Browsing Category

ବିଦେଶ

୨୫ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ୍‌: ଗାଜାରେ ଅଟକିଲା ଯୁଦ୍ଧ, ରାଫା ସୀମାଦେଇ ପହଞ୍ଚିଲା ରିଲିଫ୍‌

ଗାଜା: ଇସ୍ରାଏଲ-ହାମାସ୍‌ ଯୁଦ୍ଧରେ ପ୍ରଥମ ଥର ପାଇଁ ଅସ୍ତ୍ରବିରତି ଆଜି ସକାଳ ୭ଟାରୁ ଲାଗୁ ହୋଇଛି ଏବଂ ଏହା ଆଗାମୀ ୪ ଦିନ ପାଇଁ ଜାରି ରହିବ । ଯୁଦ୍ଧବିରତି ଚୁକ୍ତି ମୁତାବକ ହମାସ୍‌ ଆଜି ୨୫ ପଣବନ୍ଦୀଙ୍କୁ ଖଲାସ କରିଛି। ସେମାନଙ୍କ ମଧ୍ୟରେ ଇସ୍ରାଏଲର ୧୩ ଜଣ ଏବଂ ଥାଇଲାଣ୍ଡର ୧୨ ଜଣ

ରୁଷ ଉପରେ ୟୁକ୍ରେନର ଘନ ଘନ ଡ୍ରୋନ ଆକ୍ରମଣ, ୧୬ଟି ଡ୍ରୋନକୁ ଖସାଇଲା ରୁଷ୍…

କିବ୍ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ଏବେ ସମଗ୍ର ବିଶ୍ବର ଆଖି ରହିଛି । କିନ୍ତୁ ସେପଟେ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଜାରି ରହିଛି । ସେପଟେ କ୍ରିମିଆରେ ୟୁକ୍ରେନର ୧୬ଟି ଡ୍ରୋନକୁ ଖସାଇ ଦେଇଥିବା ରୁଷ୍ ଦାବି କରିଛି । ୟୁକ୍ରେନ୍…

ସେନା ନିଯୁକ୍ତି ଅଭିଯାନରେ ଦଳାଚକଟା; ୩୭ ମୃତ, ୧୪୦ରୁ ଊର୍ଦ୍ଧ୍ୱ ଆହତ…

ସେନା ନିଯୁକ୍ତି ଡ୍ରାଇଭ୍(ଅଭିଯାନ) ଚାଲିଥିବା ସମୟରେ ଦୁଃଖଦ ଘଟଣା। ଦଳଚକଟାରେ ୩୭ ଜଣ ଚାକିରି ଆଶାୟୀଙ୍କ ମୃତ୍ୟୁ। ଏଥିସହ ୧୪୦ରୁ ଅଧିକ ଆହତ ହୋଇଛନ୍ତି। ମଙ୍ଗଳବାର କଙ୍ଗୋ ରାଜଧାନୀ ବ୍ରାଜାଭିଲେର ଘଟିଛି ଏହି ଅଘଟଣ। ସୂଚନା ଅନୁସାରେ,…

ଗାଜା ହସ୍ପିଟାଲରେ ଠାବ ସୁଡଙ୍ଗ ହମାସର ନୁହେଁ, ଇସ୍ରାଏଲର ବଙ୍କର: ପୂର୍ବତନ ପ୍ରଧାନମନ୍ତ୍ରୀ

ଗାଜା ଅଲ୍ ସିଫା ହସ୍ପିଟାଲରେ ସୁଡଙ୍ଗ କରିନାହାନ୍ତି ଆତଙ୍କବାଦୀ, ବରଂ ଏହା ଇସ୍ରାଏଲର ବଙ୍କର। ଏହି ବଙ୍କରଗୁଡିକୁ ଇସ୍ରାଏଲ ସେନା ନିର୍ମାଣ କରିଥିବା କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇହୁଦ ବାରାକ। ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ଇହୁଦ ବାରାକ…

୩୦୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ ଇସ୍ରାଏଲ୍, ଜାରି କଲା ତାଲିକା

ଜେରୁଜେଲମ୍ : ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୬ ସପ୍ତାହ ହେବ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆଶା ସୃଷ୍ଟି ହୋଇଛି । ଉଭୟ ପକ୍ଷ ମଧ୍ୟରେ ମାନବିକ ଅସ୍ତ୍ରବିରତି ପାଇଁ ରାଜିନାମା ହୋଇଛି । ଏହି ଚୁକ୍ତି ପରେ ହମାସ ଇସ୍ରାଏଲର ୨୪୦ ଜଣ ବନ୍ଧକଙ୍କ ମଧ୍ୟରୁ ପ୍ରାୟ ୫୦…

ମୁମ୍ବାଇ ଆକ୍ରମଣର ୧୫ ବର୍ଷ ପରେ ଲସ୍କରକୁ ବ୍ୟାନ କଲା ଇସ୍ରାଏଲ୍‌…

ନୂଆଦିଳ୍ଲୀ : ଦୀର୍ଘ ୧୫ ବର୍ଷ ହେଲା ଶୋଇ ରହିଥିବା ଇସ୍ରାଏଲର ନିଦ ଏବେ ଭାଙ୍ଗିଛି। ମୁମ୍ବାଇରେ ହମଲା କରିଥିବା ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାକୁ ଶେଷରେ ବ୍ୟାନ କରିଛି ଇସ୍ରାଏଲ। ୨୦୦୮ ମସିହା ନଭେମ୍ବର ୨୬ରେ ଲସ୍କରର ୧୦ ଜଣ ସଦସ୍ୟ…

ଭାରତ ହାତରେ ପଡ଼ିଲା ପାକିସ୍ତାନର ଗୁପ୍ତ ବାର୍ତ୍ତା…

ନୂଆଦିଲ୍ଲୀ : ଭାରତୀୟ ଗୁଇନ୍ଦା ଏଜେନ୍ସିମାନେ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ପାକିସ୍ତାନୀ ଦୂତାବାସ ଏବଂ ହାଇକମିସନଗୁଡ଼ିକୁ ପଠାଯାଇଥିବା ଏକ ସ୍ୱାକ୍ଷରିତ ଗୁପ୍ତ ବାର୍ତ୍ତାକୁ ଠାବ କରିଛନ୍ତି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ତରଫରୁ…

ତୁର୍କୀରୁ ଭାରତ ଆସୁଥିବା ଜାହାଜ ହାଇଜ୍ୟାକ୍‌…

ହାଇଜ୍ୟାକ୍‌ ହେଲା ତୁର୍କୀରୁ ଭାରତ ଆସୁଥିବା ଜାହାଜ। ଭାରତ ଅଭିମୁଖେ ଯାତ୍ରା କରୁଥିବା ଏକ ମାଲବାହୀ ଜାହାଜକୁ ୟେମେନର ହାଉତି ବିଦ୍ରୋହୀମାନେ ଲୋହିତ ସାଗରରେ ଅପହରଣ କରି ନେଇଛନ୍ତି। ଏନେଇ ଇସ୍ରାଏଲ ଅଭିଯୋଗ କରିଛି। ଏହି ଜାହାଜରେ ବିଭିନ୍ନ ଦେଶରୁ ପ୍ରାୟ ୫୦ଜଣ କ୍ରୁ…

ଗାଜା ହସ୍ପିଟାଲରେ ଗୁପ୍ତ ସୁଡଙ୍ଗ ଠାବ କଲେ ଇସ୍ରାଏଲ ସେନା…

ଗାଜା ସହରରେ ଆତଙ୍କବାଦୀଙ୍କ ଗୁପ୍ତ ସୁଡଙ୍ଗ ଠାବ କଲେ ଇସ୍ରାଏଲ ସେନା। ସହରର ସବୁଠୁ ବଡ ହସ୍ପିଟାଲ କୁହାଯାଉଥିବା ଅଲ୍ ସିଫା କ୍ୟାମ୍ପସ୍ ପରିସରରେ ଏହି ସୁଡଙ୍ଗ ରହିଛି। ସ୍ୱତନ୍ତ୍ର ଅପରେସନ୍ ସମୟରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍) ସୁଡଙ୍ଗକୁ ଠାବ…

ପାକିସ୍ତାନକୁ ସୈନ୍ୟ ସହାୟତା ତୁରନ୍ତ ବନ୍ଦ କରାଯାଉ, ଆମେରିକା ସାଂସଦଙ୍କ ଅପିଲ୍‌…

ନୂଆଦିଲ୍ଲୀ: ପାକିସ୍ତାନକୁ ତୁରନ୍ତି ସୈନ୍ୟ ସହାୟତା ବନ୍ଦ କରାଯାଉ। ଏଭଳି କିଛି ଅପିଲ୍ କରି ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ୍‌ଙ୍କୁ ଚିଠି ଲେଖିଛନ୍ତି ଆମେରିକାର ୧୧ ସାଂସଦ। ସେମାନେ ପାକିସ୍ତାନର କାରନାମା ଏବଂ ରାଜନୀତିକ ଭବିଷ୍ୟତକୁ ନେଇ ଆଶଙ୍କା କରି ଏଭଳି…