Browsing Category

ଦେଶ

ଫେସବୁକରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟ କରି ଆରଟିଆଇ କର୍ମୀ ଗିରଫ…

ମୁମ୍ବାଇ : ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ନେତା କିରିତ ସୋମାୟାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବା ଜଣେ ଆରଟିଆଇ କର୍ମୀଙ୍କୁ ମହଙ୍ଗା ପଡ଼ିଛି।ଏଥିପାଇଁ ମୁମ୍ବାଇ ପୁଲିସ୍‌ ବିବାଦୀୟ ପୋଷ୍ଟ କରିଥିବା…

ଅଧ୍ୟାଦେଶ ପ୍ରଦଙ୍ଗରେ କେଜ୍ରିୱାଲଙ୍କୁ ସମର୍ଥନ କଲେ କେସିଆର୍‌

ହାଇଦ୍ରାବାଦ : ଦିଲ୍ଲୀର ପ୍ରଶାସନିକ ପୋଷ୍ଟିଂ ଓ ବଦଳିକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଗର୍ଜିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଏହି ପ୍ରସଙ୍ଗରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ କରିଥିବା ବେଳେ ଭାରତ ସରକାର ନିଦର…

ବ୍ୟାଙ୍କରେ ଟଙ୍କା ଡିପୋଜିଟ ବେଳେ ଦୁଇମାଓ ବାଦୀଙ୍କୁ କବ୍ଜା କଲା ଛତିଶଗଡ଼ ପୋଲିସ

ମାଲକାନଗିରି : ମାଲକାନଗିରି ସୀମାନ୍ତରେ ଲାଲବାହୀନି କୁ ଲାଗିଲା ବଡ଼ ଝଟକା । ବନ୍ଦ ହୋଇଥିବା ଦୁଇ ହଜାର ଟଙ୍କିଆ ନୋଟ ର ୬ଲକ୍ଷ ଟଙ୍କାକୁ ନେଇ ବ୍ୟାଙ୍କରେ ଡିପଜିଟ କରିବା ପଡିଲା ମହଙ୍ଗା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରି ର ସୀମାନ୍ତ ଛତିଶଗଡ଼ର…

୪ରେ କେରଳ ଛୁଇଁବ ମୌସୁମୀ, କିନ୍ତୁ ଜୁନରେ ସ୍ୱାଭାବିକ ଠାରୁ କମ ବର୍ଷିବ

ନୂଆଦିଲ୍ଲୀ : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୪ରେ କେରଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥର ମୌସୁମୀ ବିଳମ୍ବରେ ଆସିବାକୁ ଥିବା ବେଳେ ଏହା ଉପରେ ଏଲ ନିନୋର ପ୍ରଭାବ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଜୁନ୍‌ ମାସରେ ସମଗ୍ର ଦେଶରେ ସ୍ୱାଭାବିକ ଠାରୁ କମ ବର୍ଷା ହୋଇପାରେ…

ମୋଦି ସରକାରଙ୍କୁ ପୂରିଲା ୯ ବର୍ଷ: ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ ପଚାରିଲା କଂଗ୍ରେସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଆଜି ନରେନ୍ଦ୍ର ମୋଦି ଶାସନ ଗାଦିରେ ୯ ବର୍ଷ ପୂରଣ କରିଛନ୍ତି। ୨୦୧୪ ମସିହା ମେ’ ୨୬ରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପ୍ରଚଣ୍ଡ ଜନମତ ସହ ବିଜେପି କେନ୍ଦ୍ରରେ ସରକାର ଗଠନ କରିଥିଲା। ଆଜି ବିଜେପି ସରକାରକୁ ୯ ବର୍ଷ ପୂରିଛି। ବିଜେପି ଏହାକୁ…

ଚିତାକୁ ଟ୍ରାକ୍‌ କରୁଥିବା ଟିମକୁ ଡକାୟତ ଭାବି ପ୍ରବଳ ପିଟିଲେ ଗାଁ ଲୋକ

ଭୋପାଲ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ଗୋଟିଏ ଟିମ୍‌କୁ ପ୍ରବଳ ପିଟିଛନ୍ତି ଗାଁ ଲୋକ। ଉଦ୍ୟାନର କର୍ମଚାରୀମାନେ ଚିତାକୁ ଟ୍ରାକ୍‌ କରିବାକୁ ଯାଇଥିବା ବେଳେ ସେମାନଙ୍କୁ ଡକାୟତ ବୋଲି ଭାବି ଶିବପୁରୀ ଜିଲ୍ଲାରେ ଥିବା ଗୋଟିଏ ଗାଁର ଲୋକମାନେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଙ୍ଗଲ…

ନାଗା ଆଦିବାସୀଙ୍କୁ ହଇରାଣ ନ କରିବାକୁ ସତର୍କ କଲା ବିଦ୍ରୋହୀ ସଂଗଠନ

ଇମ୍ଫାଲ : ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ସ୍ଥିତି ସୁଧିରିବାର ନାଁ ଧରୁନି। ଏସବୁ ଭିତରେ ରାଜ୍ୟର ସବଠାରୁ ବଡ଼ ବିଦ୍ରୋହୀ ସଂଗଠନ ନ୍ୟାଶନାଲ ସୋସିଆଲିଷ୍ଟ କାଉନସିଲ ଅଫ ନାଗାଲ୍ୟାଣ୍ଡ(ଇସାକ-ମୁଇଭାହ) ବା ଏନଏସ୍‌ସିଏନ-ଆଇଏମ ସତର୍କ ସୂଚନା…

ରାହୁଲଙ୍କୁ ମିଳିଲା ପାସପୋର୍ଟ କରିବାର ଅନୁମତି, ୩ ବର୍ଷ ପାଇଁ ଦିଆଗଲା ଏନଓସି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି | ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଏକ ନୂତନ ପାସପୋର୍ଟ କରିବାକୁ ଅନୁମତି ଦେଇଛନ୍ତି। ଏହି ପାସପୋର୍ଟ ପାଇଁ ଏନଓସି ଆଗାମୀ ୩ ବର୍ଷ ପାଇଁ ବୈଧ ହେବ | ବାସ୍ତବରେ, ରାହୁଲ ସଂସଦର ସଦସ୍ୟତା…

ତେଲେଙ୍ଗାନା ସଚିବାଳୟର ଉଦଘାଟନ ପାଇଁ ମୋତେ ନିମନ୍ତ୍ରଣ କରାଯାଇନଥିଲା – ତେଲେଙ୍ଗାନା ରାଜ୍ୟପାଳ

ନୂଆଦିଲ୍ଲୀ:କଂଗ୍ରେସ, ‘ଆପ୍‌’, ଶିବସେନା (ୟୁବିଟି), ତୃଣମୂଳ କଂଗ୍ରେସ ଏବଂ ଜନତା ଦଳ (ୟୁନାଇଟେଡ୍‌) ସମେତ ୧୯ଟି ବିରୋଧୀ ଦଳ ମେ ୨୮ ତାରିଖରେ ହେବାକୁ ଥିବା ନୂତନ ସଂସଦ ଭବନ ଉଦ୍‌ଘାଟନ ଉତ୍ସବ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ବାରା…

‘ସେଙ୍ଗୋଲ’କୁ ନେଇ ଦାବି ମିଥ୍ୟା ବୋଲି କହିଲା କଂଗ୍ରେସ; ଜବାବ ଦେଲେ ସରକାର

ନୂଆଦିଲ୍ଲୀ: ଲର୍ଡ ମାଉଣ୍ଟବ୍ୟାଟେନ, ସି ରାଜଗୋପାଳାଚାରୀ ଏବଂ ଜବାହରଲାଲ ନେହେରୁ ‘ସେଙ୍ଗୋଲ’କୁ ଭାରତକୁ ଇଂରେଜମାନଙ୍କ ଦ୍ୱାରା କ୍ଷମତା ହସ୍ତାନ୍ତରର ପ୍ରତୀକ ବୋଲି ବର୍ଣ୍ଣନା କରିଥିବାର କୌଣସି ଦସ୍ତାବିଜ ପ୍ରମାଣ ନାହିଁ ବୋଲି କଂଗ୍ରେସ ଦାବି କରିଛି।ତେବେ, କଂଗ୍ରେସର ଏପ୍ରକାର ଦାବିକୁ…