Browsing Category

ଦେଶ

ନିୟନ୍ତ୍ରଣ ହରାଇବାରୁ ଜରୁରୀ ଅବତରଣ କଲା ହେଲିକପ୍ଟର, ଅଳ୍ପକେ ବର୍ତ୍ତିଲେ ଶ୍ରଦ୍ଧାଳୁ

ଉତ୍ତରାଖଣ୍ଡ : ଅଳ୍ପକେ ବର୍ତ୍ତିଲେ ବଦ୍ରିନାଥ ଦର୍ଶନ କରି ଫେରୁଥିବା ଶ୍ରଦ୍ଧାଳୁ । ବଦ୍ରିନାଥ ଦର୍ଶନ କରି ଫେରୁଥିବା ହେଲିକପ୍ଟର ଜରୁରୀ ଅବତରଣ କରିଛି । ହେଲିକପ୍ଟର ନିୟନ୍ତ୍ରଣ ହରାଇବା ବେଳେ ପାଇଲଟ ଏହାକୁ ଜରୁରୀ ଅବତରଣ କରିଛନ୍ତି । ଫଳରେ ଶ୍ରଦ୍ଧାଳୁଙ୍କ ଜୀବନ ବଞ୍ଚିଯାଇଛି । …

ସୂର୍ଯ୍ୟାସ୍ତ୍ର ରକେଟ୍ ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଆଉ ଏକ ବଡ଼ ଉପଲବ୍ଧି । ଓଡ଼ିଶାର ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ITR) ଠାରେ ଘରୋଇ ପ୍ରତିରକ୍ଷା ସଂସ୍ଥା ନାଇବ ଲିମିଟେଡ୍ ଦ୍ୱାରା ନିର୍ମିତ ଦୂରଗାମୀ ରକେଟ୍ ପ୍ରଣାଳୀ ‘ସୂର୍ଯ୍ୟାସ୍ତ୍ର’ ର ସଫଳ ପରୀକ୍ଷଣ କରାଯାଇଛି । ଏହି…

ହସ୍ପିଟାଲରେ ଫାଟିଲା ଏସି: ଜଣେ ମୃତ, ୧୪ ଆହତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଡେରାଡୁନର ଏକ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଗଢ଼ୱାଲ କମିଶନର ବିନୟ ଶଙ୍କର ପାଣ୍ଡେ ପହଞ୍ଚି ଏହି ମାମଲାର…

ରୋମରେ ପ୍ରଧାନମନ୍ତ୍ରୀ ମୋଦି, ଡିନର ପରେ ଜର୍ଜିଆ ମେଲୋନିଙ୍କ ସହ ଏକାଠି ବୁଲିଲେ

ନୂଆଦିଲ୍ଲୀ : ଇଟାଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ ଏବଂ ନରୱେ ଗସ୍ତ କରିବା ପରେ ଇଟାଲୀରେ ପହଞ୍ଚିନ୍ତି । ରୋମରେ ପହଞ୍ଚିବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଛି । ରୋମରେ ଇଟାଲୀ…

କେଦାରନାଥରେ ଭୂସ୍ଖଳନ, ଫସି ରହିଛନ୍ତି ଶତାଧିକ ଶ୍ରଦ୍ଧାଳୁ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ କେଦାରନାଥ ରୁଟରେ ଭୂସ୍ଖଳନ । ମଙ୍ଗଳବାର ରାତିରେ ପ୍ରୟାଗରାଜରେ ଭୂସ୍ଖଳନ ହେବାରୁ କେଦାରନାଥ ଯାତ୍ରା ବାଧାପ୍ରାପ୍ତ ହୋଥିଲା । ଏହା ବ୍ୟତୀତ ଫସି ରହିଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିବା ସମେତ ପ୍ରଶାସନର ଅପରେସନ ପରେ କେଦାରନାଥ ଯାତ୍ରା ରୁଟରେ ଯାତାୟତ…

ସିବିଆଇ ଜାଲରେ ଆର୍ମି କର୍ଣ୍ଣେଲ, ୫୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ଅଭିଯୋଗ

କୋଲକତା : ସିବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ । ସେନା କର୍ଣ୍ଣେଲ ହିମାଂଶୁ ବାଲିଙ୍କୁ ସିବିଆଇ ଗିରଫ କରିଛି । ତାଙ୍କ ବିରୋଧରେ ୫୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ନେଇ ସଙ୍ଗୀନ ଅଭିଯୋଗ ଆସିଛି । କୋଲକତା ସ୍ଥିତ ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ଫୋର୍ଟ ୱିଲିୟମ୍ସର ଆର୍ମି ଅର୍ଡିନାନ୍ସ…

ତାମିଲନାଡୁରେ ରାଜନୈତିକ ଉତ୍ତେଜନା; ସମର୍ଥନ ପ୍ରତ୍ୟାହାର କରିବାକୁ CPIM ର ଧମକ

ତାମିଲନାଡୁ : ତାମିଲନାଡୁରେ ନୂଆ ସରକାର ଗଠନ ହେବାର କିଛି ଦିନ ପରେ ତାମିଲନାଡୁ ରାଜନୀତିରେ ରାଜନୈତିକ ଉତ୍ତେଜନା ବୁଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଥାଲପତି ବିଜୟଙ୍କ TVK ଦଳକୁ ବାହାରୁ ସମର୍ଥନ କରୁଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଖୋଲାଖୋଲି ଭାବରେ ସମର୍ଥନ ପ୍ରତ୍ୟାହାର କରିବାକୁ…

ଇନ୍ଧନ ବଞ୍ଚାଇବାକୁ ଅଭିନବ ପ୍ରୟାସ, ଘୋଡ଼ା ଚଢ଼ି ସ୍କୁଲ ଗଲେ ଶିକ୍ଷକ

ରାଞ୍ଚି : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବର୍ତ୍ତମାନ ଭାରତ ସମେତ ଅଧିକାଂଶ ରାଷ୍ଟ୍ରରେ ତୈଳ ସଙ୍କଟ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଇନ୍ଧନ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବେ ଦେଶବାସୀଙ୍କୁ ଯେଉଁ ଆହ୍ବାନ ଦେଇଥିଲେ, ତାହାକୁ ଅକ୍ଷରେ…

ପଶ୍ଚିମବଙ୍ଗ ଫାଲଟା ନିର୍ବାଚନ, ଓହରିଲେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ

କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଖବର । ଫାଲଟା ବିଧାନସଭା ଆସନରେ ମେ ୨୧ ତାରିଖରେ ପୁଣି ମତଦାନ ହେବ । କିନ୍ତୁ ନିର୍ବାଚନର ମାତ୍ର ୪୮ ଘଣ୍ଟା ପୂର୍ବରୁ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାନ ନିର୍ବାଚନ ମଣ୍ଡଳିରୁ ଓହରି ଯାଇଛନ୍ତି । ଜାହାଙ୍ଗୀର ଖାନ…

ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁବନ ଚନ୍ଦ୍ର ଖଣ୍ଡୁରୀଙ୍କ ପରଲୋକ

ଡେରାଡୁନ : ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀଙ୍କ ପରଲୋକ ହୋଇଛି । ଦୀର୍ଘଦିନରୁ ଅସୁସ୍ଥ ଥିଲେ ଖଣ୍ଡୁରୀ । ଡେରାଡୁନରେ ଶେନ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ନିଧନରେ ଉତ୍ତରାଖଣ୍ଡରେ ଶୋକର ଲରି ଖେଳିଯାଇଛି ।…