Browsing Category

ବିଦେଶ

‘ଗାଜାରେ ସ୍ଥଳ, ଜଳ ଓ ବାୟୁ ଭାଗରୁ ଆକ୍ରମଣ କରିବ ଇସ୍ରାଏଲ’…

ହମାସର ଅତର୍କିତ ଆକ୍ରମଣ ପରେ ପ୍ରତିକ୍ରିୟାଶୀଳ ହୋଇପଡିଛି ଇସ୍ରାଏଲ। ହମାସଙ୍କ ଦାବିକୁ ମାନିବା ତ’ ଦୂରର କଥା ସେମାନଙ୍କୁ ଧ୍ୱଂସ କରିବାକୁ ଏକ ପ୍ରକାର ପଣ କରିନେଇଛନ୍ତି ଇସ୍ରାଏଲ ସେନା। ହମାସ ଶିବିରରେ ପଶି ଆକ୍ରମଣ କରିବା ସହ ଏହି ସଂଗଠନକୁ ସମର୍ଥନ କରୁଥିବା…

ପୁଣି ଥରିଲା ଆଫଗାନିସ୍ତାନ, ତୀବ୍ରତା ୬.୫ ରେକର୍ଡ

ପୁଣି ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ। ଆଜି ସକାଳୁ ଆଫଗାନିସ୍ତାନର ପଶ୍ଚିମ ଅଞ୍ଚଳରେ ତୀବ୍ର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରେକର୍ଡ କରାଯାଇଛି। ଇଏମ୍‌ଏସ୍‌ସି ଅନୁଯାୟୀ ଭୂମିକମ୍ପର କେନ୍ଦ୍ରସ୍ଥଳର ୧୦ କିଲୋମିଟର ଗଭୀରତାରେ…

ହମାସର ଟପ୍‌ କମାଣ୍ଡର ବିଲାଲ ଅଲ କଦରାକୁ ହତ୍ୟା କଲା ଇସ୍ରାଏଲ…

ଟଳିଲା ହମାସର ଆଉ ଏକ ଟପ୍‌ କମାଣ୍ଡର। ବିଲାଲ ଅଲ କଦରାକୁ ହତ୍ୟା କରିଛି ଇସ୍ରାଏଲ ସେନା। ଶନିବାର ରାତିରେ ଏୟାର୍‌ ଷ୍ଟ୍ରାଇକ୍ କରି ହମାସର ଏହି ଟପ୍‌ କମାଣ୍ଡରକୁ ହତ୍ୟା କରାଯାଇଥିବା ଇସ୍ରାଲ ସେନା ଦାବି କରିଛି। ଇସ୍ରାଏଲ୍‌ ବାୟୁସେନାର ଲଢ଼ୁଆ ବିମାନ ଶନିବାର ରାତିରେ…

ଗାଜାରେ ୫୦୦ କିମିର ସୁଡ଼ଙ୍ଗ ନେଟ୍‌ୱର୍କ…

ନୂଆଦିଲ୍ଲୀ : ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ୍‌ରେ ପଶି ଆକ୍ରମଣ ଯୋଜନା କରିଛି। ତେବେ ଇସ୍ରାଏଲ ସେନାର ଏହି ଅପରେସନ୍‌ ପାଇଁ ସବୁଠୁ ବଡ଼ ଚ୍ୟାଲେଂଜ ହେବ ହମାସ୍‌ ଆତଙ୍କବାଦୀ ଗୋଷ୍ଠୀର ଭୂତଳ ଗୁପ୍ତ ସୁଡ଼ଙ୍ଗ। ଅନେକ ବିଶେଷଜ୍ଞ ଏନେଇ ଇସ୍ରାଏଲକୁ ସତର୍କ କରିଛନ୍ତି। ଜନବହୁଳ ଅଞ୍ଚଳ ସହ…

ବିମାନ ଆକ୍ରମଣରେ ହମାସ୍‌ ବାୟୁସେନା ମୁଖ୍ୟ ନିହତ: ଇସ୍ରାଏଲ୍‌ ବାୟୁସେନା…

ତେଲ୍‌ ଅଭିଭ୍‌: ଗତରାତିରେ କରାଯାଇଥିବା ବିମାନ ଆକ୍ରମଣରେ ହମାସ୍‌ ବାୟୁସେନା ମୁଖ୍ୟ ମୁରାଦ ଆବୁ ମୁରାଦଙ୍କର ମୃତ୍ୟୁ ଘଟିଥିବା କଥା ଇସ୍ରାଏଲୀୟ ବାୟୁସେନା କହିଛି। ଗାଜା ଷ୍ଟ୍ରିପ୍‌ରେ ବାୟୁସେନା କାର୍ଯ୍ୟକଳାପ ବୁଝାଶୁଝା କରୁଥିବା ମୁଖ୍ୟାଳୟ ଉପରେ ବିମାନ ଆକ୍ରମଣ…

ପିଲାକୁ ପାଣି ଦେଇ ‘ବିସ୍‌ମିଲ୍ଲା’ କହ ବୋଲି କହିଲେ ରାଇଫଲ୍‌ଧାରୀ ହମାସ୍‌ ଆତଙ୍କବାଦୀ…

ନୂଆଦିଲ୍ଲୀ: ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିଥିବା ହମାସ୍‌ ଆତଙ୍କବାଦୀମାନେ ଶିଶୁମାନଙ୍କର କିଭଳି ଭଲ ଦେଖାଶୁଣା କରୁଛନ୍ତି ତା’ର ଗୋଟାଏ ପ୍ରଚାର ଭିଡିଓ ସେମାନେ ‌‘ଟେଲିଗ୍ରାମ୍‌’ ଚାନେଲ୍‌ରେ ରିଲିଜ୍‌ କରିଛନ୍ତି। ଭିଡିଓରେ ଦେଖାଯାଉଛି ‘ପ୍ରାମ୍‌’ରେ (କଅଁଳାପିଲାଙ୍କୁ ନେବା…

ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କ ମୃତ୍ୟୁ…

ଜେରୁଜେଲମ୍ : ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଖବର ସଂଗ୍ରହ ସମୟରେ ଗଲା ସାମ୍ୱାଦିକଙ୍କ ଜୀବନ। ଘମାଘୋଟ ଯୁଦ୍ଧ ମଧ୍ୟରେ ଗ୍ରାଉଣ୍ଡ୍ ଜିରୋରୁ ରିପୋର୍ଟ ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ୱାଦିକଙ୍କ ଜୀବନ ଚାଲିଯାଇଛି। ଘଟଣା ସ୍ଥଳରେ ଥିବା ଜଣେ ରଏଟର୍ସ ଭିଡିଓ ସାମ୍ୱାଦିକଙ୍କ ମୃତ୍ୟୁ…

ଇସ୍ରାଏଲର ଧମକ ପରେ ଗାଜା ଛାଡ଼ିବା ଆରମ୍ଭ କଲେ ଲୋକେ…

ଇସ୍ରାଏଲର ଘନଘନ ଆକ୍ରମଣ ଓ ଧମକ ପରେ ଏବେ ଗାଜା ଷ୍ଟ୍ରିପ ଛାଡ଼ିବା ଆରମ୍ଭ କରିଛି ଲୋକେ। ଇସ୍ରାଏଲ ସ୍ଥଳ ଭାଗରେ ଗାଜାରେ ପ୍ରବେଶ କରିବାକୁ ଯୋଜନା କରୁଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଗାଜାରେ ଥିବା ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କହିଥିଲା। ପ୍ରଥମେ…

ହମାସ ଶିବିବରରେ ପଶି ୨୫୦ ବନ୍ଧକଙ୍କୁ ଉଦ୍ଧାର କଲେ ଇସ୍ରାଏଲ ସେନା, ୬୦ ଆତଙ୍କବାଦୀ ନିପାତ…

ଶତ୍ରୁ ଶିବିରରେ ପଶି ଇସ୍ରାଏଲ୍ ସେନାର ଆକ୍ରମଣ। ହମାସ ବନ୍ଧକ ରଖିଥିବା ୨୫୦ ଜଣଙ୍କୁ ଉଦ୍ଧାର କରିବା ସହ ୬୦ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ନିପାତ କଲା ଇସ୍ରାଏଲ ସେନା। ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ୍) ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଛି। ଆଇଡିଏଫ…

ହମାସର ଦାବି, ଇସ୍ରାଏଲ ଏୟାର୍ ଷ୍ଟ୍ରାଇକରେ ୧୩ ଜଣ ବନ୍ଧକ ମୃତ…

ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଉଛନ୍ତି ଇସ୍ରାଏଲ ଲୋକ। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଷ୍ଟ୍ରିପରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ଅନ୍ତତଃପକ୍ଷେ ୧୩ ଜଣ ଇସ୍ରାଏଲ୍ ଏବଂ ବିଦେଶୀ ବନ୍ଧକଙ୍କର ମୃତ୍ୟୁ ଘଟିଥିବା ହମାସ ସ୍ପଷ୍ଟ କରିଛି। ହମାସ ଦାବି କରିଛି ଯେ,…