Browsing Category

ବିଦେଶ

ୟୁଏସ କଂଗ୍ରେସକୁ ମୋଦିଙ୍କ ସମ୍ବୋଧନ, କହିଲେ- ଆତଙ୍କବାଦୀର ମୁକାବିଲା ପାଇଁ କିନ୍ତୁ, ପରନ୍ତୁ ଶବ୍ଦର ପ୍ରୟୋଗ ଉଚିତ…

ନୂଆଦିଲ୍ଲୀ :ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ୟୁଏସ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି । ଏହି ଅବସରରେ ସେ ଭାରତ ଆମେରିକା ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସହ ମିଳିତ ଭାବେ ଆତଙ୍କବାଦର ମୁକାବିଲା କରିବାକୁ ଆହ୍ୱାନ କରିଛନ୍ତି। ଏଥିସହ ଆତଙ୍କବାଦର

ଏସିଆ କପ ପୂର୍ବରୁ ପାକିସ୍ତାନ କ୍ରିକେଟରେ ହଙ୍ଗାମା, ୬ ମାସରେ ହିଁ ଅଧ୍ୟକ୍ଷ ପଦ ଛାଡିଦେଲେ ନଜମ ସେଠୀ

ନୂଆଦିଲ୍ଲୀ: ବହୁ ବିବାଦ ପରେ ଏସିଆ କପ୍ ୨୦୨୩ ଚିତ୍ର ସ୍ପଷ୍ଟ ହେବା ପରେ ଏବେ ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ର କାର୍ଯ୍ୟସୂଚୀ ମଧ୍ୟ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି ସମସ୍ତେ ଆଶା ରଖିଛନ୍ତି। କିନ୍ତୁ ଏସିଆ କପ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ହଙ୍ଗାମା ଦେଖିବାକୁ

ମୋଦିଙ୍କ ଆମେରିକା ଗସ୍ତ ଆରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଠାରୁ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ସମୟରେ ତାଙ୍କୁ ପ୍ରଥମଥର ହ୍ୱାଇଟହାଉସ୍‌ରେ ଆତିଥ୍ୟ ପ୍ରଦାନ କରାଯିବ। ଏହି ଐତିହାସିକ ଗସ୍ତ ଓ ଭେଟଘାଟ ପୂର୍ବରୁ ଆମେରିକା ସହ ଭାରତର ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ

ଭାରତରେ ପ୍ରସ୍ତୁତ ୭ କଫ୍ ସିରପକୁ ନିଷିଦ୍ଧ କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ଗାମ୍ବିଆ ସମେତ ସମଗ୍ର ବିଶ୍ୱରେ ୩୦୦ ଜଣ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତରେ ପ୍ରସ୍ତୁତ କଫ୍ ସିରପକୁ ଦାୟୀ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଫଳରେ ଭାରତରେ ପ୍ରସ୍ତୁତ ୭ଟି କଫ ସିରପ (କାଶ ଔଷଧ)କୁ ନିଷିଦ୍ଧ କରିବା ସହ ଏସବୁ ଉତ୍ପାଦନ କରୁଥିବା କମ୍ପାନିଙ୍କୁ

ଏଲନ ମସ୍କଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ : ଐତିହାସିକ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ବିଶ୍ୱର ୧ନଂ ଧନୀ ତଥା ଟେସଲା ଓ ଟ୍ୱିଟର ମାଲିକ ଏଲନ ମସ୍କଙ୍କୁ ଭେଟିବେ। ମସ୍କ ଟ୍ୱିଟର କିଣିବା ପରେ ମୋଦି ତାଙ୍କୁ ପ୍ରଥମଥର ଭେଟିବାକୁ ଯାଉଛନ୍ତି।୨୦୧୫ରେ ମୋଦି ଓ ମସ୍କଙ୍କ ଭେଟଘାଟ

ପାକିସ୍ତାନର ପଞ୍ଜାବରେ ପରମାଣୁ କାରଖାନା ସ୍ଥାପନ କରିବ ଚୀନ୍‌

ଇସ୍‌ଲାମାବାଦ: ଚୀନ୍‌ ପାକିସ୍ତାନର ପଞ୍ଜାବରେ ଏକ ପରମାଣୁ କାରଖାନା ସ୍ଥାପନ କରିବ ବୋଲି ପାକ୍‌ ସରକାର ଆଜି (ମଙ୍ଗଳବାର) ଘୋଷଣା କରିଛନ୍ତି। ଦୁଇ ସର୍ବକାଳୀନ ସହଯୋଗୀ ଦେଶ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧିର ସଙ୍କେତ ସ୍ୱରୂପ ଚୀନ୍‌ ଏହି ୧୨୦୦ ମେଗାୱାଟ୍‌ କ୍ଷମତା ବିଶିଷ୍ଟ ପରମାଣୁ ଶକ୍ତି

ନିଶାରେ ଚୁର ଯୁବତୀଙ୍କୁ ନିଜ ଫ୍ଲାଟକୁ ଟେକିନେଇ ଦୁଷ୍କର୍ମ ଅଭିଯୋଗରେ ବ୍ରିଟେନରେ ଦଣ୍ଡିତ ହେଲେ ଭାରତୀୟ ଛାତ୍ର

ଲଣ୍ଡନ: ଦୁଷ୍କର୍ମ ଅଭିଯୋଗରେ ବ୍ରିଟେନର ଜଣେ ଭାରତୀୟ ଛାତ୍ରଙ୍କୁ ୬ ବର୍ଷ ନଅ ମାସ ଜେଲ ଦଣ୍ଡାଦେଶ ହୋଇଛି। ଜଣେ ୨୦ ବର୍ଷର ଛାତ୍ର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ପୁଲିସର ସୂଚନାନୁସାରେ, କୋର୍ଟରେ ଉପସ୍ଥାପିତ ପ୍ରମାଣ ଆଧାରରେ ସେ ନିଜ ଅପରାଧ ସ୍ୱୀକାର କରିଛନ୍ତି।

ଥରକେ ମହାକାଶକୁ ୪୧ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରି ନୂଆ ରେକର୍ଡ କଲା ଚୀନ୍‌

ବେଜିଙ୍ଗ୍: ଗୁରୁବାର ଦିନ ଏକକ ଅଭିଯାନରେ ମହାକାଶକୁ ୪୧ଟି ସାଟେଲାଇଟ୍‌ (କୃତ୍ରିମ ଉପଗ୍ରହ) ଉତ୍‌କ୍ଷେପଣ କରି ଚୀନ୍‌ ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଥିବା କଥା ନିଉଜ୍‌ ଏଜେନ୍‌ସି ‘ସିନ୍‌ହୁଆ’ ରିପୋର୍ଟ କରିଛି। ସ୍ଥାନୀୟ ସମୟ ଅପରାହ୍ଣ ୧.୩୦ରେ ସାନିସି ପ୍ରଦେଶ ଅନ୍ତର୍ଗତ ‘ତାଇୟୁଆନ୍‌

ସଂସଦ ଭବନ ଭିତରେ ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା ସାଂସଦ

ନୂଆଦିଲ୍ଲୀ: ଜଣେ ଅଷ୍ଟ୍ରେଲିଆ ମହିଳା ସାଂସଦ ବଡ଼ବଡ଼ ପଦବୀରେ ଥିବା ପୁରୁଷଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ‘ସଂସଦ ଭବନରେ ମୁଁ ଯୌନ ନିର୍ଯାତନାର ଶିକାର ହୋଇଛି। ମୁଁ ସମ୍ପୂର୍ଣ୍ଣ ଭୟଭୀତ ଅଛି। ଏହି କୋଠା, ଏହି ସ୍ଥାନ ମହିଳାଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ

ଗୋପନୀୟ ଦସ୍ତାବିଜ ଚୋରି ମାମଲାରେ ଟ୍ରମ୍ପ ଗିରଫ, ଜାମିନ ପରେ ବାଇଡେନଙ୍କ ଉପରେ ବର୍ଷିଲେ

ଫ୍ଲୋରିଡ଼ା : ଗୋପନ ଦସ୍ତାବିଜ ଚୋରି ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କଲେ ଆତ୍ମସମର୍ପଣ । ଏହାପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ତୁରନ୍ତ ତାଙ୍କୁ ନିସର୍ତ୍ତ ଜାମିନ ବି ମିଳିଛି । ଯୁକ୍ତରାଷ୍ଟ୍ର ଆମେରିକାର ଇତିହାସରେ ଜଣେ ରାଷ୍ଟ୍ରପତି ଗିରଫ ହେବା ପ୍ରଥମ