲା। ଏତିକି ବେଳେ ଆଫଗାନିସ୍ତାନରେ ଦୁର୍ଘଟାଗ୍ରସ୍ତ ହୋଇଥିବା ସୂଚନା…
ପାକିସ୍ତାନ ଓ ଇରାନ ଭିତରେ କୁଟନୈତିକ ସଂପର୍କ ସ୍ବାଭାବିକ କରିବାକୁ ପ୍ରୟାସ…
ଇସଲାମାବାଦ: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ଆଡ଼ାଗୁଡ଼ିକ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ଓ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଇରାନର ଦକ୍ଷିଣ ସୀମାରେ ପାକିସ୍ତାନର କ୍ଷେପଣାସ୍ତ୍ର ମାଡ଼କୁ ନେଇ ଜଟିଳ ସ୍ଥିତି ଲାଗି ରହିଛି। ଉଭୟ ଦେଶ ସର୍ବାଧିକ…
ଆମେରିକାରେ ଭୟଙ୍କର ବରଫ ଝଡ଼, ୪୩ ଜଣଙ୍କ ମୃତ୍ୟୁ…
ପ୍ରବଳ ଶୀତରେ ୪୩ ଜଣଙ୍କ ମୃତ୍ୟୁ । ଆମେରିକାରେ ଭୟଙ୍କର ବରଫ ଝଡ଼ ଯୋଗୁ ୯ଟି ରାଜ୍ୟରେ ୪୩ ଜଣଙ୍କର ମୃତ୍ୟୁ ହେବା ସହ କୋଠାବାଡି ଭାଙ୍ଗିରୁଜି ଯାଇଛି । ଏହାସହିତ ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଟେନେସିରେ ଚଳିତ ସପ୍ତାହରେ ସର୍ବାଧିକ ୧୪ ଜଣଙ୍କ…
ପାକିସ୍ତାନର ପାଲଟା ଜବାବ, ଇରାନର ଆତଙ୍କୀ ଠିକଣା ଉପରେ ଏୟାରଷ୍ଟ୍ରାଇକ୍…
ଇରାନ ଏୟାର୍ଷ୍ଟ୍ରାଇକ୍ର ପ୍ରତିଶୋଧ ନେଲା ପାକିସ୍ତାନ। ଦେଲା ପାଲଟା ଜବାବ। ଇରାନ୍ର ଅନେକ ଆତଙ୍କୀ ଠିକଣା ଉପରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଛି। ବାଲୁଚିସ୍ତାନ ଲିବରେସନ୍ ଫ୍ରଣ୍ଟ ଏବଂ ବାଲୁଚିସ୍ତାନ ଲିବରେସନ୍ ଆର୍ମି ପୋଷ୍ଟ ଉପରେ ପାକିସ୍ତାନ ଆକ୍ରମଣ କରିଥିବା…
ସର୍ଜିକାଲ ଷ୍ଟ୍ରାଇକ୍ ପରେ ଖରାପ ହେଲା ପାକିସ୍ତାନ-ଇରାନ ସଂପର୍କ…
ଇସ୍ଲାମାବାଦ: ପାକିସ୍ତାନ ଉପରେ ଇରାନର ସର୍ଜିକାଲ ଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି । ଇରାନରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ। ଏହା ସହିତ ପାକିସ୍ତାନରେ ଅବସ୍ଥାପିତ ଇରାନୀ ରାଷ୍ଟ୍ରଦୂତଙ୍କୁ…