Browsing Category

ଦେଶ

୧୨ ତାରିଖରେ ହେବାକୁ ଥିବା ବିରୋଧୀ ଦଳ ବୈଠକ ବାତିଲ

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧୀ ଏକତା ଅଭିଯାନକୁ ବଡ଼ ଝଟକା ଲାଗିଛି। ବିହାରରେ ଜୁନ୍ ୧୨ତାରିଖରେ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ବୈଠକକୁ ବର୍ତ୍ତମାନ ପାଇଁ ବାତିଲ କରାଯାଇଛି। ଏବେ ଏହି ବୈଠକର ତାରିଖ ପରେ ସ୍ଥିର କରାଯିବ। ଏବେ ଏହି ବୈଠକ କେଉଁଠି ହେବ ତାହା…

ରେଳ ଚାକିରିକୁ ଫେରିଯାଇ ଏଭଳି ପ୍ରତିକ୍ରିୟା ଦେଲେ ବଜରଙ୍ଗ ପୁନିଆ, ବିନେଶ ଫୋଗଟ ଓ ସାକ୍ଷୀ ମଲିକ

ନୂଆଦିଲ୍ଲୀ : ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତିଙ୍କ ବିରୋଧରେ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି କ୍ରମରେ ଖବର ଆସିଛି କି ରେସଲର ବଜରଙ୍ଗ ପୁନିଆ, ବିନେଶ ଫୋଗଟ, ସାକ୍ଷୀ ମଲିକ ତାଙ୍କ ଚ‌ାକିରିକୁ ଫେରି ଯାଇଛନ୍ତି। ରେସଲରମାନେ କହିଛନ୍ତି, ‘ଆନ୍ଦୋଳନ ସହ…

ଟ୍ରେନ ଦୁର୍ଘଟଣା ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ ଟ୍ରୋଲ ହେଲେ ବାଗେଶ୍ବର ବାବା

ନୂଆଦିଲ୍ଲୀ: ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀ ତାଙ୍କର ଚମତ୍କାର ପାଇଁ ଗତ କିଛି ମାସ ହେଲାଣି ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି। ସେ ସମସ୍ତଙ୍କ ଅତୀତକୁ ଦେଖି ପାରୁଥିବା ଦାବି କରନ୍ତି। ବେଳେବେଳେ ସେ ଭବିଷ୍ୟବାଣୀ ମଧ୍ୟ କରୁଥିବା ଦେଖାଯାଏ। ଏବେ ବାଲେଶ୍ୱରର ବାହାନଗା…

ଆରବ ସାଗରରେ ଲଘୁଚାପ ଯୋଗୁଁ ଆହୁରି ବିଳମ୍ବରେ ଆସିବ ମୌସୁମୀ, ପାଣିପାଗ ବିଭାଗର ସୂଚନା

ନୂଆଦିଲ୍ଲୀ : ସାଧାରଣତଃ ଜୁନ ୧ରେ କେରଳ ପହଞ୍ଚୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀର ଏବର୍ଷ ଜୁନ ୪ରେ ଆସିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଥିଲା । କିନ୍ତୁ ଜୁନ ୫ ହୋଇଥିଲେ ବି, ମୌସୁମୀର ଏପର୍ଯ୍ୟନ୍ତ ଦେଖା ନାହିଁ ।ଏହା ମଧ୍ୟରେ ଆଇଏମଡି ପକ୍ଷରୁ ଆଜି କୁହାଯାଇଛି ଯେ ଏଥର ଦେଶରେ ମୌସୁମୀ…

ଜ୍ଞାନବାପି ଶୃଙ୍ଗାର ଗୌରୀ ମାମଲା : ସମସ୍ତ ମାମଲାରୁ ଓହରିବା ନେଇ ମୁଖ୍ୟ ପକ୍ଷବାଦୀଙ୍କ ଘୋଷଣା

ବାରଣାସୀ : ଜ୍ଞାନବାପି ଶୃଙ୍ଗର ଗୌରୀ ମାମଲାର ମୁଖ୍ୟ ପକ୍ଷବାଦୀ ତଥା ବିଶ୍ୱ ବୈଦିକ ସନାତନ ସଂଘର ପ୍ରତିଷ୍ଠାତା ଜିତେନ୍ଦ୍ର ସିଂହ ବିସେନ ଜ୍ଞାନବାପି ସହ ଜଡ଼ିତ ସମସ୍ତ ମାମଲାରୁ ଓହରିବା ନେଇ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଜିତେନ୍ଦ୍ର ସିଂହଙ୍କ ଓକିଲ ଶିବମ ଗୌର ଏହି ମାମଲାରୁ ନିଜକୁ…

କରମଣ୍ଡଳ ଦୁର୍ଘଟଣା: ବିନା ଟିକେଟରେ ଯାତ୍ରା କରିଥିବା ଯାତ୍ରୀଙ୍କୁ ବି ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ୱରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ରେଳ ଦୁର୍ଘଟଣାରେ ଆହତ ୩୮୨ ବ୍ୟକ୍ତି ଏବେ ବି ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଦୁର୍ଘଟଣା ଅନେକ ପରିବାରକୁ…

କୃତ୍ରିମ ବୁଦ୍ଧି ଯୋଗୁ ମେ’ ମାସରେ ଚାକିରି ହରାଇଲେ ୪ ହଜାର ଲୋକ

ନୂଆଦିଲ୍ଲୀ : କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର କୁପ୍ରଭାବ ମଣିଷ ଉପରେ ପଡ଼ିବା ଆରମ୍ଭ ହୋଇଗଲାଣି। ମଣିଷ ସଭ୍ୟତା ପାଇଁ ଏଆଇ ଘାତକ ବୋଲି ବିଶେଷଜ୍ଞମାନେ କରୁଥିବା ଆକଳନ ଧୀରେଧୀରେ ସତ ପ୍ରମାଣିତ ହେବାରେ ଲାଗିଛି। ଏଆଇ ଯୋଗୁ କେବଳ ମେ’ ମାସରେ ଆମେରିକାର ୪ ହଜାର ଲୋକ…

ଟ୍ରେନ ଦୁର୍ଘଟଣାରେ ପଶ୍ଚିମବଙ୍ଗର ୬୨ ଜଣଙ୍କ ମୃତ୍ୟୁ, ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ମମତା

କୋଲକାତା : ଓଡ଼ିଶାର ବାଲେଶ୍ୱର ଠାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଲୋକ ରହିଛନ୍ତି। ପଶ୍ଚିମବଙ୍ଗର ଶାଲିମାରରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ, ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଓ ଗୋଟିଏ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ମାଗିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ବାଲେଶ୍ୱର ରେଳ ଦୁର୍ଘଟଣାରେ ୨୭୫ ଜଣ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏଥିସହ କଂଗ୍ରେସ ପକ୍ଷରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ମଗା ଯାଇଛି। ରେଳ ଦୁର୍ଘଟଣା ପରେ ଅଶ୍ୱିନୀ ବୈଷ୍ଣବ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ନଚେତ…

ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ବ୍ରିଜ୍‌

ପାଟନା : ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌। କ୍ୟାମେରା କଏଦ ହୋଇଛି ବ୍ରିଜ୍‌ ଭୁଶୁଡ଼ିବା ବେଳର ଦୃଶ୍ୟ। ବିହାରାର ଭାଗଲପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି। ବ୍ରିଜ୍‌ର ଦୁଇଟି ପାର୍ଶ୍ୱ କେମିତି ଭୁଶୁଡ଼ିବା ସହ ପାଣିରେ ମିଶି ଯାଉଛି, ତା’ର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ…