Browsing Category

ବିଦେଶ

ଜୋ ବାଇଡେନ୍‌ ବାର୍ଦ୍ଧକ୍ୟ-ପ୍ରପୀଡ଼ିତ, ସାହସୀ କିନ୍ତୁ ଦାୟିତ୍ବହୀନ: କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଦକ୍ଷିଣ କୋରିଆ ସ୍ବାକ୍ଷର କରିଥିବା ନୂଆ ଆଣବିକ ଅସ୍ତ୍ର ରାଜିନାମା ପ୍ରତି ଚେତାବନୀ ଦେବା ସହିତ ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ

ବିନା ଲାଇଟ ଏବଂ ନାଭିଗେସନରେ ଭାଙ୍ଗିଯାଇଥିବା ରନୱେରେ ଅବତରଣ କଲା ଭାରତୀୟ ବାୟୁସେନାର ବିମାନ

ଭାରତୀୟ ବାୟୁସେନା ପାଇଲଟ୍‌ଙ୍କ ବୀରତ୍ୱ । ବିନା ଆଲୋକରେ ସୁଦାନରେ କଲେ ବିମାନ ଅବତରଣ । ଯୁଦ୍ଧଗ୍ରସ୍ତ ସୁଦାନରୁ ଫେରୁଛନ୍ତି ଭାରତୀୟ । ଭାରତୀୟ ବାୟୁସେନା ସୁଦାନର ସୟଦନା ଆର୍ମି ବିମାନବନ୍ଦରର ରନୱେରେ ଅବତରଣ କରିଛି C-130J ଏୟାରକ୍ରାଫ୍ଟ । ବିନା ଲାଇଟ ଏବଂ ନାଭିଗେସନ ସପୋର୍ଟରେ ବିମାନଟି

ପ୍ଲାଷ୍ଟିକରୁ ଇଟା ତିଆରି କଲେ ଯୁବତୀ…

ନାଇରୋବି: ପ୍ଲାଷ୍ଟିକ୍ କେତେ ବିପଜ୍ଜନକ, ଏହା ତ ଆପଣ ନିଶ୍ଚୟ ଜାଣିଥିବେ | ପ୍ଲାଷ୍ଟିକ ଯେଭଳି ଆମ ପରିବେଶକୁ ପ୍ରଦୂଷିତ କରୁଛି ତାହାକୁ ନେଇ ପରିବେଶବିତ ଚିନ୍ତାରେ ପଡିଯାଇଛନ୍ତି | ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାର କରିବା ପାଇଁ ପ୍ରତ୍ୟେକ ସ୍ତରରେ ପ୍ରୟାସ କରାଯାଉଛି ଆଉ ଏହି

ଉତ୍ତରକୋରିଆକୁ ସିଗାରେଟ ବିକିବାରୁ ଏହି କମ୍ପାନୀ ଉପରେ ୫୨ ହଜାର କୋଟି ଟଙ୍କାର ଜରିମାନା ଲଗାଇଲା ଆମେରିକା

ନ୍ୟୁୟର୍କ: ଆମେରିକା ଏବଂ ଉତ୍ତର କୋରିଆ ମଧ୍ୟରେ ଥିବା ଶତ୍ରୁତା ବାବଦରେ ତ ଆପଣ ଜାଣିଥିବେ | ଦୁଇଦେଶ ପରସ୍ପରକୁ ଅନେକ ସମୟରେ ଆକ୍ରମଣର ଧମକ ଦେଇଥାନ୍ତି | ଆମେରିକା ମନା କରିବା ସତ୍ତ୍ୱେ ଉତ୍ତର କୋରିଆ ଅନେକ ସମୟରେ ଯୁଦ୍ଧାସ୍ତ୍ରର ପରୀକ୍ଷା ମଧ୍ୟ କରିଥାଏ | ତେବେ ଆଜି ଆମେ ଆପଣଙ୍କୁ ଏମିତି

ଯୁଦ୍ଧ ପାଇଁ ସୈନିକ ନିଯୁକ୍ତି ଅଭିଯାନକୁ ବ୍ୟାପକ କଲା ରୁଷ

ମସ୍କୋ: ଗତବର୍ଷ ଫେବ୍ରୁଆରି ୨୪ ତାରିଖରୁ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଚଳାଇଛି ରୁଷିଆ । ଏହି ଯୁଦ୍ଧ ନିକଟ ଭବିଷ୍ୟତରେ ଶେଷ ହେବାର ସମ୍ଭାବନା ନାହିଁ। ଏଭଳି ସ୍ଥିତିରେ ଋଷିଆ ଏହାର ସୈନ୍ୟ ନିଯୁକ୍ତିକୁ ବ୍ୟାପକ କରିଛି। ୟୁକ୍ରେନ ବିରୋଧରେ ଲଢ଼ିବା ପାଇଁ ରୁଷ ପେସାଦାର ସୈନିକ

ତାଇୱାନ୍‌ ପ୍ରସଙ୍ଗରେ ସମାଲୋଚନା କଲେ ପରିଣାମ ବିପଜ୍ଜନକ ହେବ: ସତର୍କ କଲା ଚୀନ୍‌

ବେଜିଙ୍ଗ୍‌: ଶାନ୍ତି ଓ ନ୍ୟାୟ କ୍ଷେତ୍ରରେ ବେଜିଙ୍ଗ୍‌ର ଗ୍ରହଣୀୟତା ବୃଦ୍ଧି ପାଉଥିବା ବେଳେ ତାଇୱାନ୍‌ ପ୍ରସଙ୍ଗକୁ ନେଇ ଚୀନ୍‌କୁ ସମାଲୋଚନା କଲେ ପରିଣାମ ବିପଜ୍ଜନକ ହେବ ବୋଲି ଆଜି ଚୀନ୍‌ର ବୈଦେଶିକ ମନ୍ତ୍ରୀ କ୍ବିନ୍‌ ଗାଙ୍ଗ୍‌ ସତର୍କ କରାଇ କହିଛନ୍ତି।ତାଇୱାନ୍‌ର ରାଷ୍ଟ୍ରପତି ସାଇ

ଟ୍ୱିଟର ଦେଲା ଝଟକା; ବନ୍ଦ ହେଲା ମାଗଣା ବ୍ଲୁ ଟିକ୍‌ ସର୍ଭିସ…

ନୂଆଦିଲ୍ଲୀ : ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଭେରିଫାଏଡ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇଲା ଟ୍ୱିଟର । ବଡ଼ ବଡ଼ ସେଲିବ୍ରିଟି, ରାଜନେତା, ସ୍ପୋର୍ଟ୍ସମ୍ୟାନ୍‌ଙ୍କ ଆକାଉଣ୍ଟରୁ ଗାଏବ ହୋଇ ଯାଇଛି ବ୍ଲୁ ଟିକ୍‌ । ଟ୍ୱିଟର ବସ୍‌ ଏଲନ୍‌ ମସ୍କଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗତକାଲି ରାତିରୁ ଆରମ୍ଭ ହୋଇଛି

‘ଆସନ୍ତା କାଲି ବଞ୍ଚିବୁ କି ନାହିଁ, ତାହା ଜାଣିନୁ’ ଉଦ୍ଧାର ପାଇଁ ନିବେଦନ କଲେ ସୁଦାନରେ ଫସିରହିଥିବା ଭାରତୀୟ

ନୂଆଦିଲ୍ଲୀ : ଜାତିସଂଘ ଓ ଅନ୍ତର୍ଜାତୀୟ ସମୁଦାୟର ନିବେଦନ ସତ୍ତ୍ବେ ଆଫ୍ରିକୀୟ ଦେଶ ସୁଦାନରେ ଚାଲିଥିବା ସଂଘର୍ଷ ଜାରି ରହିଛି । ଏହା ଫଳରେ ସେଠାରେ ରହୁଥିବା ସାଧାରଣ ଲୋକଙ୍କ ଉପରେ ବଡ଼ ସଂକଟ ମାଡ଼ିଆସିଛି । ସେଠାରେ ରହୁଥିବା ଭାରତୀୟମାନେ ମଧ୍ୟ ଅତ୍ୟନ୍ତ ଅନିଶ୍ଚିତତା ମଧ୍ୟରେ ଗତି

ଦୁବାଇର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ; ୪ ଭାରତୀୟଙ୍କ ସମେତ ୧୬ ମୃତ

ଦୁବାଇ : ଦୁବାଇର ଏକ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪ ଭାରତୀୟଙ୍କ ସମେତ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ପାକିସ୍ତାନର ୩ ନାଗରିକ ଓ ନାଇଜେରିଆର ଜଣେ ମହିଳା ବି ସାମିଲ ଅଛନ୍ତି। ଏହି ଅଗ୍ନିକାଣ୍ଡରେ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ଖାଲିଜ ଟାଇମ୍ସ ରିପୋର୍ଟ ମୁତାବକ,

ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ପାକିସ୍ତାନର କେନ୍ଦ୍ର ମନ୍ତ୍ରୀ ଅବଦୁଲ ଶକୁର

ଲାହୋର: ଏକ ସଡକ ଦୁର୍ଘଟଣାରେ ପାକିସ୍ତାନର କେନ୍ଦ୍ର ମନ୍ତ୍ରୀ ମୁଫତି ଅବଦୁଲ ଶକୁରଙ୍କର ମୃତ୍ୟୁ ହୋଇଛି। ସେ ଧାର୍ମିକ ବ୍ୟାପାର ମନ୍ତ୍ରୀ ଥିଲେ। ଏହି ସଡକ ଦୁର୍ଘଟଣା ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଘଟିଛି। ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସ କହିଛି ଯେ ଶନିବାର ସନ୍ଧ୍ୟାରେ