Browsing Category

ଦେଶ

ସିଙ୍ଗାପୁରର ଦୁଇ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ନୂଆଦିଲ୍ଲୀ : ତିନିଦିନିଆ ସିଙ୍ଗାପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଲରେନ୍ସ ଓ୍ୱଙ୍ଗ ଏବଂ ସିଙ୍ଗାପୁରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ୍…

ଆସନ୍ତା ୪ ବର୍ଷରେ ଦେଶରେ ବିମାନ ବନ୍ଦର ସଂଖ୍ୟା ୨୦୦କୁ ବୃଦ୍ଧି ପାଇବ

ନୂଆଦିଲ୍ଲୀ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଗତ ୬୮ ବର୍ଷ ମଧ୍ୟରେ ଦେଶରେ ୭୪ଟି ବିମାନବନ୍ଦର ପ୍ରତିଷ୍ଠା ହୋଇଛି, କିନ୍ତୁ ଗତ ୯ ବର୍ଷ ମଧ୍ୟରେ ଆମେ ବିମାନବନ୍ଦର, ହେଲିପୋର୍ଟ ଆଦି ସମେତ ୭୪ଟି ଅତିରିକ୍ତ ବିମାନ ବନ୍ଦର ପ୍ରତିଷ୍ଠା…

ମଣିପୁରରେ ଆକ୍ରମଣ ଓ ଧ୍ୱଂସଲୀଳା ପାଇଁ ସାଧାରଣଙ୍କୁ ଢାଲ କରୁଛନ୍ତି ଉଗ୍ରବାଦୀ

ଇମ୍ଫାଲ : ହିଂସା କ୍ଷତି ଗ୍ରସ୍ତ ମଣିପୁରରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଓ ରାଜ୍ୟରେ ଧ୍ୱଂସଲୀଳା କରିବାକୁ ବିଭିନ୍ନ ଉଗ୍ରବାଦୀ ସଂଗଠନ ସାଧାରଣ ଲୋକଙ୍କୁ ଢାଲ କରୁଛନ୍ତି। ସେମାନେ ମହିଳା ଓ ଛୋଟ ପିଲାଙ୍କୁ ଆଗରେ ରଖି ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଥିବା ଭାରତୀୟ ସେନା…

ନିଜ ଦଳର ସାଂସଦ ହରିବଂଶଙ୍କୁ ତୀବ୍ର ସମାଲୋଚନା କଲା ଜେଡିୟୁ

ନୂଆଦିଲ୍ଲୀ : ଜେଡିୟୁର ବୟକଟ ସତ୍ତ୍ୱେ ସଂସଦର ନୂଆ ବିଲଡିଂ ଉଦଘାଟନୀ ଉତ୍ସବରେ ଦଳର ସାଂସଦ ତଥା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଯୋଗ ଦେଇଥିଲେ। ହରିବଂଶଙ୍କ ଏପରି ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଛି ଜେଡିୟୁ। ଦଳର ମୁଖ୍ୟ ମୁଖପାତ୍ର ନୀରଜ କୁମାର ସୋମବାର ସର୍ବସମ୍ମୁଖରେ ହରିବଂଶଙ୍କୁ…

ପଶ୍ଚିମବଙ୍ଗର ଏକମାତ୍ର କଂଗ୍ରେସ ବିଧାୟକ ଟିଏମସିରେ ମିଶିଲେ

କୋଲକାତା : ପଶ୍ଚିମବଙ୍ଗରେ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ରାଜ୍ୟରେ ଥିବା କଂଗ୍ରେସର ଏକମାତ୍ର ବିଧାୟକ ଆଜି ଦଳକୁ ଅଲବିଦା କହିଛନ୍ତି। ବିଡି ବାରୋନ ଭାବେ ପରିଚିତ ବାୟରନ ବିଶ୍ୱାସ ଆଜି ଟିଏମସିରେ ମିଶିଛନ୍ତି। ବିଶ୍ୱାସଙ୍କୁ ଆଜି ଟିଏମସିର ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀ…

ଆଦର୍ଶଗତ ମତପାର୍ଥକ୍ୟ ଥିବାରୁ ଆପ୍ ସହ ମେଣ୍ଟ କରିବା ସମ୍ଭବ ନୁହେଁ : ସିଦ୍ଧୁ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ସହ ମେଣ୍ଟ ପ୍ରସଙ୍ଗରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁ କହିଛନ୍ତି ଯେ ଯଦି ଆଦର୍ଶଗତ ମତଭେଦ ଥାଏ, ତେବେ ମେଣ୍ଟ ହୋଇପାରିବ ନାହିଁ। ସିଦ୍ଧୁ କହିଛନ୍ତି ଯେ ଯେତେବେଳେ ବି ତାଙ୍କ ସାମ୍ନାରେ…

୫୮ ବର୍ଷ ପରେ ଭାରତରୁ ସ୍ବଦେଶ ଫେରୁଛି ଏହି ଆମେରିକୀୟ ସେନା ଅଧିକାରୀଙ୍କ ମରଶରୀର

କୋଲକାତା : ୫୮ ବର୍ଷ ପରେ ପଶ୍ଚିମବଙ୍ଗର ଦାର୍ଜିଲିଂରୁ ଆମେରିକାର ଅନ୍ୟତମ ସମ୍ମାନିତ ଅଧିକାରୀ ମେଜର ଜେନେରାଲ ହ୍ୟାରି କ୍ଲେନବେକ୍ ପିକେଟଙ୍କ ମରଶରୀରକୁ ଆମେରିକା ନିଆଯାଉଛି । ମେଜର ଜେନେରାଲ କ୍ଲେନବେକ୍ ଉଭୟ ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଲଢ଼ିଥିଲେ ଏବଂ ତାଙ୍କ…

ଲୌରେନ୍ ସାଞ୍ଚେଜଙ୍କ ସହ ମହାକାଶରେ ବିବାହ କରିବେ ଜେଫ୍ !

ନୂଆଦିଲ୍ଲୀ: ପୃଥିବୀରେ ନୁହେଁ ଭାବିପତ୍ନୀ ଲୌରେନ୍ ସାଞ୍ଚେଜଙ୍କ ସହ ମହାକାଶରେ ବିବାହ କରିବେ ‘ଆମାଜନ୍’ ପ୍ରତିଷ୍ଠାତା ତଥା ପୃଥିବୀର ଅନ୍ୟତମ ଧନୀକ ଉଦ୍ୟୋଗୀ ଜେଫ୍ ବେଜୋସ୍। ମହାକାଶରେ ବିବାହ କରିବାରେ ବେଜୋସ ପ୍ରଥମ ବ୍ୟକ୍ତି ହୋଇପାରନ୍ତି ବୋଲି କୁହାଯାଉଛି।ନିକଟରେ ଲୌରେନ୍…

ଯନ୍ତରମନ୍ତରରେ ଆଉ ଆନ୍ଦୋଳନ କରିପାରିବେନି ଦେଶର ଷ୍ଟାର ରେସଲର

ନୂଆଦିଲ୍ଲୀ : ଦିଲ୍ଲୀର ଯନ୍ତରମନ୍ତରରେ ଆଉ ଆନ୍ଦୋଳନ କରିପାରିବେ ନାହିଁ ଦେଶ ପାଇଁ ପଦକ ଜିତିଥିବା ଷ୍ଟାର ରେସଲର। ସେମାନେ ଏଠାରେ ଏପ୍ରିଲ ୨୩ରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଗତକାଲି ନ୍ୟାୟ ପାଇଁ ସଂସଦ ଅଭିମୁଖେ ଯିବାକୁ ଚେଷ୍ଟା କରିଥିଲେ।ପୁଲିସ୍‌ ତାଙ୍କୁ ଅଧା ରାସ୍ତାରୁ ଉଠାଇ…

ଡିଭାଇଡର ଡେଇଁ ପିକ୍‌ ଅପ୍‌ ଭ୍ୟାନକୁ ଧକ୍କା ଦେଲା ସ୍କପ୍ରିଓ , ୭ ଇଞ୍ଜିନିୟରିଂ ଛାତ୍ର ମୃତ

ଗୌହାଟୀ : ଆସାମର ଗୌହାଟୀରେ ଅତ୍ୟନ୍ତ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଦ୍ରୁତଗାମୀ ସ୍କପ୍ରିଓ ଏସ୍‌ୟୁଭି ଡିଭାଇଡର ଡେଇଁ ବିପରୀତ ଦିଗରୁ ଆସୁଥିବା ପିକ୍‌ ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଇଛି। ଦୁର୍ଘଟଣାରେ ଦୁଇଟି ଯାକ ଗାଡ଼ି ଚୂରମାର ହୋଇଯାଇଥିବା ବେଳେ ୭ ଇଞ୍ଜିନିୟରିଂ ଛାତ୍ରଙ୍କ…