Browsing Category

ଦେଶ

ସିସୋଦିଆଙ୍କ ପାଇଁ ସର୍ବସମ୍ମୁଖରେ କାନ୍ଦି ପକାଇଲେ କେଜ୍ରିୱାଲ

ନୂଆଦିଲ୍ଲୀ : ସର୍ବସମ୍ମୁଖରେ ଆଜି କାନ୍ଦି ପକାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଜେଲରେ ଥିବା ତାଙ୍କ ସହକର୍ମୀ ମନୀଷ ସିସୋଦିଆଙ୍କୁ ବହୁତ ମିସ କରୁଥିବା କଥା ମଧ୍ୟ କହିଛନ୍ତି। ଦିଲ୍ଲୀରେ ଗୋଟିଏ ନୂଆ ସ୍କୁଲ ଉଦଘାଟନ କରିବା ବେଳେ କେଜ୍ରିୱାଲ ସର୍ବସମ୍ମୁଖରେ…

କୋର୍ଟରେ ଗୁଳି ମାଡ଼, ଗ୍ୟାଙ୍ଗଷ୍ଟର ସଞ୍ଜୀବ ମୃତ

ଲକ୍ଷ୍ନୌ : କୋର୍ଟ ରୁମ ବାହାରେ ଫୁଟିଛି ଗୁଳି। ଓକିଲ ବେଶରେ ଆସି ପୁଲିସ୍‌ ହେପାଜତରେ ଥିବା ଜଣେ ଗ୍ୟାଙ୍ଗଷ୍ଟରକୁ ଗୁଳି କରି ହତ୍ୟା କରିଛି ଜଣେ ବ୍ୟକ୍ତି। ଏହି ଗୁଳି ମାଡ଼ରେ କିଛି ପୁଲିସ୍‌ କର୍ମଚାରୀ ଓ ଜଣେ ଯୁବତୀ ମଧ୍ୟ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।ଉତ୍ତର ପ୍ରଦେଶର…

ମନ୍ତ୍ରୀଙ୍କୁ ଭେଟି ୫ ଦାବି ରଖିଲେ, WFIର ମୁଖ୍ୟ ମହିଳା ହୁଅନ୍ତୁ ବୋଲି କହିଲେ ରେସଲର

ନୂଆଦିଲ୍ଲୀ : ଦୀର୍ଘ ଦିନ ହେଲା ଭାରତୀୟ କୁସ୍ତି ମହାସଂଘ(WFI)ର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ରେସଲରମାନେ ଆଜି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ମନ୍ତ୍ରୀ ଠାକୁର ବିକ୍ଷୋଭ କରୁଥିବା…

ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଲେ ବିକ୍ଷୋଭକାରୀ, ମା’-ପୁଅ ଜୀବନ୍ତ ଦଗ୍ଧ

ଇମ୍ଫାଲ : ହିଂସାଗ୍ରସ୍ତ ମଣିପୁରରେ ଘଟିଛି ସାଂଘାତିକ ଘଟଣା। ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ। ଏଥିଯୋଗୁ ଆମ୍ବୁଲାନ୍ସରେ ଥିବା ୮ ବର୍ଷର ବାଳକ, ତାଙ୍କ ମା’ ଓ ଆଉ ଜଣେ ସମ୍ପର୍କୀୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସୃଷ୍ଟି…

ବିୟର ବୋଝେଇ ଟ୍ରକ ଓଲଟିବା ପରେ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର ନକରି ବିୟର ଲୁଟିଲେ !

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶରେ ମଙ୍ଗଳବାର ଏକ ରୋଚକ ଘଟଣା ଘଟିଛି । ଜାତୀୟ ରାଜପଥରେ ଯାଉଥିବାବେଳେ ବିୟର ବୋଝେଇ ଏକ ଟ୍ରକ୍ ଓଲଟି ପଡ଼ିଥିଲା । ଏହା ଦେଖିବା ପରେ ଲୋକମାନେ ଡ୍ରାଇଭରକୁ ଉଦ୍ଧାର କରିବେ କ’ଣ, ବିୟର ବୋତଲ ଲୁଟିବା ଆରମ୍ଭ କରିଦେଲେ ।ରାଜପଥରେ ବିୟର ଲୁଟ୍ ହେବାର ଭିଡିଓ…

ବେକରେ ଛୁରୀ ପଶିଥିବା ସତ୍ତ୍ୱେ ବାଇକ ଚଳାଇ ମେଡିକାଲରେ ପହଞ୍ଚିଲେ ବ୍ୟକ୍ତି

ମୁମ୍ବାଇ : ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ୩୦ ବର୍ଷୀୟ ବ୍ୟବସାୟୀଙ୍କ ବେକରେ କଳଙ୍କି ଲଗା ଛୁରୀ ଲାଖି ରହିଥିବା ବେଳେ ସେ ବାଇକ ଚଳାଇ ହସ୍ପିଟାଲରେ ପହଞ୍ଚି ନିଜର ଚିକିତ୍ସା କରାଇଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ସେ ଗଭୀର କ୍ଷତଚିହ୍ନ ଓ ପ୍ରରୁର ରକ୍ତସ୍ରାବ ସତ୍ତ୍ୱେ…

ଜବତ ହେଲା ବିପୁଳ ପରିମାଣର ଡ୍ରଗ୍ସ, ଏନସିବି କହିଲା ୨୦ ବର୍ଷରେ ଏତେ ଡ୍ରଗ୍ସ ଜବତ ହୋଇନଥିଲା

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ସବୁଠାରୁ ବଡ଼ ‘ପାର୍ଟି ଡ୍ରଗ୍ସ’ ସାମଗ୍ରୀ ଜବତ କରିଛି। ଏହି ଚଢ଼ାଉରେ ଏନସିବି ହଜାର ହଜାର କୋଟି ଟଙ୍କାର ଲାଇସର୍ଜିକ୍ ଏସିଡ୍ ଡାଇଥାଇଲାମାଇଡ (ଏଲଏସଡି) ଔଷଧ ଜବତ କରିଛି । ଏହାକୁ ଗତ ଦୁଇ ଦଶନ୍ଧିମଧ୍ୟରେ ଜବତ ହୋଇଥିବା ସବୁଠାରୁ…

ଆସିଲା ହାଇପରସୋନିକ ମିସାଇଲ, ଶବ୍ଦ ଠାରୁ ଅଧିକ ୧୫ ଗୁଣ ସ୍ପିଡରେ ଯିବ

ନୂଆଦିଲ୍ଲୀ : ଇରାନର ରେଭ୍ୟୁଲେସନାରୀ ଗାର୍ଡ ବା ଆଇଆରଜି ପକ୍ଷରୁ ଗୋଟିଏ ଇଣ୍ଟରମେଡିଏଟ ବାଲାଷ୍ଟିକ ମିସାଇଲକୁ ଆଜି ସାର୍ବଜନୀନ କରାଯାଇଛି। ଏହି ହାଇପରସୋନିକ ମିସାଇଲ ବେଶ ଖତରାନ ଓ ଘାତକ। ଏହା ଶବ୍ଦ ଠାରୁ ୧୫ ଗୁଣା ସ୍ପିଡରେ ଗତି କରିବା ସହ ଶତ୍ରୁପକ୍ଷଙ୍କ ଟାର୍ଗେଟକୁ ନଷ୍ଟ କରିବାକୁ…

ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘରେ ପଶିଲା ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ : କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘରେ ପଶିଲା ଦିଲ୍ଲୀ ପୁଲିସ୍‌ । ବ୍ରିଜ ଭୂଷଣଙ୍କ ଉତ୍ତରପ୍ରଦେଶ ଗୋଣ୍ଡାସ୍ଥିତ ଘରେ ପଶି ତନାଘନା କରିଛି ଦିଲ୍ଲୀ ପୁଲିସ୍‌ ।ଦେଶର ଷ୍ଟାର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ…

‘ଓଡ଼ିଶା ଟ୍ରେନ୍‌ ଟ୍ରାଜେଡିର ସିବିଆଇ ତଦନ୍ତ କଥା ଶୁଣି ବିଳିବିଳାଉଛନ୍ତି ମମତା…!

କୋଲକାତା : ଓଡ଼ିଶା ରେଳ ଦୁର୍ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଏହି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଟିଏମ୍‌ସି ଓ ବିଜେପି। ଓଡ଼ିଶା ବାହାନଗାରେ ହୋଇଥିବା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ସମ୍ପର୍କରେ ଘୋଷଣା କରାଯିବା ପରେ ଏହାକୁ ସହଜେ ହଜମ କରି ପାରି ନାହାନ୍ତି ମମତା…