Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ୟୁଟି ଖାଦେର କର୍ଣ୍ଣଟକ ବିଧାନସଭାର ବାଚସ୍ପତି
ବେଙ୍ଗାଲୁରୁ : କର୍ଣ୍ଣାଟକାର ପୂର୍ବତନ ମନ୍ତ୍ରୀ ତଥା ୫ଥରର ବିଧାୟକ ୟୁଟି ଖାଦେର ସର୍ବସମ୍ମତିକ୍ରମେ ବିଧାନସଭାର ବାଚସ୍ପତି ହୋଇଛନ୍ତି। ୫୩ ବର୍ଷୀୟ ଖାଦେର ପ୍ରଥମ ମୁସଲିମ ନେତା ଭାବେ କର୍ଣ୍ଣାଟକା ବିଧାନସଭାର ବାଚସ୍ପତି ହେବାର ରେକର୍ଡ କରିଛନ୍ତି।ମଙ୍ଗଳବାର ଖାଦେର ବାଚସ୍ପତି ପଦ ପାଇଁ!-->…
ସଂସଦର ନୂଆ ବିଲଡିଂରେ ରହିବ ଇତିହାସର ପ୍ରତୀକ ‘ରାଜଦଣ୍ଡ’
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ତାରିଖରେ ଆଧୁନିକ ଓ ଭବ୍ୟ ଶୈଳୀରେ ନିର୍ମାଣ ହୋଇଥିବା ସଂସଦର ନୂଆ ବିଲଡିଂକୁ ଉଦଘାଟନ କରିବେ। ବିରୋଧୀ ଏହି କାର୍ଯ୍ୟକ୍ରମକୁ ବୟକଟ କରିବାକୁ ଘୋଷଣା କରିଥିଲେ ହେଁ ସରକାରୀ ସ୍ତରରେ ଉଦଘାଟନୀ ଉତ୍ସବ ପାଇଁ ସବୁ ପ୍ରକାରର ପ୍ରସ୍ତୁତି!-->…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ପାଗଳ’ କହି ଅଡ଼ୁଆରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ
ନୂଆଦିଲ୍ଲୀ : ନିଜର ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ଲୋକସଭା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଅଡ଼ୁଆରେ ପଡ଼ିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ପାଗଳ ମୋଦି’ କହି ବିବାଦ ସୃଷ୍ଟି କରିଛନ୍ତି। ବିବାଦ ବଢ଼ୁଥିବାରୁ ଶ୍ରୀ ଚୌଧୁରୀ ଆଜି ସ୍ପଷ୍ଟୀକରଣ ମଧ୍ୟ!-->…
ସଂସଦର ନୂଆ ବିଲଡିଂ ଉଦଘାଟନ ଉତ୍ସବରେ ସାମିଲ ହେବ ଅକାଳୀ ଦଳ
ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ନୂଆ ବିଲ୍ଡିଂକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦଘାଟନ କରନ୍ତୁ ବୋଲି କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ଦାବି କରିଛନ୍ତି। ଏଥିସହ ସେମାନେ ଉଦ୍ଘାଟନୀ!-->…
ଦିଲ୍ଲୀ ପାଇଁ କେନ୍ଦ୍ରର ଅଧ୍ୟାଦେଶ: କେଜ୍ରିୱାଲଙ୍କୁ ଉଦ୍ଧବ ଠାକରେଙ୍କ ସମର୍ଥନ
ନୂଆଦିଲ୍ଲୀ : ଦିଲ୍ଲୀର ପୋଷ୍ଟିଂ ଓ ବଦଳି ଅଧିକାର ଉପ ରାଜ୍ୟପାଳଙ୍କୁ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଜଣଙ୍କ ପରେ ଜଣେ ବିରୋଧୀ ଏକାଠି ହେବାରେ ଲାଗିଛନ୍ତି। କେନ୍ଦ୍ରର ଅଧ୍ୟାଦେଶକୁ ସଂସଦରେ ମାତ ଦେବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ!-->…
୨୦୧୯ ହେଟସ୍ପିଚ୍ ମାମଲାରେ ଆଜମ ଖାନ ଦୋଷମୁକ୍ତ
ଲକ୍ଷ୍ନୌ : ସମାଜବାଦୀ ପାର୍ଟି(ସପା) ନେତା ଆଜମ ଖାନ୍ ୨୦୧୯ ମସିହା ହେଟସ୍ପିଚ୍ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ରାମପୁର କୋର୍ଟ ୩ ବର୍ଷ ଜେଲ ଦଣ୍ଡ ଦେଇଥିଲେ।ଏହାପରେ ତାଙ୍କ ବିଧାୟକ ପଦ ରଦ୍ଦ ହୋଇଯାଇଥିଲା।!-->…
କୋର୍ଟଙ୍କ ବଡ଼ ରାୟ: ଲୋନ୍ ଶୁଝୁ ନଥିବା ଲୋକଙ୍କ ଠାରୁ ବଳ ପୂର୍ବକ ଗାଡ଼ି ଜବତ କରିବା ବେଆଇନ
ନୂଆଦିଲ୍ଲୀ : ଠିକ୍ ସମୟରେ ଲୋନ ବାବଦ ଅର୍ଥ ଦେଉ ନଥିବା ଲୋକଙ୍କୁ ଠାରୁ ବଳପୂର୍ବକ ଏଜେଣ୍ଟମାନେ ଗାଡ଼ି ଜବତ କରିବା ବେଆଇନ। ଏପରି ଆଚରଣ ସମ୍ବିଧାନରେ ଦିଆଯାଇଥିବା ଜୀବନ ଓ ଜୀବକା ଅଧିକାରର ଖୋଲା ଉଲ୍ଲଙ୍ଘନ। ଏପରି ଧମକପୂର୍ଣ୍ଣ ପଦକ୍ଷେପ ବିରୋଧରେ ଏଫଆଇଆର ରୁଜୁ କରାଯାଇ ପାରିବ ବୋଲି ପାଟନା!-->…
୧୦୦୦ ଟଙ୍କିଆ ନୋଟ ଆସିବାର ଏବେ କୌଣସି ଯୋଜନା ନାହିଁ
ନୂଆଦିଲ୍ଲୀ : ୨୦୧୬ ମସିହା ବିମୁଦ୍ରାକରଣ ପରେ ବଜାରକୁ ଆସିଥିବା ୨ ହଜାର ଟଙ୍କିଆ ନୋଟକୁ ଆରିବିଆଇ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଆରବିଆଇର ଏପରି ନିଷ୍ପତ୍ତି ପରେ ୨୦୧୬ ବିମୁଦ୍ରାକରଣ ପୂର୍ବରୁ ବଜାରରେ ବ୍ୟବହାର କରାଯାଉଥିବା ୧୦୦୦ ଟଙ୍କିଆ ନୋଟ ପୁଣି ଆସିବ ବୋଲି ଚର୍ଚ୍ଚା!-->…
ମଧ୍ୟପ୍ରଦେଶ ପାଇଁ କଂଗ୍ରେସର ପ୍ରତିଶ୍ରୁତି: ୫ ଶହ ଟଙ୍କାରେ ଦେବେ ଗ୍ୟାସ
ଭୋପାଳ : କର୍ଣ୍ଣାଟକାରେ ପ୍ରଚଣ୍ଡ ଜନମତ ସହ ସରକାର ଗଠନ କରିଥିବା କଂଗ୍ରେସ ଏବେ ମଧ୍ୟପ୍ରଦେଶ ଉପରେ ଫୋକସ କରିଛି। ଚଳିତ ବର୍ଷ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କର୍ଣ୍ଣାଟକାର ସଫଳତା ମଧ୍ୟପ୍ରଦେଶରେ ଦୋହରାଇବା ପାଇଁ କଂଗ୍ରେସ ଏବେଠାରୁ ଅଣ୍ଟା ଭିଡ଼ିଛି।କର୍ଣ୍ଣାଟକା ଭଳି!-->…
ପାକିସ୍ତାନ ଡ୍ରୋନରେ ଆସୁଥିଲା ୨ ପ୍ୟାକେଟ୍ ହେରୋଇନ୍; ଖସାଇ ଦେଲେ ଯବାନ
ନୂଆଦିଲ୍ଲୀ : ପଞ୍ଜାବ ସୀମାରେ ପାକିସ୍ତାନ ଡ୍ରୋନ୍କୁ ଗୁଳି କରି ଖସାଇଲା BSF । ଉକ୍ତ ଡ୍ରୋନରେ ୨ ପ୍ୟାକେଟ୍ ହେରୋଇନ୍ ଭାରତ ଆସୁଥିବା ସୂଚନା ମିଳିଛି। ଏହାପରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରି ଦିଆଯାଇଛି।ଅମୃତସର ଜିଲ୍ଲାର ଧାନୋଏ କାଲାନ ନିକଟରେ ଗତ ରାତିରେ ଏକ ଡ୍ରୋନ!-->…