Sign in
Sign in
Recover your password.
A password will be e-mailed to you.
Browsing Category
ବିଦେଶ
୪୬ ହଜାର ବର୍ଷର ବରଫାୟିତ କୃମିକୁ ପୁନରୁଜ୍ଜୀବିତ କଲେ ବୈଜ୍ଞାନିକ
ୱାସିଂଟନ: ୪୬,୦୦୦ ବର୍ଷ ତଳେ ବରଫ ଭିତରେ ରହିଥିବା ଏକ ଗୋଲକୃମିକୁ ବୈଜ୍ଞାନିକମାନେ ଜୀବନ୍ତ କରିତୋଳିଛନ୍ତି। ଅଜ୍ଞାତ ପ୍ରଜାତିର ଏହି କୃମି ସାଇବେରିଆ ଶୀତଳମରୁର ସ୍ଥାୟୀ ବରଫ ଭିତରେ ୪୦ ମିଟର (୧୩୧.୨ ଫୁଟ୍) ତଳେ ଥିଲା।
କୃମିଟି ନିଷ୍କ୍ରିୟ ଅବସ୍ଥାରେ ଥିଲା, ଯେଉଁ ଅବସ୍ଥାକୁ!-->!-->!-->…
ତାଲିବାନ ସହ ମିଶିବାକୁ ଚାହୁଁଛି ଅଲ କାଏଦା
ଇସଲାମବାଦ : ଆଗକୁ ବଢ଼ିବ ସନ୍ତ୍ରାସବାଦୀ ଆକ୍ରମଣ । ଦକ୍ଷିଣ ଏସିଆରେ ସୃଷ୍ଟି କରିବେ ଅସ୍ଥିରତା । କାରଣ ମିଶିବାକୁ ଯାଉଛନ୍ତି ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି)ସହ ଅଲକାଏଦା ସନ୍ତ୍ରାସବାଦୀ ସଂଗଠନ । ଏମିତି ଖବର ସମ୍ବଳିତ ରିପୋର୍ଟ ଦିଆଯାଇଛି ଜାତିସଂଘ ନିରାପତ୍ତା ପରିଷଦକୁ!-->…
ମିଳିତ ସମରାଭ୍ୟାସ ବେଳେ ହେଲିକପ୍ଟର କ୍ରାଶ୍, ୪ କ୍ରିଉ ମେମ୍ବର ନିଖୋଜ
କୁଇନ୍ସଲ୍ୟାଣ୍ଡ : ମିଳିତ ସମରାଭ୍ୟାସ ବେଳେ ମଝି ସମୁଦ୍ର ଉପରେ କ୍ରାଶ୍ ହେଲା ହେଲିକପ୍ଟର। ଉକ୍ତ ସମୟରେ ହେଲିକପ୍ଟରରେ ଥିବା ୪ କ୍ରିଉ ମେମ୍ବରଙ୍କ ପତ୍ତା ମିଳୁନି। ଏପରି ଏକ ଅଘଟଣ ଗତକାଲି ରାତିରେ ଅଷ୍ଟ୍ରେଲିଆରେ ଘଟିଛି।ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ସମୁଦ୍ର ଉପରେ ଗତକାଲି!-->…
ସାଉଦିରେ ପ୍ରବାସୀଙ୍କ ଦରମା ବିଶ୍ବରେ ସର୍ବାଧିକ, ବ୍ରିଟେନ୍ ସବୁଠୁ ମହଙ୍ଗା ଦେଶ
ନୂଆଦିଲ୍ଲୀ : ପ୍ରବାସୀ ଭାବେ ସାଉଦିରେ କାର୍ଯ୍ୟ କଲେ ସର୍ବାଧିକ ଦରମା ମିଳିବ। ଇସିଏ ଇଣ୍ଟରନ୍ୟାସନାଲ୍ ନାମକ ଏକ କନସଲଟାନ୍ସି ସଂସ୍ଥାର ସର୍ବେକ୍ଷଣ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି ଯେ ମଧ୍ୟପ୍ରାଚ୍ୟରେ ମଧ୍ୟମ ସ୍ତରରେ ପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିବା ଲୋକମାନେ!-->…
ଜୋହାନ୍ସବର୍ଗରେ ଫୁଟିଲା ରାସ୍ତା, ପବନରେ ଉଡିଲା ଗାଡି ; ୯ ଜଣ ଗୁରୁତର
ଜୋହାନ୍ସବର୍ଗ : ପ୍ରକୃତି ଯେତିକି ସୁନ୍ଦର, ସେତିକି ଭୟଙ୍କର ମଧ୍ୟ । ପ୍ରକୃତିର ତାଣ୍ଡବ ବିଷୟରେ ଅନୁମାନ କରିବା ଅସମ୍ଭବ । ସୋସିଆଲ ମିଡିଆରେ ଏମିତି କେତେକ ଭିଡିଓ ନିଶ୍ଚିତ ଦେଖିଥିବେ । କିନ୍ତୁ ସାଉଥ ଆଫ୍ରିକାର ଜୋହାନ୍ସବର୍ଗରେ ଏମିତି ଏକ ଭିଡିଓ ରେକର୍ଡ ହୋଇଛି, ଯାହାକୁ ଦେଖିଲ ଆପଣ!-->…
ଚୀନ ବୈଦେଶିକ ମନ୍ତ୍ରୀ ନିଖୋଜ ନେଇ ଟେନ୍ସନରେ ଜିନପିଙ୍ଗ ସରକାର, ପରକୀୟା ପ୍ରେମ ସଂପର୍କ ନେଇ ସନ୍ଦେହ
ନିଃସର୍ତ୍ତ ନିୟୁଜ :ପୁଣି ଚର୍ଚ୍ଚାରେ ଚୀନ । ଏଥର ଚୀନ ବୈଦେଶିକ ମନ୍ତ୍ରୀ ନିଖୋଜକୁ ନେଇ। ତିନି ସପ୍ତାହ ଧରି ନିଖୋଜ ଅଛନ୍ତି କିନ୍ ଗାଙ୍ଗ। ଶେଷଥର ପାଇଁ ଜୁନ ୨୫ ତାରିଖରେ ତାଙ୍କୁ ଦେଖାଯାଇଥିବା ନେଇ ବିଦେଶ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଅନ୍ତର୍ଦ୍ଧାନ ପଛରେ ହଂକଂର ଏକ ଟିଭି!-->…
ରୁଷ ଆକ୍ରମଣରେ ଚୀନ୍ କନ୍ସୁଲେଟ୍ କ୍ଷତିଗ୍ରସ୍ତ
କିଏଭ୍ : ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଗୁରୁବାର ବନ୍ଦର ସହର ଓଡେସା ଉପରେ ରୁଷ୍ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଚୀନ୍ କନ୍ସୁଲେଟ୍ ଅଫିସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହା ବ୍ୟତୀତ ବୁଧବାର ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି କହିଥିଲେ, ଏକ ବନ୍ଦର ସହର ଉପରେ!-->…
ଯୀଶୁଙ୍କୁ ପାଇବାକୁ ଉପବାସ, ଗଲାଣି 403ଙ୍କ ଜୀବନ
ନୂଆଦିଲ୍ଲୀ : କେନିଆର ଏକ ଜଙ୍ଗଲରୁ ଉଦ୍ଧାର ହେଉଛି କୁଢ କୁଢ ଶବ। ପୁଣି 12 ଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ମୃତ୍ୟୁସଂଖ୍ୟା 400 ପାର୍ କରିଥିବା ସୂଚନା। ମୃତଦେହଗୁଡିକ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଅନୁଗାମୀମାନଙ୍କର ବୋଲି ଜଣାପଡିଛି। ଅନାହାରରେ ରହି ଏହି ଖ୍ରୀଷ୍ଟଧର୍ମୀ ଅନୁଗାମୀଙ୍କ ମୃତ୍ୟୁ!-->…
ୟୁପିଆଇ ମାଧ୍ୟମରେ ଦୁବାଇ ପଠାଇ ହେବ ଟଙ୍କା
ଆବୁଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ କାଳରେ ଭାରତର ରିଜର୍ଭ ବ୍ୟାଙ୍କ ଓ ୟୁଏଇର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଗୋଟିଏ ବୁଝାମଣାପତ୍ର ଫଳରେ ଦୁଇ ଦେଶ ପରସ୍ପର ସହ ନିଜସ୍ବ ମୁଦ୍ରାରେ ବାଣିଜ୍ୟ କାରବାର କରିବେ । ଏହା ଫଳରେ!-->…
କଟାମୁଣ୍ଡ ଯୋଡିଦେଲେ ଡାକ୍ତର, ଦୁର୍ଘଟଣାରେ କଟିଯାଇଥିଲା ନାବାଳକର ମୁଣ୍ଡ
ନୂଆଦିଲ୍ଲୀ: ବିଶ୍ୱର ଆଉ ଏକ ବିରଳ ଅପରେସନ୍, ଯାହାକୁ ସମ୍ଭବ କରି ଦେଖାଇଛନ୍ତି ଇସ୍ରାଏଲର ଏକ ଡାକ୍ତରୀ ଟିମ୍ । ଏକ କାର ଦୁର୍ଘଟଣାରେ ୧୨ ବର୍ଷର ପୁଅ ସୁଲେମାନ୍ ହସନର ମୁଣ୍ଡ ଶରୀରଠାରୁ କକଟି ସାମାନ୍ୟ ଲାଗିଥିଲା । ହେଲେ କାଳ ବିଳମ୍ବ ନକରି ଏହାକୁ ଅସ୍ତ୍ରୋପଚାର ମାଧ୍ୟମରେ ଯୋଡିଦେଲେ!-->…