Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
କଙ୍ଗୋରେ ଇବୋଲା ଭାଇରସ ଆତଙ୍କ: ୮୦ ମୃତ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା WHO
କଙ୍ଗୋ : ହାଣ୍ଟାଭାଇରସ୍ ସଙ୍କଟ ମଧ୍ୟରେ କଙ୍ଗୋରେ ଇବୋଲା ଭାଇରସର ଆତଙ୍କ । ଇବୋଲା ଭାଇରସରେ ୮୦ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ସ୍ବାସ୍ଥ୍ୟ ବିଭାଗର ଚିନ୍ତାକୁ ବଢାଇଦେଇଛି । ଏହାରି ମଧ୍ୟରେ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି WHO ସାର୍ବଜନୀନ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି!-->…
ମହାମହିମଙ୍କ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ, ସୁପ୍ରିମକୋର୍ଟରେ ବଢ଼ିଲା ବିଚାରପତିଙ୍କ ସଂଖ୍ୟା
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୪ ନୂଆ ବିଚାରପତି । ମୋଟ ୩୮ ଜଣ ହେବେ ବିଚାରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ ଜାରି କରିଛନ୍ତି । ଏହା ଦ୍ୱାରା ସୁପ୍ରିମକୋର୍ଟର ମୋଟ ବିଚାରପତି ସଂଖ୍ୟା ୩୪ରୁ ବଢ଼ି ୩୮ କରାଯାଇଛି। ଏଥିରେ ପ୍ରଧାନ!-->…
ତିରୁବନନ୍ତପୁରମ୍-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସର ଏସି କୋଚରେ ଅଗ୍ନିକାଣ୍ଡ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ତିରୁବନନ୍ତପୁରମ୍-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସର ଏସି କୋଚରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ପ୍ରାୟ ୫ଟା ୩୦ ମିନିଟ ସମୟରେ କୋଟା ଡିଭିଜନର ଲିନିରିଛା –ବିକ୍ରମାଗଡ଼ ଆଲୋଟ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଦେଖିବାକୁ!-->…
ସିବିଏସଇର ବଡ଼ ନିଷ୍ପତ୍ତି, ନବମ ଓ ଦଶମରେ ୩ଟି ଭାଷା ବାଧ୍ୟତାମୂଳକ
ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜୁଲାଇ ୧ରୁ ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରଙ୍କ ପାଇଁ ୩ଟି ଭାଷା ଜାଣିଥିବା ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଜୁଲାଇ ୧, ୨୦୨୬ ଶିକ୍ଷାବର୍ଷ ୨୦୨୬-୨୭ରୁ ଆରମ୍ଭ ହେବ । ବୋର୍ଡ ଦ୍ବାରା ଜାରି ହୋଇଥିବା ସର୍କୁଲାର!-->…
ଗଛରେ ପିଟି ହେଲା କାର୍, ୫ ମୃତ
ଆଜମଗଢ : ଉତ୍ତରପ୍ରଦେଶ ଆଜମଗଢର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୫ ଜଣଙ୍କ ଜୀବନ ଚାଲିଯାଇଛି । ଦ୍ରୁତ ଗତିରେ ଆସୁଥିବା ଏକ କାର୍ କଣ୍ଟେନର ଭିତରେ ପସିଯାଇଥିଲା, ଫଳରେ ୫ ଜଣଙ୍କ ଜୀବନ ଚାଲିଯାଇଥିବା ଜଣାପଡିଛି । ଆହତଙ୍କୁ ହପସିଟାଲରେ!-->…
ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ, ଜବରଦସ୍ତ ଖୁଆଇଲା ଗର୍ଭପାତ ଔଷଧ
ରାଜସ୍ଥାନ : ଗର୍ଭବତୀ ପତ୍ନୀକୁ ଜବରଦସ୍ତି ଗର୍ଭପାତ ଔଷଧ ଖୁଆଇ ହତ୍ୟା କଲା ସ୍ବାମୀ । ରାଜସ୍ଥାନ ଭିଲୱାଡା ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ନିଜ ଗର୍ଭବତୀ ପତ୍ନୀକୁ ପିଟି ପିଟି ହତ୍ୟା କରିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ଝିଅର ବୟାନ ଅନୁଯାୟୀ ମାମଲା!-->…
ବ୍ରିଟିଶ ଯୁଗର ‘ଭିଆଇପି ସଂସ୍କୃତି’କୁ ହଟାଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ସରକାରୀ କାର୍ଯ୍ୟାଳୟରେ ଭିଆଇପି ଚେୟାରରେ ଦେଖାଯାଉଥିବା ଦୀର୍ଘଦିନର “ଟାୱେଲ୍ ସଂସ୍କୃତି”କୁ ବନ୍ଦ କରିଛନ୍ତି।
ଜଣେ ପରିବେଶବିତ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ଗଣାମଧ୍ୟମ ଏକ୍ସରେ ଆବେଦନ କରିଥିଲେ। ଆବେଦନର ୨୪ଘଣ୍ଟା ମଧ୍ୟରେ,!-->!-->!-->…
ଆନ୍ଧ୍ର ସରକାରଙ୍କ ଘୋଷଣା: ତୃତୀୟ ସନ୍ତାନ ପାଇଁ ୩୦ ହଜାର, ଚତୁର୍ଥ ସନ୍ତାନ ପାଇଁ ମିଳିବ ୪୦ ହଜାର !
ଆନ୍ଧ୍ରପ୍ରଦେଶ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସରକାର ରାଜ୍ୟବାସୀଙ୍କ ପାଇଁ ଏକ ନୂଆ ସ୍କିମ ଆଣିଛନ୍ତି । ଏହି ଯୋଜନାରେ ସରକାର ଏବେ ତୃତୀୟ ସନ୍ତାନ ପାଇଁ ୩୦ ହଜାର ଟଙ୍କା ଏବଂ ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର ଟଙ୍କା ପ୍ରଦାନ କରିବେ । ପୂର୍ବରୁ ଦ୍ୱିତୀୟ!-->…
ବହିଷ୍କୃତ ହେଲେ IAS ଅଫିସର
ନୂଆଦିଲ୍ଲୀ: IAS ଅଫିସର ଚାକିରିରୁ ବହିଷ୍କୃତ!। ଦୁର୍ନୀତି ଅଭିଯୋଗରେ ଆଇଏଏସ ପଦ୍ମା ଜୈସୱାଲ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ୨୦ ବର୍ଷ ତଳର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର । ଦୁର୍ନୀତି ଓ ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ୨୦୦୩ ବ୍ୟାଚର!-->…
ଯୁଦ୍ଧବିରତିକୁ ୪୫ ଦିନକୁ ବୃଦ୍ଧି କଲା ଆମେରିକା
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଆମେରିକା ମଧ୍ୟସ୍ଥତାରେ ୱାଶିଂଟନରେ ଦୁଇ ଦିନିଆ ଉଚ୍ଚସ୍ତରୀୟ ଆଲୋଚନା ପରେ ଇସ୍ରାଏଲ ଏବଂ ଲେବାନନ ସେମାନଙ୍କର ଅସ୍ତ୍ରବିରତିକୁ ଆଉ ୪୫ ଦିନ ପାଇଁ ବୃଦ୍ଧି କରିବାକୁ ରାଜି!-->…